ଖେଳ

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି। ପୂର୍ବରୁ ଓଡ଼ିଶା ଏଫ୍‌ସି ଦିଲ୍ଲୀ ଡାଇନାମୋସ ଦଳ ଥିଲା। ସେବେଠାରୁ କ୍ଲବ ସ୍ପେଶାଲ ଅଲିମ୍ପିକ୍‌…

ଆସାମରେ ଫସିଛନ୍ତି ଓଡ଼ିଶା ଜୁନିୟର କ୍ରିକେଟର୍‌: ବିସିସିଆଇର ସହାୟତା ଲୋଡ଼ିଲା ଓସିଏ; ହୋଟେଲ ବାହାରେ ବିକ୍ଷୋଭ, ଚିନ୍ତାରେ ଅଭିଭାବକ

କଟକ ଅଫିସ,୧୩ା୧୨- ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ବିରୋଧ କରି ଆସାମରେ ନିଆଁ ଜଳୁଥିବା ବେଳେ ଏଥିରେ ଫସିଛନ୍ତି ଓଡ଼ିଶାର ୧୯ ବର୍ଷରୁ କମ୍‌ ଜୁନିୟର ବାଳକ ଦଳର କ୍ରିକେଟ ଖେଳାଳି। ବୁଧବାର ରାତିରୁ ଗୁଆହାଟୀର ହୋଟେଲ ଭାର୍ଗବ ଗ୍ରାଣ୍ଡରେ ଖେଳାଳିମାନେ ଏକପ୍ରକାର…

ସିନ୍ଧୁ ପୁଣି ପରାସ୍ତ

ଗୁଆଙ୍ଗଝୋ, ୧୩ା୧୨ (ପି.ଟି.)- ବର୍ଷର ଶେଷ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ଓ୍ବାର୍ଲଡ ଟୁର୍‌ ଫାଇନାଲରେ ଗତଥରର ଚାମ୍ପିୟନ ପି.ଭି ସିନ୍ଧୁଙ୍କ ଅଭିଯାନ ଆପାତତଃ ଶେଷ ହୋଇଯାଇଛି। ଭାରତୀୟ ଖେଳାଳି ଗୁରୁବାର ଚାଇନାର ଚେନ୍‌ ୟୁଫିଙ୍କଠାରୁ ୨୨-୨୦, ୧୬-୨୧, ୧୨-୨୧ରେ ହାରିଯାଇଛନ୍ତି। ଏହି ମ୍ୟାଚ…

ଗୋଥାମଙ୍କୁ ୮ ଉଇକେଟ; ତାମିଲନାଡୁକୁ ହରାଇଲା କର୍ନାଟକ

ଡିଣ୍ଡିଗୁଲ,୧୩।୧୨(ପି.ଟି.)- ଅଫ୍‌ ସ୍ପିନର କେ. ଗୋଥାମଙ୍କ ୮ ଉଇକେଟ ସଫଳତା ଯୋଗୁ କର୍ନାଟକ ୨୬ ରନ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ପ୍ରଥମ ଇନିଂସ୍‌ରେ ୨୯ ରନ୍‌ର ଅଗ୍ରଣୀ ହାସଲ କରିଥିବା କର୍ନାଟକ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୫୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।…

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ ସେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳି ଓ ରେଫରିଙ୍କ ସହ ହାତ ମିଳାଇବାକୁ ମନା କରି ଚର୍ଚ୍ଚାର…

ଡୋପିଂକୁ ରୋକିବା ପାଇଁ ବିଏଫ୍‌ଆଇର ନୂଆ ପ୍ରୟାସ

ନୂଆଦିଲ୍ଲୀ,୧୩।୧୨(ପି.ଟି.)- ଗତ କିଛି ଦିନ ମଧ୍ୟରେ ଏକାଧିକ ଭାରତୀୟ ବକ୍ସର ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ନିଦ ଭାଙ୍ଗିଛି। ଡୋପିଂକୁ ରୋକିବା ପାଇଁ ବିଏଫ୍‌ଆଇ ଗୁରୁବାର ହାଇ ପରଫର୍ମାନ୍ସ ଡାଇରେକ୍ଟର ଓ କୋଚ୍‌ମାନଙ୍କୁ…

ରୋହିତ ଲା ଲିଗାର ବ୍ରାଣ୍ଡ ଆମ୍ପାସାଡର

ମୁମ୍ବାଇ,୧୩।୧୨(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ସ୍ପାନିଶ୍‌ ଫୁଟବଲ ଲିଗ୍‌ ଲା ଲିଗାର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ସେ ଏହି କ୍ରମରେ ସ୍ପାନିଶ୍‌ ଫୁଟବଲ କ୍ଲବ ରିୟଲ ମାଡ୍ରିଡ ପାଇଁ ପ୍ରଥମ ଭାରତୀୟ ଭାବେ ବ୍ରାଣ୍ଡ…

ସ୍ବତନ୍ତ୍ର କ୍ଲବରେ କୋହଲି

ମୁମ୍ବାଇ,୧୩।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ୭୦ ରନ୍‌ର ଇନିଂସ ଖେଳି ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଟି୨୦ କ୍ରିକେଟ୍‌ରେ ଘରୋଇ ମାଟିରେ…

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର ଲେଖା ସରିଲାଣି। ଦିନକୁ ଦିନ ବାରବାଟୀ ସଜେଇ ହେବାରେ ଲାଗିଛି। ଏବେ ପିଚ୍‌ ସମ୍ପୂର୍ଣ୍ଣ…

‘ପାଣ୍ଡ୍ୟା, ରାହୁଲ ଫୁଟବଲରଙ୍କ ହେୟାର ଷ୍ଟାଇଲ ଆପଣାଇଛନ୍ତି’

ମୁମ୍ବାଇ,୧୩।୧୨(ପି.ଟି.)- ଏବେ କ୍ରିକେଟରମାନେ ତାରକା ଫୁଟବଲରଙ୍କ ଶୈଳୀରେ କେଶ ବିନ୍ୟାସ କରୁଛନ୍ତି ବୋଲି ଲା ଲିଗାର ନୂଆ ବ୍ରାଣ୍ଡ ଆମ୍ବାସାଡର ରୋହିତ ଶର୍ମା କହିଛନ୍ତି। ଲା ଲିଗାର ଅଗ୍ରଣୀ ଫ୍ରାଞ୍ଚାଇଜ୍‌ ରିୟଲ ମାଡ୍ରିଡ୍‌ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହେବା ପରେ ରୋହିତ…

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ ମାତ୍ର ୧୮.୨ ଓଭର ଖେଳ ସମ୍ଭବ ହୋଇଛି। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା…

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରଥମ ଇନିଂସରେ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?