ଡି. ଗୁକେଶ ସର୍ବକନିଷ୍ଟ ବିଶ୍ୱ ଚେସ୍ ଚାମ୍ପିୟନ
ନୂଆଦିଲ୍ଲୀ,୧୨।୧୨: ଡିଫେଣ୍ଡିଂ ଚାମ୍ପିୟନ ଚାଇନାର ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱ ଚେସ ଚାମ୍ପିୟନଶିପରେ ବିଜୟ ହାସଲ କରିଛନ୍ତି ଭାରତର ଡି. ଗୁକେଶ। ୧୪ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ଶେଷ ରାଉଣ୍ଡରେ ଗୁକେଶ ଲାରେନଙ୍କୁ ହରାଇ ଇତିହାସ ରଚିଛନ୍ତି। ଉଭୟେ ୬.୫…
ଆକ୍ସନ ମୋଡ୍ରେ ଜୟ ଶାହା: ଅଷ୍ଟ୍ରେଲିଆରେ ଚାଳିଛି ବଡ଼ ଗେମ୍ ପ୍ଲାନ୍
ନୂଆଦିଲ୍ଳୀ,୧୨।୧୨: ଆଇସିସିର ନୂତନ ଚେୟାରମ୍ୟାନ ହେବା ମାତ୍ରେ ଜୟ ଶାହା କ୍ରିକେଟକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ବ୍ରିସବେନରେ ୨୦୩୨ ଅଲିମ୍ପିକ ଆୟୋଜକ କମିଟିଙ୍କୁ ଭେଟିଛନ୍ତି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ…
ଏତେ ଲମ୍ବା ଓଭର…, ବିରାଟ କୋହଲିଙ୍କ ବିରୋଧୀ ନବୀନ ଉଲ ହକଙ୍କର ହେଲା ଖୁବ ବେଇଜ୍ଜତ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୨।୧୨: ବିରାଟ କୋହଲିଙ୍କ ‘ପ୍ରତିଦ୍ୱନ୍ଦ୍ୱୀ’ ନବୀନ-ଉଲ-ହକ ଏବେ ଟ୍ରେଣ୍ଡରେ ଅଛନ୍ତି। ଆଫଗାନିସ୍ତାନ ବନାମ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚ ନବୀନ ଉଲ ହକଙ୍କ ପାଇଁ ଏକ ‘କଳା’ ଦିନଠାରୁ କମ ନୁହେଁ, କାରଣ ସେ ଏକ ଓଭରରେ…
ଗୁଗ୍ଲ୍ରେ ଭିନେଶ୍ଙ୍କୁ ସର୍ବାଧିକ ସର୍ଚ୍ଚ କରିଛନ୍ତି ଲୋକେ, ଟପ୍-୧୦ରେ ନାହାନ୍ତି କୋହଲି କି ରୋହିତ
ନୂଆଦିଲ୍ଲୀ,୧୧।୧୨:୨୦୨୪ରେ ଗୁଗଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ତାଲିକାରେ କ୍ରୀଡା ତାରକାମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କୌଣସି ରାଜନେତା କିମ୍ବା କୌଣସି ଚଳଚ୍ଚିତ୍ର ତାରକା କିମ୍ବା ବ୍ୟବସାୟୀ ଏହି ତାଲିକାରେ ଶୀର୍ଷରେ ରହି ନାହାଁନ୍ତି। ଶ୍ରେଷ୍ଠ ୧୦ ଜଣଙ୍କୁ ପାଞ୍ଚ ଜଣ…
ବ୍ରିସ୍ବେନ୍ ଟେଷ୍ଟ ପୂର୍ବରୁ ନେଟ୍ସରେ ଝାଳ ବୁହାଇଲେ କୋହଲି-ରୋହିତ
ଆଡିଲେଡ୍, ୧୧ା୧୨ (ପି.ଟି.): ପିଙ୍କ୍ ବଲ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ଭାରତ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱରେ ବ୍ୟାଟରମାନେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ନେଟ୍ ସେସନରେ…
ବିନା ମ୍ୟାଚ୍ ଖେଳି ବିଶ୍ୱରେକର୍ଡ କଲା ଭାରତ: ୨୦୦ ଦିନ ପୂର୍ବରୁ…
ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଅଛି। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତିଛନ୍ତି। ଏହି ସିରିଜର ଶେଷ ମ୍ୟାଚ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଆସନ୍ତା ବର୍ଷ ଜୁନ୍ରେ ଟିମ ଇଣ୍ଡିଆ ଇଂଲଣ୍ଡ…
ଆହତ ହେଲେ ପନ୍ତ, ଗାବା ଟେଷ୍ଟ ପୂର୍ବରୁ ଆସିଲା ଏମିତି ଖବର
ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଗାବାରେ ଖେଳାଯିବାକୁ ଯାଉଛି, ଯେଉଁଥିପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଅଭ୍ୟାସ ଅଧିବେଶନରେ ଋଷଭ ଆହତ ହେବାପରେ…
ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର
ଜିକ୍ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି। ଏଥିସହିତ ପ୍ରଥମ ଥର ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ଲାଗି ଦଳର…
ପଡ଼ିଆରେ ଝଗଡା କରି ସିରାଜ-ହେଡ୍ଙ୍କୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରିମନା
ଆଡିଲେଡ,୯।୧୨: ଆଡିଲେଡ ଟେଷ୍ଟ ସମୟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଥିଲା। ହେଡଙ୍କୁ ଆଉଟ୍ କରିବା ପରେ ସିରାଜ ଆକ୍ରମଣାତ୍ମକ ଶୈଳୀ ପ୍ରଦର୍ଶନ କରିଥିଲେ। ହେଡ୍ ମଧ୍ୟ…
ମହମ୍ମଦ ସିରାଜ- ଟ୍ରାଭିସ ହେଡ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି! ମ୍ୟାଚ ସମୟରେ କରିଥିଲେ ଏମିତି କାମ
ନୂଆଦିଲ୍ଲୀ,୯।୧୨: ବ୍ରିସବେନ ଟେଷ୍ଟ ପୂର୍ବରୁ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ୍ଙ୍କ ମଧ୍ୟରେ ହୋଇଥିବା ବିବାଦ ବନ୍ଦ ହେବାର କୌଣସି ନା ନେଉନାହିଁ। ବାସ୍ତବରେ, ଆଡିଲେଡରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ…
ଆଡିଲେଡ ଟେଷ୍ଟ ହାରିବାର ଅସଲ କାରଣ କହିଲେ ରୋହିତ ଶର୍ମା
ଆଡିଲେଡ,୮।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଖେଳାଯିବ। ପିଙ୍କ ବଲ ଟେଷ୍ଟରେ ପରାଜୟ ସହ ଭାରତୀୟ ଦଳ ହାତରୁ ଅଗ୍ରଣୀ ହେବାର ଆଶା ମଉଳି ଯାଇଛି।…
କୋହଲିଙ୍କୁ ନେଇ ଏମିତି କମେଣ୍ଟ କଲେ ଗାଭାସ୍କର, କ୍ରିକେଟ ଜଗତରେ ଉଠିଲା ଝଡ଼
ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ସହ ଫର୍ମକୁ ଫେରିଥିଲେ। ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଶଂସକମାନେ ତାଙ୍କଠାରୁ ସମାନ ବ୍ୟାଟିଂ ଆଶା କରୁଥିଲେ, ଯାହା ମଧ୍ୟ ତାଙ୍କର ଫେବରେଟ ଗ୍ରାଉଣ୍ଡ। କିନ୍ତୁ ଏହା ଘଟିଲା…
Archives


