ଖେଳ

ପ୍ଲେଅଫ୍ସରେ ଖେଳିବେ ନାହିଁ ବଟଲର

ନୂଆଦିଲ୍ଲୀ,୧୫ା୫: ଇଂଲଣ୍ଡର ବିସ୍ଫୋରକ ଉଇକେଟକିପର ବ୍ୟାଟର ଜସ ବଟଲର ଗୁଜରାଟ ଟାଇଟନ୍ସ (ଜିଟି) ଲାଗି ଅନ୍ତିମ ୩ ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ହେଲେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଟି୨୦ ସିରିଜ୍‌ ଖେଳିବାକୁ ଥିବାରୁ ସେ ପ୍ଲେଅଫ୍ସ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ…

‘ବିରାଟ କୋହଲି ମୋତେ…,’ କାହିଁକି ଏମିତି କହିଲେ ଅନାୟା ବାଙ୍ଗର? ମନେପକାଇଲେ ପୂର୍ବତନ କ୍ୟାପଟେନଙ୍କ ସହ ଟ୍ରେନିଂ କଥା

ନୂଆଦିଲ୍ଲୀ,୧୫।୫: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନୟା ବାଙ୍ଗର ବିରାଟ କୋହଲିଙ୍କ ସହ ତାଙ୍କର ପୂରୁଣା ସ୍ମୃତିକୁ ମନେ ପକାଇଛନ୍ତି। ସେ କହିଥିଲେ ଯେ ସେ ତାଙ୍କ ବାପାଙ୍କ ସହ କୋହଲିଙ୍କ ସହିତ ତାଲିମ ନେଇଥିଲେ। ଏହି ସମୟରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୫: ୨୦୨୫ ଆଇପିଏଲ ଶେଷ ହେବା ପରେ, ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ସିରିଜ ସହିତ ଭାରତୀୟ ଦଳ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ର…

ରାଜନୀତି କରିବେ ହିଟ୍‌ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ ଦ୍ୱିତୀୟ…

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ !

ନୂଆଦିଲ୍ଲୀ,୧୫।୫: ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି। CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି। ରିପୋର୍ଟ…

ଗୋଲଡେନ୍ ବଏ ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାରେ ମିଳିଲା ଏକ ବଡ଼ ପଦବୀ

ନୂଆଦିଲ୍ଲୀ,୧୪।୫: ଭାରତର ଗୌରବ ଏବଂ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାର ଟେରିଟୋରିଆଲ ଆର୍ମୀରେ ‘ଲେଫ୍ଟିନେଣ୍ଟ କର୍ଣ୍ଣେଲ’ ପଦବୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ତାଙ୍କୁ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ ଏବଂ ଦେଶ ପାଇଁ…

ବିରାଟ କୋହଲିଙ୍କ ଫିଟନେସ୍ ରହସ୍ୟ: ଜାଣନ୍ତୁ କ’ଣ ଖାଆନ୍ତି, ଦିନକୁ କେତେ ସମୟ ଶୁଅନ୍ତି ?

ମୁମ୍ବାଇ: ବିରାଟ କୋହଲି ବିଶ୍ୱର ଅଗ୍ରଣୀ କ୍ରିକେଟର ତଥା ଫିଟନେସ୍ ଆଇକନ ଭାବେ ପରିଚିତ। ତାଙ୍କ ଫିଟନେସ୍ ରହସ୍ୟ କେବଳ ଶାରୀରିକ କସରତ ନୁହେଁ, ବରଂ ଏକ ଅନୁଶାସିତ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ନିଦ୍ରା, ମାନସିକ ସ୍ଥିରତା ଏବଂ ପରିବାର…

ଓଡ଼ିଶାରେ ସଫଳତାର ସହ ପରୀକ୍ଷା ହେଲା ‘ଭାର୍ଗବାସ୍ତ୍ର’, ଶକ୍ତିଶାଳୀ ହେଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୪ା୫: ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ। ଏହି ସିଷ୍ଟମର ମାଇକ୍ରୋ ରକେଟଗୁଡ଼ିକ ମଙ୍ଗଳବାର…

ବିରାଟଙ୍କ ଅବସରକୁ ନେଇ କାହିଁକି ଏମିତି କହିଲେ ଅନୁଷ୍କା? ‘ଟେଷ୍ଟ କ୍ରିକେଟରେ ସିଏ ସଫଳ ହୁଅନ୍ତି ଯାହାଙ୍କ ପାଖରେ…’

ନୂଆଦିଲ୍ଲୀ,୧୪।୫: କ୍ରିକେଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣାରେ ପ୍ରଶଂସକମାନେ ଖୁସି ନୁହଁନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହା ଉପରେ ଲଗାତାର ପୋଷ୍ଟ କରୁଛନ୍ତି। ସେ…

ସନ୍ୟାସ ନେବା ପରେ ବିରାଟ, ରୋହିତଙ୍କ କଟିବ କି ଦରମା ? BCCI ଦେଲା ସୂଚନା

ନୂଆଦିଲ୍ଲୀ, ୧୪ା୫: ଭାରତୀୟ କ୍ରିକେଟ ଦଳର ଦୁଇ ଦିଗଜ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ସେମାନଙ୍କୁ A+ ଶ୍ରେଣୀର କେନ୍ଦ୍ରୀୟ ଚୁକ୍ତିରେ ବଜାୟ ରଖିବ…

ମ୍ୟାଚ୍‌ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲ,୧୪।୫: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରୁଛନ୍ତି। ସେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ଏତେ ଦିନ ଧରି ଧଳା ବଲ କ୍ରିକେଟ କିମ୍ବା IPL ଖେଳୁଛନ୍ତି,…

ଡବ୍ଲୁଟିସି ଫାଇନାଲ: ୧୫ ଜଣିଆ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ମେଲବୋର୍ନ,୧୩ା୫: ଆସନ୍ତା ଜୁନ୍‌ ୧୧ରେ ଇଂଲଣ୍ଡର ଲଡର୍‌ସଠାରେ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏନେଇ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ମଙ୍ଗଳବାର ସେମାନଙ୍କ ଦଳ ଘୋଷଣା କରାଯାଇଛି। ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?