ମହିଳା ଟି୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ
ପର୍ଥ, ୨୩।୨- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍ରେ ଶନିବାର ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୪ଟି ବଲ୍ ବାକି ରଖି ୭ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍ ହାରି…
ଇଣ୍ଡିଆନ ସୁପର ଲିଗ୍: ଓଡ଼ିଶା- କେରଳ ସମ୍ମାନ ଲଢ଼େଇ
ଭୁବନେଶ୍ୱର, ୨୩।୨(ସ୍ପୋଟର୍ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର କେରଳ ବ୍ଲାଷ୍ଟର୍ସ ଓ ଘରୋଇ ଓଡ଼ିଶା ଏଫ୍ସି ପରସ୍ପରକୁ ଭେଟିବେ। ପ୍ଲ ଅଫ୍ ଦୌଡ଼ରୁ ବାଦ୍ ପଡିସାରିଥିବାରୁ ଏହି ସମ୍ମାନ ଉଭୟ ଦଳ ଲଢ଼ିବେ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ…
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍ଘାଟିତ: ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି: ମୋଦି
କଟକ,୨୨।୨(ସ୍ପୋଟର୍ସ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ମେଗା ଇଭେଣ୍ଟର ଶୁଭାରମ୍ଭ ହୋଇଛି। ଏହି ଇଭେଣ୍ଟ ଦେଶରେ…
ପୂର୍ବତନ ଭାରତୀୟ ଫୁଟ୍ବଲରଙ୍କ ପରଲୋକ
କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍ ଜିତିଥିବା ଭାରତୀୟ ଫୁଟ୍ବଲ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଚାଟାର୍ଜୀ ଜାତୀୟ ସିନିୟର ଦଳ ପକ୍ଷରୁ…
ଡାରେସ ସାମିଙ୍କୁ ପାକିସ୍ତାନ ନାଗରିକତ୍ୱ
କରାଚୀ,୨୨ା୨ (ପି.ଟି.): ଡାରେନ ସାମିଙ୍କୁ ସମ୍ମାନ ସୂଚକ ନାଗରିକତ୍ୱ ପ୍ରଦାନ କରିବା ଲାଗି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ସାମିଙ୍କ ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)…
ମାର୍କେଟକୁ ଆସିଲା ଗେଲ୍ଙ୍କ ମୁଦି
ନୂଆଦିଲ୍ଲୀ,୨୨।୨- ଓ୍ବେଷ୍ଟଇଣ୍ଡିଜ୍ର ପୂର୍ବତନ କିମ୍ବଦନ୍ତୀ ବିସ୍ଫୋରକ ଓପନର କ୍ରିସ୍ ଗେଲ୍ ବିଶ୍ୱରେ ୟୁନିଭର୍ସ ବସ୍ ଭାବେ ଜଣାଶୁଣା। ତାଙ୍କର ଏହି ନାମକୁ ସେ ଆଗକୁ ନେବା ପାଇଁ ୟୁନିଭର୍ସ ବସ୍ ରିଙ୍ଗ୍ (ସୁନାମୁଦି)ର ସୀମିତ ଏଡିଶନ ମାର୍କେଟକୁ ଛାଡ଼ିଛନ୍ତି। ମୁଦିକୁ କଠିନ…
ପିଏସ୍ଏଲ୍ରେ ମୋବାଇଲ ବିବାଦ
କରାଚୀ,୨୨ା୨- ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଆଇସିସି ସ୍ବୀକୃତିପ୍ରାପ୍ତ ଟି୨୦ ଲିଗ୍। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଦୈନନ୍ଦିନ କାର୍ଯ୍ୟରେ ମୁଣ୍ଡ ଖେଳାଇବାକୁ ଚାହୁଁନାହିଁ। ଶୁକ୍ରବାର ରାତିରେ ପିଏସ୍ଏଲ୍ କ୍ଲବ କରାଚୀ କିଙ୍ଗ୍ସର ଜଣେ ଅଫିସିଆଲ ଡଗଆଉଟ୍ରେ ମୋବାଇଲ…
କୁକୁର ଖେଳିଲା କ୍ରିକେଟ
ନୂଆଦିଲ୍ଲୀ,୨୨।୨- କଥାରେ ଅଛି କୁକୁରମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେମାନେ ମଣିଷଙ୍କ କଥା ବୁଝି ପାରନ୍ତି। ଭେଟେରାନ ଅଭିନେତ୍ରୀ ସିମି ଗାରଓ୍ବୋଲ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ୪୪ ସେକେଣ୍ଡ ଲମ୍ବା ଭିଡିଓରେ ଜଣେ ବାଳିକାଙ୍କ ସହ କୁକୁର…
ସ୍ୟାଣ୍ଡ ପେପର ବିକିଲେ ପ୍ରଶଂସକ
ଜୋହାନ୍ସବର୍ଗ,୨୨।୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ବେଳେ ଦକ୍ଷିଣ ଆଫ୍ରିକାର କିଛି ପ୍ରଶଂସକ ଉତ୍ତେଜକ ବ୍ୟାନର ଦେଖାଇ ଡେଭିଡ୍ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍ଙ୍କୁ ସମାଲୋଚନା କରିଛନ୍ତି। ଉଲ୍ଲେଖଥାଉ କି, ଓ୍ବାର୍ନର ଓ ସ୍ମିଥ୍ ୨୦୧୮ରେ ଦକ୍ଷିଣ ଆଫ୍ରିକା…
ଏସିଆ ଏକାଦଶ ପାଇଁ ବିସିସିଆଇ ପଠାଇଲା ୪ ଖେଳାଳିଙ୍କ ନାମ
ନୂଆଦିଲ୍ଲୀ,୨୨।୨- ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି, ଓପନର ଶିଖର ଧାଓ୍ବନ, ପେସର ମହମ୍ମଦ ଶାମି ଓ ଚାଇନାମ୍ୟାନ କୁଲଦୀପ ଯାଦବ ରହିଛନ୍ତି।…
ଆଷ୍ଟୋନ ଆଗରଙ୍କ ହ୍ୟାଟ୍ରିକ; ଅଷ୍ଟ୍ରେଲିଆର ବୃହତ୍ ବିଜୟ
ଜୋହାନ୍ସବର୍ଗ,୨୨।୨- ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍ରେ ଆଷ୍ଟୋନ ଆଗର ହ୍ୟାଟ୍ରିକ ଉଇକେଟ ନେଇଛନ୍ତି। ଏଥିଯୋଗୁ ଅଷ୍ଟ୍ରେଲିଆ ୧୦୭ ରନ୍ର ବୃହତ୍ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ୫ ଉଇକେଟ ସଫଳତା ପାଇଥିବା…
ଓ୍ବେଲିଂଟନ ଟେଷ୍ଟ: ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଆଗୁଆ
ଓ୍ବେଲିଂଟନ,୨୨।୨- ସ୍ଥାନୀୟ ବସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୫/୧୨୨)ରୁ ବ୍ୟାଟିଂ ଆରମ୍ଭ କରି ବଳକା ୫ ଉଇକେଟରେ ୪୩ ରନ୍…

