ଅଲିମ୍ପିକ୍ କ୍ୱାଲିଫାୟର୍ସ ଟ୍ରାଏଲ୍ସରେ ମେରୀକମ୍-ଜରିନ୍ ମୁକାବିଲା
ନୂଆଦିଲ୍ଲୀ, ୨୭।୧୨(ପି.ଟି.)- ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଭାରତର ଦୁଇ ମହିଳା ତାରକା ବକ୍ସର ମେରୀକମ ଓ ନିଖାତ ଜରିନ୍ ଟ୍ରାଏଲ୍ସ ଫାଇନାଲ୍ରେ ପରସ୍ପରକୁ ଭେଟିବେ। ୬ଥର ବିଶ୍ୱ ଚାମ୍ପିୟନଶିପ୍ ହାସଲ କରିଥିବା ମେରୀକମ ୫୧…
ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍ନେସ୍ ମନ୍ତ୍ର ଶିଖିଥିଲେ କୋହଲି
କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍ନେସ୍ ଲାଗି ମଧ୍ୟ ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍ ରଖିବା ଉପରେ…
ଭିନ୍ନକ୍ଷମ ବାଳକଙ୍କ ଗଲି କ୍ରିକେଟ ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୭।୧୨- ଦେଶରେ କ୍ରିକେଟକୁ ଫ୍ୟାନମାନେ ଧର୍ମ ଭଳି ମାନନ୍ତି। ଏହାର ଏକ ହୃଦୟବିଦାରକ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିନ୍ନକ୍ଷମ ବାଳକ ଗଲି କ୍ରିକେଟ ଖେଳୁଥିବାର ଏକ ଭିଡିଓ ଆଇଏଫ୍ଏସ୍ ଅଫିସର ସୁଧା ରମଣ ଶେୟାର କରିଛନ୍ତି। ଉକ୍ତ…
୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି
କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ଏକ ଗଣମାଧ୍ୟମକୁ…
ଏସି ମିଲନକୁ ଫେରିବେ ଇବ୍ରାହିମୋବିଚ୍
ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା ନେଇ ଇଟାଲିର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିଲନ ଫ୍ରାଞ୍ଚାଇଜ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ…
ମଲିକଙ୍କ ପଛରେ ଟିମ୍ ଇଣ୍ଡିଆ ପ୍ରଶଂସକ
ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟୁଇଟ୍ ଯୋଗୁ ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ସେ ଭାରତ ଓ ପାକିସ୍ତାନ ମ୍ୟାଚ୍ ବେଳର ଏକ ଫଟୋ ସହ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା…
ସିନ୍ଧୁଙ୍କ ହୃଦୟ ନାହିଁ
ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍ କିମ୍ ଜି ହ୍ୟୁନ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍ରେ ଦୁଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି…
ଦେବାଙ୍ଗ ଗାନ୍ଧୀଙ୍କୁ ଡ୍ରେସିଂରୁମ୍ରୁ ବାହାର କରିଦିଆଗଲା
କୋଲକାତା, ୨୭ା୧୨ (ପି.ଟି.)-ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍ ଭଙ୍ଗ କରିଥିବା କାରଣ ଦର୍ଶାଇ ତାଙ୍କୁ ବେଙ୍ଗଲ ରଣଜୀ ଟିମ୍ ଡ୍ରେସିଂ ରୁମ୍ରୁ ବିଦା କରିଦିଆଯାଇଥିଲା। ଗୁରୁବାର ଆନ୍ଧ୍ର-ବେଙ୍ଗଲ ରଣଜୀ ଟ୍ରଫି…
ବୟସ ଜାଲିଆତି: ଫସିବେ ୩ ଖେଳାଳି; ବିସିସିଆଇ, ସିବିଆଇରେ ଅଭିଯୋଗ
କଟକ ଅଫିସ, ୨୭ା୧୨- ରାଜ୍ୟର ତିନିଜଣ କ୍ରିକେଟ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସିବିଆଇ ନିକଟରେ ଅଭିଯୋଗ ପତ୍ର…
ଦଶନ୍ଧିରେ ଦ୍ୱିତୀୟ ବୋଲର ବ୍ରଡ
ସେଞ୍ଚୁରିୟାନ,୨୭।୧୨- ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ୍ ଗୁରୁବାର ଚଳିତ ଦଶନ୍ଧିର ଦ୍ୱିତୀୟ ବୋଲର ଭାବେ ୪୦୦ ଉଇକେଟ ନେବାର ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ ଏହି ସଫଳତା ପାଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁପ୍ଲେସି (୨୯) ବ୍ରଡଙ୍କ…
ଇଣ୍ଡିଆନ ସୁପର ଲିଗ୍: ଘରୋଇ ସହରରେ ଓଡ଼ିଶା ଏଫ୍ସି ଖେଳିବ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର,୨୭।୧୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଓ ଜାମ୍ସେଦପୁର ଏଫସି ମୁହଁାମୁହିଁ ହେବେ। ଚଳିତ ସେସନରେ ଘରୋଇ ସହରରେ ଓଡ଼ିଶା ଏଫ୍ସି ତା’ର ପ୍ରଥମ ମ୍ୟାଚ୍…
ମାଇକେଲ ଜ୍ୟାକ୍ସନଙ୍କ ଷ୍ଟାଇଲରେ ବ୍ୟାଟିଂ କଲେ ମାଥ୍ୟୁ ଓ୍ବାଡେ
ମେଲବୋର୍ନ,୨୭।୧୨- ଏମ୍ସିଜିଠାରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଡେ ଡ୍ୟାନ୍ସର ମାଇକେଲ ଜ୍ୟାକ୍ସନଙ୍କ ଏକ ଲୋକପ୍ରିୟ ମୁଭ୍ କରିଥିବା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ପେସର ଟିମ୍ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରତିପକ୍ଷ…

