ଖେଳ

ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଆସିଲା BCCIର ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲା

ନୂଆଦିଲ୍ଲୀ,୧୨।୫: ବିରାଟ କୋହଲି ଶେଷରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା BCCI ତାଙ୍କୁ ଅବସର ନେବାରୁ ରୋକିପାରିଲା ନାହିଁ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବିରାଟ କୋହଲି ଟେଷ୍ଟ…

ବଡ଼ ଖବର: ଭାବୁକ ପୋଷ୍ଟ କରି ସନ୍ୟାସ ଘୋଷଣା କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୨।୫: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଏକ ବଡ଼ ଘୋଷଣା କରିଛନ୍ତି କିଙ୍ଗ କୋହଲି। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ବିରାଟ କୋହଲି…

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…

ଇସଲାମାବାଦ୍‌,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ…

ଦୀପିକା, ସାଲୁଙ୍ଖେଙ୍କୁ ବ୍ରୋଞ୍ଜ, ଭାରତକୁ ୭ ପଦକ

ଶାଙ୍ଘାଇ,୧୧ା୫: ଭାରତର ସବୁଠୁ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ପାର୍ଥ ସାଲୁଙ୍ଖେ ଆର୍ଚେରୀ ଓ୍ବାଲର୍‌ଡକପ୍‌ ଷ୍ଟେଜ-୨ରେ ରବିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ଟୁର୍ନାମେଣ୍ଟରେ ଭାରତ ମୋଟ ୭ ପଦକ ସହ ଅଭିଯାନ ଶେଷ କରିଛି। ଏଥିପୂର୍ବରୁ କମ୍ପାଉଣ୍ଡ ତୀରନ୍ଦାଜମାନେ…

ସ୍ମୃତି ମନ୍ଧାନାଙ୍କ ଶତକ: ଭାରତ ଚାମ୍ପିୟନ

କଲମ୍ବୋ,୧୧ା୫: ସ୍ମୃତି ମନ୍ଧାନାଙ୍କ ଶତକ ଓ ସ୍ନେହ ରାଣାଙ୍କ ୪ ଉଇକେଟ ସଫଳତା ବଳରେ ଭାରତୀୟ ମହିଳା ଦଳ ୯୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଚାମ୍ପିୟନ ହୋଇଛି। ଭାରତ ଦ୍ୱାରା ପ୍ରଦତ୍ତ ୩୪୩ ରନର ବିଶାଳ ଟାର୍ଗେଟ…

ପାକିସ୍ତାନ ଗସ୍ତକୁ ନେଇ ବାଂଲାଦେଶ ଚିନ୍ତିତ

ଢାକା,୧୧ା୫: ଆସନ୍ତା ୨୫ ତାରିଖରୁ ପାକିସ୍ତାନରେ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟି୨୦ ସିରିଜକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ଯୋଗୁ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଭବିଷ୍ୟତକୁ ନେଇ…

ପାକିସ୍ତାନରେ କ୍ଷେପଣାସ୍ତ୍ର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ଅଷ୍ଟ୍ରେଲୀୟ କ୍ରିକେଟର: ରିପୋର୍ଟ

ନୂଆଦିଲ୍ଲୀ,୧୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ନୁର ଖାନ ବାୟୁସେନା ଘାଟି ନିକଟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ଚାରି ଜଣ ଅଷ୍ଟ୍ରେଲୀୟ କ୍ରିକେଟର ଅଳ୍ପକେ ବର୍ତ୍ତି ଯାଇଥିବା…

ବିରାଟ କୋହଲିଙ୍କୁ ବୁଝାଇବାରେ ବିଫଳ BCCI, ଖୁବ୍ ଶୀଘ୍ର ନେବେ ଟେଷ୍ଟ ଅବସର: ରିପୋର୍ଟ

ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଜୁନ୍ ମାସରେ ଭାରତର ଆଗାମୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରସ୍ତୁତ ଅଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ (TOI) ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)କୁ…

IPL ୨୦୨୫ ଉପରେ ଆଜି ନିଷ୍ପତ୍ତି, ଏହି ଦିନ ପୁଣି ଆରମ୍ଭ ହେବ ଟୁର୍ନାମେଣ୍ଟ!

ନୂଆଦିଲ୍ଲୀ,୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିବା ପାଇଁ ଶନିବାର ମେ’ ୧୦ରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ’ ୭ ତାରିଖରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ବିବାଦ ଯୋଗୁ ବିସିସିଆଇ ଆଇପିଏଲ୍‌ ୨୦୨୫ ସିଜିନ୍‌କୁ ମଝିରେ…

ଏହି କାରଣରୁ ଟେଷ୍ଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି? ଚମକାଉଛି ଖୁଲାସା

ନୂଆଦିଲ୍ଲୀ,୧୧।୫: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଅବଗତ କରାଇଛନ୍ତି। ତଥାପି ବିସିସିଆଇ ବିରାଟଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ଏଣୁ ବିରାଟ ନିଷ୍ପତ୍ତି ବିଷୟରେ କ’ଣ ଭାବୁଛନ୍ତି, ତାହା ଆଗାମୀ ଦିନରେ…

ଆଉ କେବେ ଯିବିନି ପାକିସ୍ତାନ…ଏୟାରପୋର୍ଟରେ କାନ୍ଦିବାକୁ ଲାଗିଲେ ବାଂଲାଦେଶୀ କ୍ରିକେଟର

ଢାକା,୧୧।୫: ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି (India Pakistan Ceasefire) ଉପରେ ସହମତ ହୋଇଛନ୍ତି। ପୂର୍ବରୁ ଉଭୟ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏବଂ ପ୍ରବଳ ବୋମାମାଡ଼ ହୋଇଥିଲା, ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ PSL 2025 ସ୍ଥଗିତ…

ଆଇପିଏଲ୍‌ ସସ୍‌ପେଣ୍ଡ ପରେ ସ୍ବଦେଶ ଫେରିଗଲେ ଖେଳାଳି

ନୂଆଦିଲ୍ଲୀ,୧୦ା୫: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ହାଇ-ପ୍ରୋଫାଇଲ ଟି୨୦ ଲିଗ୍‌ ଆଇପିଏଲ୍‌କୁ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ କରାଯିବା ପରେ ବିଭିନ୍ନ ଫ୍ରାଞ୍ଚାଇଜରୁ ପ୍ରତିନିଧିତ୍ୱ କରୁଥିବା ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଛନ୍ତି। ପଡ଼ୋଶୀ ଜମ୍ମୁ ଓ ପଠାନ୍‌କୋଟ ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?