ଖେଳ

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨- ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ବସନ୍ତ ମହାନ୍ତି ୬ ଉଇକେଟ ନେଇ ଉତ୍ତରାଖଣ୍ଡର ବ୍ୟାଟିଂ ବିପର୍ଯ୍ୟୟ…

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ ଘରୋଇ ଏଟିକେ ଦଳ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି।…

ସୂର୍ଯ୍ୟୋପରାଗ: ରଣଜୀ ମ୍ୟାଚ୍‌ ପ୍ରଭାବିତ ହେବା ନେଇ ରେଫରି ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ, ୨୬।୧୨- ଗୁରୁବାର ସୂର୍ଯ୍ୟୋପରାଗ ହେବାକୁ ଯାଉଥିବାବେଳେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍‌ଗୁଡିକର ଦ୍ୱିତୀୟ ଦିନର ଖେଳ ବାଧାପ୍ରାପ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ନିଷ୍ପତ୍ତି ନେଇପାରିନାହିଁ। ଦକ୍ଷିଣ ଭାରତରେ…

ଅଭ୍ୟାସରେ ଯୋଗଦେଲେ ଷ୍ଟୋକ୍ସ

ସେଞ୍ଚୁରିୟନ,୨୬।୧୨(ଏଏଫ୍‌ପି)- ସ୍ଥାନୀୟ ସୁପରସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି। ଏହି ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବ। ଷ୍ଟୋକ୍ସଙ୍କ ପିତା…

୨୦୨୦ ପରେ ପେସ୍‌ ଅବସର ନେବେ

ନୂଆଦିଲ୍ଲୀ,୨୬।୧୨(ପି.ଟି.)- ଭାରତୀୟ ଟେନିସ ଆଇକନ୍‌ ଲିଆଣ୍ଡର ପେସ୍‌ ୨୦୨୦ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବ ତାଙ୍କ ଗୌରବମୟ କ୍ୟାରିୟରର ଶେଷ ବର୍ଷ। ବିଶ୍ୱବ୍ୟାପୀ ଥିବା ସେ ତାଙ୍କ ପ୍ରଶଂସକଙ୍କ ସହ ମିଶିବା ଓ ମଉଜ କରିବା…

ରଣ୍‌ଜୀ ଟ୍ରଫିରେ ଖେଳିଲେ ନାହିଁ ବୁମ୍‌ରା

ମୁମ୍ବାଇ,୨୫।୧୨: କେରଳ-ଗୁଜରାଟ ରଣଜୀ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସର ଯଶପ୍ରୀତ ବୁମରା ଅଂଶଗ୍ରହଣ କରି ନାହାନ୍ତି। ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରଣ୍‌ଜୀ ସିଜନର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ନିଜ ଫିଟ୍‌ନେସର ପ୍ରମାଣ ଦେବେ ବୋଲି ସୂଚନା ଦିଆଯାଇଥିଲା। ଗତ…

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଦିଲ୍ଲୀର ଭେଟେରାନ ଓପନର୍‌ ଶିଖର ଧାଓ୍ବନଙ୍କ ଶତକ, କେରଳ ଓ ଗୁଜରାଟ ମଧ୍ୟରେ…

୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ ପାଇଛନ୍ତି। ତେବେ ମାଲକାନଗିରି ଜିଲାରୁ ପ୍ରଥମ କରି ଜଣେ ଯୁବକ ରାଜ୍ୟସ୍ତରୀୟ କ୍ରିକେଟରେ ସ୍ଥାନ…

ସରକାରୀ ଉଚ୍ଚ ପଦପଦବୀରେ ଅଛନ୍ତି ଏହି କ୍ରିକେଟ ଖେଳାଳି

ସରକାରୀ ଉଚ୍ଚ ପଦପଦବୀରେ ଅବସ୍ଥାପିତ କେତେକ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମ୍ପର୍କରେ.. ମହେନ୍ଦ୍ର ସିଂ ଧୋନୀ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ ଅଧିନାୟକ। ସେ ୨୦୧୧ରେ ଭାରତକୁ ଏକଦିବସୀୟ ଏବଂ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଛନ୍ତି।…

ବୋଲିଂ କୋଚ୍‌ଙ୍କୁ ଗାଳି କରି ରଣ୍‌ଜୀ ଦଳରୁ ବିଦା ହେଲେ ଦିଣ୍ଡା

କୋଲକାତା,୨୫।୧୨- ଆନ୍ଧ୍ରପ୍ରଦେଶ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ ପୂର୍ବରୁ ପଶ୍ଚିମବଙ୍ଗ ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ପେସର ଅଶୋକ ଦିଣ୍ଡା। ଦଳର ବୋଲିଂ କୋଚ୍‌ଙ୍କୁ ଗାଳି କରିବାରୁ କ୍ରିକେଟ ଆସୋସିଏଶନ ଏହି ନିଷ୍ପତ୍ତି ନେଇଛି। ଦିଣ୍ଡା ଦଳୀୟ ବୋଲିଂ କୋଚ୍‌ ରାଣାଦେବ ବୋଷଙ୍କୁ…

ସନ୍ଦେହରେ ଆଇପିଏଲ୍‌ରେ କିଣାଯାଇଥିବା ପେସର ଦିଗବିଜୟଙ୍କ ବୋଲିଂ ଷ୍ଟାଇଲ

ପୁଣେ,୨୫।୧୨- ମହାରାଷ୍ଟ୍ର ପେସର ଦିଗବିଜୟ ଦେଶମୁଖ ଗତ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ତାଙ୍କୁ ଆଇପିଏଲରେ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦଳ ୨୦ ଲକ୍ଷ ଟଙ୍କାର ବେସ୍‌ପ୍ରାଇସରେ କିଣିଛି। ଏବେ ଦେଶମୁଖଙ୍କ ବୋଲିଂ ଷ୍ଟାଇଲ…

ଆଇପିଏଲରେ ଗୋଟେ ବଲ ପିଛା କୁମିନ୍ସଙ୍କ ଆୟ ୪.୬ ଲକ୍ଷ

ନୂଆଦିଲ୍ଲୀ,୨୫।୧୨- ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆ ପେସର ପାଟ କୁମିନ୍ସଙ୍କୁ ସାଢ଼େ ୧୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି। ଆଇପିଏଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?