ଖେଳ

ପାକିସ୍ତାନ ନାଗରିକତା ପାଇଁ ଆବେଦନ କଲେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ

କରାଚୀ,୨୧।୨- ପାକିସ୍ତାନ ସୁପର ଲିଗ୍‌ (ପିସିବି)ର ୫ମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଡିଫେଣ୍ଡିଂ ଚାମ୍ପିୟନ କୁଏଟା ଗ୍ଲାଡିଏଟର୍ସ ୩ ଉଇକେଟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ଜିତି ନେଇଛି। ପ୍ରଥମ ଥର ପାଇଁ ପୂରା ପିଏସ୍‌ଏଲ ପାକିସ୍ତାନରେ ଖେଳାଯାଉଛି। ଲିଗ୍‌ରେ ୩୬ ଜଣ…

ପ୍ରଜ୍ଞାନ ଓଝାଙ୍କ ଅବସର

ହାଇଦ୍ରାବାଦ,୨୧।୨(ପି.ଟି.)- ରାଜ୍ୟ ତଥା ଦେଶ ପାଇଁ ବହୁ ସଫଳତା ଆଣିଥିବା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ବାମହାତୀ ସ୍ପିନର ହାଇଦ୍ରାବାଦ୍‌ ପାଇଁ ଖେଳି ସୁନାମ ଅର୍ଜନ କରିବା ପରେ…

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି… ଫର୍ମୁଲା-୧ ସୁପରଷ୍ଟାର ଲୁଇସ୍‌ ହାମିଲଟନଙ୍କୁ ବିଶ୍ୱ କ୍ରୀଡ଼ା ଜଗତରେ…

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ଚଳିତ ଓ୍ବେଲିଂଟନ ଟେଷ୍ଟ ଟେଲରଙ୍କ କ୍ୟାରିୟରର ୧୦୦ତମ…

ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ଶେଷ

ଓ୍ବେଲିଂଟନ,୨୧।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବର୍ଷା ଓ ଖରାପ ପାଗ କାରଣରୁ ପୂରା ଦିନରେ ମାତ୍ର ୫୫ ଓଭର ଖେଳାଯାଇ ପାରିଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ…

ରେକର୍ଡ ଅପେକ୍ଷାରେ

୩ଟି ଫର୍ମାଟରେ ୧୦୦ ଲେଖାଏ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଏକ ବିରଳ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସେ ଏହି ମାଇଲଖୁଣ୍ଟ ସ୍ଥାପନ କରିବେ… ନ୍ୟୁଜିଲାଣ୍ଡର ସଙ୍କଟମୋଚକ ତଥା…

୩୩୨ ରନ୍‌ରେ ବେଙ୍ଗଲ ସୀମିତ

ଭୁବନେଶ୍ୱର,୨୧।୨- କଟକର ଟାଙ୍ଗିସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ କ୍ୱାର୍ଟର ଫାଇନାଲରେ ବେଙ୍ଗଲ ଦଳକୁ ଓଡ଼ିଆ ବୋଲରମାନେ ୩୩୨ ରନ୍‌ରେ ସୀମିତ ରଖିଛନ୍ତି। ଶୁକ୍ରବାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୬ରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ବେଙ୍ଗଲ ବଳକା…

ଓଡ଼ିଶାର ରଣଜୀ ଯାତ୍ରା

ଓଡ଼ିଶାର ରଣଜୀ ଅଭିଯାନ ବେଶ୍‌ ଉତ୍ସାହଜନକ ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଦମ୍‌ଦାର ପ୍ରଦର୍ଶନ କରି ଓଡ଼ିଶା କ୍ୱାର୍ଟର ଫାଇନାଲରେ ବେଙ୍ଗଲକୁ ଭେଟିଛି। ବେଙ୍ଗଲକୁ ହରାଇପାରିଲେ ଦୀର୍ଘ ୧୬ ବର୍ଷ ପରେ ଓଡ଼ିଶା ସେମିରେ ପ୍ରବେଶ କରିବ। କୋଚ୍‌ ରଶ୍ମିରଞ୍ଜନ ପରିଡାଙ୍କ ତତ୍ତ୍ୱାବଧାନରେ…

ଓ୍ବେଲିଂଟନରେ ବର୍ଷା: ଭାରତର ସ୍କୋର ୧୨୨/୫

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଓ୍ବେଲିଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଳକୁ କିଛି ସମୟ ପାଇଁ ରୋକାଯାଇଛି। ପ୍ରଥମେ ଟସ୍‌ ଜିତି ବୋଲିଂ…

ଏମିତି ରେକର୍ଡ କରିବାରେ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି

ୱେଲିଂଟନ,୨୧।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ତିନିଟି ଫର୍ମାଟ ଏକଦିବସୀୟ, ଟେଷ୍‌ ଏବଂ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଟସ୍‌ ହାରି ଭାରତର ପ୍ରଥମ ବ୍ୟାଟିଂ

ୱେଲିଂଟନ,୨୧।୧: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୱେଲିଂଟନର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ…

ଅଲିମ୍ପିକ ହକି ଚାମ୍ପିୟନ ଡାନ୍‌ସନ ବେନେଟ୍‌ଙ୍କ ଅବସର

ଲଣ୍ଡନ, ୨୧ା୨ (ଏଏଫ୍‌ପି)- ଗେଟ୍‌ ବ୍ରିଟେନ ମହିଳା ଫିଲ୍ଡ ହକି ଅଧିନାୟିକା ଆଲେକ୍ସ ଡାନସନ୍‌ ବେନେଟ୍‌ ଗୁରୁବାର ଖେଳୁ ତାଙ୍କ ଅବସର ଘୋଷଣା କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ବ୍ରିଟିଶ ଟିମ୍‌ର ଜଣେ ଅନ୍ୟତମ ସଦସ୍ୟା ଥିତ୍ଲେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?