ଖେଳ

କୁଲଦୀପଙ୍କ ପ୍ରଭାବୀ ବୋଲିଂ

ଗୁଏନା,୯ା୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟି୨୦ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଦୃଢ ପ୍ରଦର୍ଶନ। କୁଲଦୀପ ଯାଦବ ପ୍ରଭାବୀ ବୋଲିଂ କରିବା ସହିତ ୩ ଉଇକେଟ ନେଇଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ...

ବିଶ୍ୱକପ ପାଇଁ ସମ୍ଭାବ୍ୟ ୧୯ ଜଣିଆ ଟିମ୍‌ ଇଣ୍ଡିଆ ନେଇ ପ୍ରସ୍ତୁତି ଆରମ୍ଭ, ୪ ଖେଳାଳି ବାହାର ହେବା ଆଶଙ୍କା…

କୋଲକାତା,୮।୮ : ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ। ଏହି ୧୯ ଜଣଙ୍କ ମଧ୍ୟରୁ ୧୫ ଜଣିଆ ଟିମ୍‌ ଇଣ୍ଡିଆକୁ ବିସିସିଆଇ ଚୟନକର୍ତ୍ତାମାନେ ଆଇସିସି ଟୁର୍ନାମେଣ୍ଟରେ ସୁଯୋଗ ଦେବେ। ୱେଷ୍ଟଇଣ୍ଡିଜ ଗସ୍ତରେ ସୂର୍ଯ୍ୟକୁମାର...

ସେପ୍ଟେମ୍ବର ୫ରେ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରିବ ବିସିସିଆଇ, ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୮।୮: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌ ୨୦୨୩। ଅକ୍ଟୋବର ୫ରୁ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୧୯ରେ ଫାଇନାଲ ଖେଳାଯିବ। ତେବେ ଏହାର ଠିକ୍‌ ପୂର୍ବରୁ ଭାରତୀୟ ଟିମ୍‌ ଦିନିକିଆ ଫର୍ମାଟରେ ଏସିଆ...

୩ୟ ଟି୨୦: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଓ୍ବେଷ୍ଟଇଣ୍ଡିଜ, ଯଶସ୍ଵୀ କଲେ ଡେବ୍ୟୁ

ଗୁଏନା,୮। ୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ମୁକାବିଲାର ୩ୟ ମ୍ୟାଚ ମଙ୍ଗଳବାର ଖେଳା ଯାଉଛି। ମ୍ୟାଚ ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାଭେଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।...

ଅବସର ନିଷ୍ପତ୍ତି ବଦଳାଇଲେ ମନୋଜ ତିୱାରୀ

ନୂଆଦିଲ୍ଲୀ,୮।୮: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ମନୋଜ ତିୱାରୀ କ୍ରିକେଟରୁ ଅବସର ନେଇଥିଲେ। ତେବେ ୫ ଦିନ ମଧ୍ୟରେ ସେ ଅବସର ନେବା ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନୋଜ ତିୱାରୀ...

ୟୁନିସେଫ୍‌ର ଆଞ୍ଚଳିକ ଗୁଡ୍‌ଓ୍ବିଲ ଆମ୍ବାସାଡର ହେଲେ ସଚିନ୍‌

କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସଚିନ୍‌ ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ତାଙ୍କୁ ଦକ୍ଷିଣ...

ଟି-୨୦ ଟିମକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ରୋହିତ ଶର୍ମା

ନୂଆଦିଲ୍ଲୀ,୮।୮: ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୦୨୪ରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ମାଧ୍ୟମରେ ଟି-୨୦ଇଣ୍ଟରନ୍ୟାଶନାଲରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ କିଛି ଭାରତୀୟ...

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ୩ୟ ଟି -୨୦

ଗୁୟାନା,୮।୮: ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଆଜି ଗୁୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ ଖେଳାଯିବ। ଟି -୨୦ ଇଣ୍ଟରନ୍ୟାଶନାଲରେ...

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୮।୮ (ତପନ ସ୍ବାଇଁ) :କଟକ ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ହର୍ଷଗେଟ୍‌ ପରିସରରେ ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହାର ବାଳିକା ବିଭାଗରେ କଟକର ଇ. ଦିବ୍ୟା ଓ ବାଳକରେ...

ଭିଟ୍ଟୋରୀ ସନରାଇଜର୍ସ କୋଚ୍‌

ହାଇଦ୍ରାବାଦ, ୮ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଗତ ୬ଟି ସିଜନରେ ୫ଥର ଏହାର ମୁଖ୍ୟ କୋଚ୍‌ଙ୍କୁ ବଦଳାଇଛି। ଦଳ ସୋମବାର ଡାନିଏଲ ଭିଟ୍ଟୋରୀଙ୍କୁ ଏହାର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଗତ...

ନିକୋଲାସ ପୁରନଙ୍କୁ ଜରିମାନା

ପ୍ରୋଭିଡେନ୍ସ (ଗୁଏନା), ୮ା୮ : ଓ୍ବେଷ୍ଟଇଣ୍ଡିଜ ଉଇକେଟକିପର-ବ୍ୟାଟର ନିକୋଲାସ ପୁରନଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ସାମବାର ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ ଦୁଇ ଉଇକେଟରେ ବିଜୟ ଲାଭ କରିଥିଲା। ଦଳକୁ ଜିତାଇବାରେ...

କ୍ୱାର୍ଟରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୮ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପ୍‌ର ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri