ଖେଳ

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର ସିନିୟର ପେସର ଈଶାନ୍ତ ଶର୍ମା ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ। ଏଥିରେ ସଫଳ ହେଲେ…

ସର୍ବନିମ୍ନ ସ୍କୋରରେ ଅଲଆଉଟ୍‌ ହେଲା ଆମେରିକା

କିର୍ଟିପୁର(ନେପାଳ),୧୨।୨- ଆମେରିକା କ୍ରିକେଟ ଦଳ ବୁଧବାର ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଦଳ ଦିନିକିଆ ଇତିହାସର ଯୁଗ୍ମ ସର୍ବନିମ୍ନ ସ୍କୋରରେ ଅଲଆଉଟ୍‌ ହୋଇଯାଇଛି। ଏଠାରେ ଚାଲିଥିବା ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ଲିଗ୍‌ ଦ୍ୱିତୀୟ ପର୍ଯ୍ୟାୟରେ ନେପାଳ ବିପକ୍ଷ ମ୍ୟାଚ୍‌ରେ…

ଆୟାରଙ୍କୁ କୋଳାଗ୍ରତ କଲେ ଚହଲ, ଈର୍ଷାନ୍ବିତ ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ କିନ୍ତୁ ସୋସିଆଲ ମିଡିଆରେ ହସ ମଜାକ କରୁଥିବା ଫଟୋ, ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ। ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ନିଜ ଚ୍ୟାନେଲ ଚହଲ ଟିଭିକୁ ନେଇ ଭାରତୀୟ…

ଗୋଲକିପରଙ୍କୁ ମାରି ରେଫରି ବାସନ୍ଦ

ମିଲନ,୧୨।୨- ଚଳିତ ମାସରେ ଏକ ଲିଗ୍‌ ମ୍ୟାଚ୍‌ ବେଳେ ଜଣେ ଇଟାଲିଆନ ରେଫରି ଗୋଲକିପରଙ୍କୁ ମୁଣ୍ଡିଆ ମାରିଥିଲେ। ଏଥିନେଇ ରେଫରିଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଚଳିତ ମାସ ୧ ତାରିଖରେ ବର୍ଗୋ ମଗଲିଆନୋ ଓ ମଣ୍ଟୋଟୋନ ମଧ୍ୟରେ ମ୍ୟାଚ୍‌…

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ଫାଇନାଲରେ ହାରିଲା ଭାରତ

ମେଲବୋର୍ନ,୧୨।୨(ପି.ଟି.)- ଓପ୍‌ନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଏଠାରେ ବୁଧବାର ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୧୧ ରନ୍‌ରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି। ୧୫୬ ରନ୍‌ ଟାର୍ଗେଟର ପିଛା କରୁଥିବା…

ଇଂଲଣ୍ଡ ଦଳକୁ ଫେରିଲେ ଫୋକ୍ସ, ଜେନିଙ୍ଗ୍ସ

ଲଣ୍ଡନ, ୧୨ା୨ (ଏଏଫ୍‌ପି)- ଶ୍ରୀଲଙ୍କା ଟୁର୍‌ ପାଇଁ ଇଂଲଣ୍ଡ ଟେଷ୍ଟ ଦଳକୁ ଏକ ବର୍ଷ ବ୍ୟବଧାନରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବେନ୍‌ ଫୋକ୍ସ ଏବଂ କିଟନ ଜେନିଙ୍ଗ୍ସ। ୧୨ ମାସ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପରେ ଲାଙ୍କାଶାୟାର ଓପନର ଜେନିଙ୍ଗ୍ସ ଏବଂ ସରେ…

ରଣଜୀ ଟ୍ରଫି: କର ବା ମର ସ୍ଥିତିରେ ଓଡ଼ିଶା

କଟକ ଅଫିସ,୧୨।୨- ଚଳିତ ରଣଜୀ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଖେଳାଯିବ। ଏହିକ୍ରମରେ ଓଡ଼ିଶା ଏହାର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ…

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଆଜି

ମେଲବୋର୍ନ, ୧୨।୨ (ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜର ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ବୁଧବାର ଭାରତକୁ ଭେଟିବ। ଏହି ପ୍ରତିଯୋଗିତାରେ ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମୋଟ୍‌ ୪ ମ୍ୟାଚ୍‌ ଖେଳି ୨ଟି ଲେଖାଏ ବିଜୟ ଓ…

ବିବାଦରେ ପାକିସ୍ତାନ କ୍ରିକେଟର୍‌ ଶାଦବ

ଦୁବାଇ, ୧୨।୨- ପାକିସ୍ତାନ ସୀମିତ ଓଭର କ୍ରିକେଟ ଦଳର ପ୍ରମୁଖ ଖେଳାଳି ଶାଦବ୍‌ ଖାନ୍‌ ବିବାଦ ଘେରକୁ ଚାଲି ଆସିଛନ୍ତି। ଜଣେ ମହିଳାଙ୍କୁ ବ୍ଲାକମେଲ୍‌ କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରଲ୍‌ କରିଦେବାକୁ ଧମକ ଦେଇଥିବା ଅଭିଯୋଗ…

ବାଂଲାଦେଶ ସଫଳତା ପଛରେ ଜାଫରଙ୍କ ହାତ

ନୂଆଦିଲ୍ଲୀ,୧୨।୨- ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଫାଇନାଲରେ ଗତଥରର ଚାମ୍ପିୟନ ଭାରତକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ତେବେ ବାଂଲାଦେଶ ଜୁନିୟର ଦଳର ଏହି ସଫଳତା ପଛରେ ଜଣେ…

ଇଣ୍ଡିଆନ ଆରୋଜ-ନେରୋକା ମ୍ୟାଚ ଡ୍ର

ଇମ୍ଫାଲ, ୧୧ା୨ (ପି.ଟି.)- ନ୍ୟାଶନାଲ ଫୁଟ୍‌ବଲ ଫେଡେରେଶନ ଡେଭଲପମେଣ୍ଟ ଟିମ୍‌ ଇଣ୍ଡିଆନ ଆରୋଜ ଏବଂ ନେରୋକା ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚ୍‌ ଗୋଲଶୂନ୍ୟ ଡ୍ର’ ଭାବେ ଶେଷ ହୋଇଛି। ଖୁମାନ ଲାମ୍ପାକ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନେରୋକା…

ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: କାଜାଖସ୍ତାନଙ୍କୁ ହରାଇଲା ଭାରତ

ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଏହାର ଓପନିଂ ଗ୍ରୁପ୍‌ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍‌ ଏବଂ ଶୁଭଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?