ଖେଳ

ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍‌ ସିଗ୍‌ନାଲ୍‌

ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ ରାମାକ୍ରୀଷ୍ଣପୁରମ୍‌ ପ୍ରଥମ ଷ୍ଟ୍ରିଟର ନାମକୁ ଅଶ୍ୱିନଙ୍କ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ…

ଆଇପିଏଲ୍‌ ଉଦ୍‌ଘାଟନୀର ମୁଖ୍ୟ ଆକର୍ଷଣ ଦୀଶା-ଶ୍ରେୟା

କୋଲକାତା,୨୨/୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୮ତମ ସଂସ୍କରଣ ଏକ ବଡ଼ ଉଦ୍‌ଘାଟନୀ ଉତ୍ସବ ସହିତ ଆଜି ଆରମ୍ଭ ହେବାକୁ ଯାଉଛି। ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ୩୫ ମିନିଟ ଧରି ଚାଲିବ। ଏ ସମ୍ପର୍କରେ କ୍ରିକେଟ ଆସୋସିଏଶନ…

କେକେଆର୍‌-ଆର୍‌ସିବି ହୋଇଥିଲା ରୋଚକ ମୁକାବିଲା: ୧୭ ବର୍ଷ ପରେ ପ୍ରଥମଥର ଆଇପିଏଲ୍‌ରେ ଘଟିବ ଏମିତି…

ନୂଆଦିଲ୍ଲୀ,୨୨।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଇତିହାସର ପ୍ରଥମ ମ୍ୟାଚରେ ମୁହଁାମୁହିଁ ହୋଇଥିଲେ। ୧୭ ବର୍ଷ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ସିଜନର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।…

IPL 2025: ୧୩ ସହରରେ ଖେଳାଯିବ ୭୪ ମ୍ୟାଚ୍‌, ଦେଖନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ IPL 2025ର ୧୮ତମ ସିଜିନ ଆଜିଠୁ ଆରମ୍ଭ ହେବ। ଏହି ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯିବ। ଆଇପିଏଲ…

ଆଜିଠୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଉଦ୍‌ଘାଟନୀ ମ୍ୟାଚ୍‌

କୋଲକାତା, ୨୧।୩ (ପିଟି.):ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ଶ ସଂସ୍କରଣ। ଗତଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ…

ପାକିସ୍ତାନର ବଡ଼ ବିଜୟ

ଅକ୍‌ଲାଣ୍ଡ, ୨୧ା୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ପ୍ରଦତ୍ତ ୨୦୫ ରନର ଟାର୍ଗେଟକୁ ହାସନ ନଓ୍ବାଜଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନ ୧୬ ଓଭରରେ ୧ ଉଇକେଟ ହରାଇ…

ମହସିନଙ୍କ ସ୍ଥାନରେ ଶାର୍ଦ୍ଦୂଳ

ନୂଆଦିଲ୍ଲୀ,୨୧ା୩: ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଅଲରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)ରେ ଯୋଗଦେବାକୁ ଯାଉଛନ୍ତି। ଠାକୁର ୨୦୨୫ ସିଜନ ଲାଗି ପ୍ରସ୍ତୁତି ଆରମ୍ଭ ହେବା ବେଳଠାରୁ ଏହି ଦଳ ସହ ଅଛନ୍ତି ଏବଂ…

IPL 2025 ପ୍ଲେଅଫକୁ ନେଇ ୧୦ କ୍ରିକେଟ ବିଶେଷଜ୍ଞ କଲେ ଭବିଷ୍ୟବାଣୀ, CSK-RCBକୁ ବାହାରେ ରଖିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୧।୩: IPL ୨୦୨୫ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହା ପୂର୍ବରୁ ବିଶେଷଜ୍ଞମାନେ ପ୍ଲେଅଫ ଦୌଡ଼ ବିଷୟରେ ସେମାନଙ୍କର ଭବିଷ୍ୟବାଣୀ କରିଛନ୍ତି। ବୀରେନ୍ଦ୍ର ସେହୱାଗ, ମାଇକେଲ ଭନ, ଆଦାମ ଗିଲକ୍ରିଷ୍ଟଙ୍କ ପରି ପୂର୍ବତନ କ୍ରିକେଟରମାନେ କ୍ରିକବଜ ସହିତ…

IPL 2025 ପାଇଁ ଆସିଲା ନୂଆ ନିୟମ, ଏବେ ଓ୍ବାଇଡ଼-ନୋ ବଲରେ ହେବ ନାହିଁ ବିବାଦ! BCCI ଆଣିଲା ନୂଆ ଟେକନିକ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗରେ ଆଉଟ-ନଟ ଆଉଟ କିମ୍ବା ଅନ୍ୟାନ୍ୟ ନିଷ୍ପତ୍ତିରେ ଯେପରି ତ୍ରୁଟିର ସୁଯୋଗ ନ ଥାଏ, ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯଥାସମ୍ଭବ ପ୍ରୟାସ କରୁଛି। ଏବେ ବିସିସିଆଇ ସର୍ଟ ବଲରେ ନୋ-ବଲ କିମ୍ବା ୱାଇଡ…

ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ବଡା ପାଓ୍ବ, ବିଲ ଗେଟ୍ସଙ୍କୁ ବି ପସନ୍ଦ…

ନୂଆଦିଲ୍ଲୀ,୨୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସନ୍ତି। ତାଙ୍କୁ ପୂର୍ବରୁ ମଧ୍ୟ ଏଠାରେ ଦେଖାଯାଇଥିଲା, ମଜାଦାର କଥା ହେଉଛି ସେ ସଚିନ ତେନ୍ଦୁଲକରଙ୍କ ସହ ବଡା-ପାୱର ମଜା କରୁଥିବାର ଦେଖାଯାଇଥିଲା। ଅନୁମାନ…

କୋର୍ଟକୁ ଯିବା ପୂର୍ବରୁ କାହିଁକି ଚିତ୍କାର କରିଥିଲେ ଚହଲଙ୍କ ଏକ୍ସ ଓ୍ବାଇଫ, ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୧।୩: ବାନ୍ଦ୍ରା କୋର୍ଟ ଯାଉଥିବା ସମୟରେ ଧନଶ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକାଶିତ କ୍ଲିପରେ, ଭିଡ଼ ଯୋଗୁଁ ଜଣେ ମହିଳା ତଳେ ପଡ଼ିଯିବା ପରେ ଧନଶ୍ରୀ ନିଜର ଶାନ୍ତତା ହରାଇ ପାପାରାଜିଙ୍କ ଉପରେ ରାଗି ଯାଇଛନ୍ତି।…

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏବେ ଆଉ ଏକ ଭିଡିଓ ଇଣ୍ଟରନେଟ ୟୁଜର୍ସଙ୍କୁ କ୍ରୋଧିତ କରିଛି। ପାକିସ୍ତାନ ସୁପର ଲିଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri