ଖେଳ

୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍‌ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍‌

ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କ ବିଚାର ସ୍ବତନ୍ତ୍ର ମନ୍ତ୍ର ରୂପେ କାମ କରିଥାଏ। ଧର୍ମ ପ୍ରଚାରକ…

ଚାଇନା ଟୁର୍‌ରେ ଯିବନି ମହିଳା ହକି ଦଳ

ନୂଆଦିଲ୍ଲୀ, ୭ା୨ (ପି.ଟି.)- ଘାତକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଭାରତୀୟ ମହିଳା ହକି ଦଳ ଚାଇନା ଟୁର୍‌ରେ ଯିବ ନାହିଁ। ଅଲିମ୍ପିକ୍ସ କ୍ରମେ ନିକଟତର ହୋଇ ଆସୁଥିବାବେଳେ ପ୍ରସ୍ତୁତି ପାଇଁ ଅନ୍ୟ କୌଣସି ଦଳ ଯୋଗାଡ଼ କରିବା କଷ୍ଟକର ବୋଲି…

ବାଂଲାଦେଶ ୨୩୩ରେ ସୀମିତ

ରାଓ୍ବଲପିଣ୍ଡି, ୭ା୨ (ଏଏଫ୍‌ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍‌ କରିଦେଇଛି। ପେସ୍‌ ବୋଲର ଶାହିନ ଶାହ ଆଫ୍ରିଦୀ ଚମତ୍କାର ବୋଲିଂ କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ…

କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି

ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍‌ ଦାଖଲ କରିଛି। ଏ ନେଇ ପୋଲିସର ଅତିରିକ୍ତ କମିଶନର ସନ୍ଦୀପ ପାଟିଲ କହିଛନ୍ତି। କୁବନ…

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି। ଏବେ ତେନ୍ଦୁଲକର ବଶଫାୟାର ବାଶ ମ୍ୟାଚ୍‌ ପାଇଁ ପଣ୍ଟିଂ ଏକାଦଶର କୋଚ୍‌ ଭାବେ ଅଷ୍ଟ୍ରେଲିଆରେ…

କରୋନା ଭାଇରସ ପ୍ରଭାବ: ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ

ନୂଆଦିଲ୍ଲୀ,୭।୨(ପି.ଟି.)- କରୋନା ଭାଇରସ ଯୋଗୁ ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ କରାଯାଇଛି। ଏଥିଯୋଗୁ ହକି ଇଣ୍ଡିଆ (ଏଚ୍‌ଆଇ) ସମସ୍ୟାରେ ଘେରି ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ମହିଳା ଦଳର ପ୍ରସ୍ତୁତି ପାଇଁ ଏଚ୍‌ଆଇକୁ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଖୋଜିବାକୁ…

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ହାରିଲା ଭାରତ

ମେଲବୋର୍ନ, ୭।୨- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ଶୁକ୍ରବାର ଦ୍ୱିତୀୟ ପରାଜୟବରଣ କରିଛି। ଇଂଲଣ୍ଡ ଦଳ ୪ ଉଇକେଟରେ ଭାରତକୁ ହରାଇ ଦେଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ…

ଜାଣନ୍ତି ଶତକ ହାସଲ ପରେ କାହିଁକି ଜିଭ କାଢନ୍ତି ରସ୍‌ ଟେଲର

ହାମିଲଟନ, ୭।୨: ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟେଲର ୮୪ଟି ବଲ ଖେଳି…

ରୋନାଲ୍ଡୋ, ମେସିଙ୍କଠାରୁ ଅଧିକ ଦୌଡ଼ନ୍ତି କୋହଲି

ନୂଆଦିଲ୍ଲୀ,୭।୨- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟର। ବ୍ୟାଟିଂ ହେଉ କି, ଫିଲ୍ଡିଂ କୋହଲି ନିଜର ୨୦୦ ପ୍ରତିଶତ ଦିଅନ୍ତି। ଏକ ଭଲ ଇନିଂସବେଳେ ସେ ପିଚ୍‌ରେ କିମ୍ବଦନ୍ତୀ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ…

ଭାରତରେ ପ୍ରଥମ ଥର ପାଇଁ ଖେଳିପାରେ ମାଞ୍ଚେଷ୍ଟର ୟୁନାଇଟେଡ୍‌

ନୂଆଦିଲ୍ଲୀ,୭।୨- ପ୍ରିମିୟର କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଚଳିତ ସିଜନ ପୂର୍ବରୁ ଭାରତରେ ପ୍ରଥମ ଥର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରେ। ଏହି କ୍ଲବ ଭାରତୀୟ ଆଇ ଲିଗ୍‌ ଦଳ ଇଷ୍ଟ ବେଙ୍ଗଲ ସହ ଆସନ୍ତା ଜୁଲାଇ ୨୬ ତାରିଖରେ ମ୍ୟାଚ୍‌ ଖେଳିବା…

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ…

ଜୋକୋଭିଚ୍‌ଙ୍କ ରେକର୍ଡ

ଅଷ୍ଟ୍ରେଲିଆନ ଓପନରେ ଅଭିଜ୍ଞ ସର୍ବୀୟ ଖେଳାଳି ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିୟନ ହେବା ସହ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଗ୍ରାଣ୍ଡସ୍ଲାମ। ବର୍ଷର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?