ଖେଳ

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୩ ରନ କରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ଦିବସରେ ରିପୋର୍ଟ ପ୍ରସ୍ତୁତ ବେଳକୁ...

ଭାରତ ସିଧା କ୍ୱାର୍ଟରଫାଇନାଲ ଖେଳିବ

ନୂଆଦିଲ୍ଲୀ,୨୯ା୭: ଏସିଆନ ଗେମ୍ସ ମହିଳା କ୍ରିକେଟ ପ୍ରତିଯୋଗିତା ପାଇଁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବ। ଆଇସିସି ଦ୍ୱାରା ଦୁଇଟି ମ୍ୟାଚରୁ ସସ୍‌ପେଣ୍ଡ ହୋଇଥିବାରୁ ଦଳ ଯଦି ଫାଇନାଲରେ ପ୍ରବେଶ କରେ ତେବେ ଅଧିନାୟିକା ହରମନପ୍ରୀତ...

କଳିଙ୍ଗରେ ଡ୍ରାଗ୍‌ଫ୍ଲିକ୍‌ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୨୯।୭ (ତପନ ସ୍ବାଇଁ): ଓଡ଼ିଶାରେ ହକିର ବିକାଶ ଲକ୍ଷ୍ୟରେ ଆଉ ଏକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ ନାଭାଲ ଟାଟା ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ...

ଆହାନଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୯।୭ (ତପନ ସ୍ବାଇଁ): ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ଏସିଆନ ୧୪ ବର୍ଷରୁ କମ୍‌ ର଼୍ୟାଙ୍କିଙ୍ଗ୍‌ (କାଟେଗୋରୀ-୨) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ଡବଲ ଟାଇଟଲ ହାସଲ କରିଛନ୍ତି। ସେ ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ଉଭୟ ସିଙ୍ଗଲ୍ସ...

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବାର୍ବାଡୋସ, ୨୯।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।...

ଏସିଆନ୍ ଗେମ୍ସ ୨୦୨୩: ଜାଣନ୍ତୁ କେବେ ଏବଂ କାହା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୮। ୭: ଭାରତୀୟ କ୍ରିକେଟ ଟିମ୍ ସେପ୍ଟେମ୍ବର ୨୩ରୁ ଚାଇନାର ହାଙ୍ଗଜୁ ସହରରେ ଆୟୋଜିତ ହେବାକୁ ଥିବା ୧୯ତମ ଏସିଆନ୍ ଗେମ୍ସ ଲାଗି ପ୍ରସ୍ତୁତ। ଋତୁରାଜ ଗାଏକୱାଡଙ୍କ ଅଧିନାୟକତ୍ଵରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଲାଗି ଖେଳିବ। ଆଇସିସି...

ଜାପାନ ଓପନ ସେମିଫାଇନାଲରେ ଲକ୍ଷ୍ୟ ସେନ

ଟୋକିଓ,୨୭ା୭: ଭାରତର ଅଗ୍ରଣୀ ଖେଳାଳି ଲକ୍ଷ୍ୟ ସେନ ଜାପାନ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏଚ୍‌ଏସ୍‌ ପ୍ରଣୟ ଏବଂ ଚିରାଗ ଶେଟ୍ଟି ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବିଶ୍ୱର...

କ୍ରିକେଟରୁ ସନ୍ୟାସ ନେବେ ଭୁବନେଶ୍ୱର କୁମାର!

ନୂଆଦିଲ୍ଲୀ,୨୮।୭: ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ନଭେମ୍ବର ୨୦୨୨ରେ ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟିମ ଇଣ୍ଡିଆକୁ ଫେରିନାହାନ୍ତି।...

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ ଓ ମୁକେଶ କୁମାର ସବୁଠାରୁ ଅଧିକ ପ୍ରଭାବିତ କରିଥିବା ବେଳେ ଇଶାନ କିଶନ...

୨୦୨୪ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ୧୫ ଦଳ

ନୂଆଦିଲ୍ଲୀ,୨୮।୭: ୨୦୨୪ ଆଇସିସି ଟି -୨୦ ବିଶ୍ୱକପ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ତେବେ...

ବୁମ୍‌ରା ସମ୍ପୂର୍ଣ୍ଣ ରୂପେ ଫିଟ୍‌, ନିଶ୍ଚିତ କଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୮।୭: ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିସିସିଆଇର ସଚିବ ଜୟ ଶାହା ବୁମ୍‌ରାଙ୍କ ଫିଟ୍‌ନେସ ସମ୍ପର୍କରେ ଏକ ବଡ଼ ଅପ୍‌ଡେଟ ଦେଇଛନ୍ତି। ଏସିଆ କପ ୨୦୨୩...

ଭାରତ-ପାକ୍‌ ବ୍ୟତିତ ଅନ୍ୟ ମ୍ୟାଚ କାର୍ଯ୍ୟସୂଚୀରେ ହୋଇପାରେ ପରିବର୍ତ୍ତନ: ଜୟ ଶାହା

ନୂଆଦିଲ୍ଲୀ,୨୮।୭: ଭାରତଠାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଆଇସିସିର ତିନିଜଣ ପୂର୍ଣ୍ଣ ସଦସ୍ୟ ଆଇସିସିକୁ ଚିଠି ଲେଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଛନ୍ତି। ଏନେଇ ବିସିସିଆଇର ସଚିବ ଜୟ ଶାହା କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri