ଖେଳ

ଆସିଲା ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗ ଆସିଲା: ଜାଣନ୍ତୁ ଭାରତର କେଉଁ ଖେଳାଳି କେଉଁ ସ୍ଥାନରେ..

ଦୁବାଇ,୧୩ା୫: ଭାରତର ଷ୍ଟାଇଲିସ ଓପନର ସ୍ମୃତି ମନ୍ଧାନା ଆଇସିସି ମହିଳା ଅନ୍ତର୍ଜାତୀୟ ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ସ୍ଥାନ ନିକଟତର ହୋଇଛନ୍ତି। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ଗୋଟିଏ…

୧୭ରୁ ଆଇପିଏଲ୍‌ ପୁନଃ ଆରମ୍ଭ: ଫେରିବେ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୩ା୫: ଆସନ୍ତା ୧୭ ତାରିଖରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌। ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ଲାଗି ବିସିସିଆଇ ଓ ଆଇପିଏଲ୍‌ ଫ୍ରାଞ୍ଚାଇଜ ପକ୍ଷରୁ ବିଦେଶୀ ବୋର୍ଡ ଉପରେ ଚାପ ପକାଯାଉଛି। ବିସିସିଆଇ ପକ୍ଷରୁ ଆଇପିଏଲ୍‌ ସିଓଓ ହେମଙ୍ଗ ଆମିନଙ୍କୁ ବ୍ୟକ୍ତିଗତ ଭାବେ…

ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା

ବୃନ୍ଦାବନ,୧୩।୫: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର ଭିଡିଓ…

ରୋହିତ-ବିରାଟଙ୍କ ସନ୍ୟାସ ପଛରେ ରହିଛି ହେଡ କୋଚଙ୍କ ହାତ? ଗମ୍ଭୀର ଯୁଗର ହେଲା ଆରମ୍ଭ…

ନୂଆଦିଲ୍ଲୀ,୧୩।୫: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ରୋହିତ ଶର୍ମା ଏବଂ ବିରାଟ କୋହଲି…

ପଞ୍ଜାବ ମାଲିକାଣୀଙ୍କୁ ଝଟ୍‌କା ଦେଲା BCCI: PBKS vs DC ମ୍ୟାଚ୍‌କୁ ନେଇ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୫: IPL 2025 ସ୍ଥଗିତ ହେବା ପୂର୍ବରୁ, ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ବନ୍ଦ କରିଦିଆଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ଯେତେବେଳେ ମ୍ୟାଚ ବନ୍ଦ ହୋଇଥିଲା, ସେମାନଙ୍କର ସ୍କୋର…

ଏହି ଦିନଠାରୁ ପୁଣି ଆରମ୍ଭ ହେବ IPL 2025, ଜୁନ୍ ୩ରେ ଫାଇନାଲ: ବିସିସିଆଇ

ମୁମ୍ବାଇ,୧୨ା୫: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ…

ଅସ୍ତ୍ରବିରତି ପରେ ପିଏସ୍‌ଏଲ୍‌ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା

କରାଚୀ, ୧୨ା୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସସ୍‌ପେଣ୍ଡ ହୋଇଥିବା ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପୁନଃ ଆରମ୍ଭ ପାଇଁ ଯୋଜନା କରୁଛି। ଏପରି କ ବିଭିନ୍ନ ଦଳ ତରଫରୁ ଖେଳୁଥିବା ବିଦେଶୀ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ ନ କଲେ ମଧ୍ୟ ଚଳିତମାସ…

ଜାଣନ୍ତି କି ବିରାଟଙ୍କ ଶରୀରରେ ରହିଛି କେଉଁ ଭଗବାନଙ୍କ ଟାଟୁ, ୧୭୫-୨୬୯ ନମ୍ବର ସହିତ ରହିଛି ଏହି କନେକ୍ସନ

ନୂଆଦିଲ୍ଲୀ,୧୨ା୫: ଭାରତର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ସୋମବାର ଟେଷ୍ଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏବେ ସେ କେବଳ ଏକଦିବସୀୟ ମ୍ୟାଚ୍‌ ଖେଳିବେ। ବିରାଟ ଟେଷ୍ଟ୍‌ ମ୍ୟାଚ୍‌ରୁ ଅବସର ନେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ…

୧୪ ବର୍ଷର ଟେଷ୍ଟ କ୍ୟାରିୟର୍‌ରେ ପଡ଼ିଲା ଯବନିକା: ଜାଣନ୍ତୁ କୋହଲିଙ୍କ ୫ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ,୧୨।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମାଙ୍କ ଅବସରର ମାତ୍ର କିଛି ଦିନ ପରେ, ସେ ଲାଲ ବଲ ଫର୍ମାଟକୁ ମଧ୍ୟ ଅଲବିଦା କହିଛନ୍ତି। ରୋହିତ ଏବଂ ବିରାଟଙ୍କ ଯୋଡ଼ି ଟି-୨୦ ଏବଂ ଟେଷ୍ଟ ଉଭୟ ଫର୍ମାଟରେ…

କୋହଲିଙ୍କ ଅବସର ପରେ ଏହି ଖେଳାଳିଙ୍କ ଚମକିବ ଭାଗ୍ୟ: ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ପକ୍କା

ନୂଆଦିଲ୍ଲୀ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ବିରାଟ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି ଟେଷ୍ଟ ଦଳରେ ବିରାଟଙ୍କ ସ୍ଥାନ କିଏ ନେବେ?…

ଅଧା ରହିଗଲା ବିରାଟଙ୍କ ପିଲାଦିନର ସ୍ବପ୍ନ, ଜୀବନସାରା କରିବେ ଅନୁତାପ!

ନୂଆଦିଲ୍ଲୀ,୧୨।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏବେ କିଙ୍ଗ କୋହଲି କେବଳ ODIରେ…

ରୋହିତ ଶର୍ମାଙ୍କ ପରି କାହିଁକି ଟେଷ୍ଟ କ୍ରିକେଟରୁ ଅବସର ନେଲେ କିଙ୍ଗ କୋହଲି, ଜାଣନ୍ତୁ ସେହି ୩ କାରଣ

ନୂଆଦିଲ୍ଲୀ,୧୨।୫: ଭାରତୀୟ ଦଳର କିମ୍ବଦନ୍ତୀ ଓପନର ରୋହିତ ଶର୍ମାଙ୍କ ପରି, ଏବେ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବିରାଟ କୋହଲି କ୍ରିକେଟର ଲମ୍ବା ଫର୍ମାଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ସେ ତାଙ୍କ ଇନଷ୍ଟାଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?