ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି
ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି। ଏନେଇ ରାଞ୍ଚିସ୍ଥିତ ଆୟକର କାର୍ଯ୍ୟାଳୟର ମୁଖ୍ୟ ଆୟକର ଅଧିକାରୀ ଡି.ଏସ୍.ବେନୁପାନି ସୂଚନା ଦେଇଛନ୍ତି। ଧୋନୀ…
ପୁନେକୁ ଶୀର୍ଷକୁ ନେଲେ ସାଧବୀ
ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୫ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ୭ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ମୋଟ୍ ୧୪ ପଦକ ଜିତି…
ସୁଇମିଂରେ ରିଦ୍ଧିଙ୍କ ସଫଳତା
ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍ରା ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁସ୍ଥିତ କ୍ରିଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧି ଆଘାତ ସତ୍ତ୍ୱେ ଏଥିରୁ…
କ୍ରିତିକାଙ୍କ ଭଲିବଲରୁ ତୀରନ୍ଦାଜୀ ଯାତ୍ରା
ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରିବାର ୨ ବର୍ଷ ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର କ୍ରିତିକା ଶର୍ମା ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ କ୍ରିତିକା ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ…
ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶ୍ବୀ
କାଡପା (ଆନ୍ଧ୍ର ପ୍ରଦେଶ),୨୬ା୨-ସ୍ଥାନୀୟ କେଏସ୍ଆର୍ଏମ୍ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶ ବିପକ୍ଷ ୧୯ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ ଟ୍ରଫିର ଏକ ମ୍ୟାଚରେ ଚଣ୍ଡିଗଡ ଅଧିନାୟିକା କାଶ୍ବୀ ଗୌତମ ବିପକ୍ଷ ଦଳର ସମସ୍ତ ୧୦ଉଇକେଟ ଅକ୍ତିଆର କରି ରେକର୍ଡ ବୁକ୍ରେ…
ହକିରେ ଭାରତ ଏଥର ଅଲିମ୍ପିକ୍ ପଦକ ଜିତିବ: ଠାକୁର
ଭୁବନେଶ୍ୱର,୨୬।୨(ସ୍ପୋଟର୍ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା ଦେଶକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବ ବୋଲି ପୂର୍ବତନ ଭାରତୀୟ ହକି ଖେଳାଳି…
କରୋନାଭାଇରସ୍ ଆତଙ୍କ ଭାରତୀୟ ବକ୍ସର ଇଟାଲୀରେ ଟ୍ରେନିଂ ଜାରି ରଖିବେ
ନୂଆଦିଲ୍ଲୀ,୨୬।୨(ପି.ଟି.)- କରୋନାଭାଇରସ ଆତଙ୍କ ସତ୍ତ୍ୱେ ଇଟାଲୀର ଅସିସିରେ ଭାରତୀୟ ବକ୍ସର ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିବେ। ଆସନ୍ତାମାସରେ ଅଲିମ୍ପିକ୍ସ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କରୋନାଭାଇରସ ଆତଙ୍କ ପାଇଁ ଭାରତୀୟ ବକ୍ସରଙ୍କୁ ଇଟାଲୀ ଛାଡି ଚାଲିଯିବାର ବିକଳ୍ପ ଦିଆଯାଇଛି। ଭାଇରସ୍ର…
ଏସିଆ ଏକାଦଶରେ କୋହଲି, ପନ୍ତ, ସାମି
ଢାକା, ୨୬।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ଅବରସରେ ଆୟୋଜନ ହେବାକୁ ଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଦ୍ରୁତ ବୋଲର…
ବିଦେଶରେ ଟି୨୦ ଲିଗ୍ ଖେଳିବାକୁ ପ୍ରଜ୍ଞାନ ଆଗ୍ରହୀ
ନବି ମୁମ୍ବାଇ, ୨୫ା୨ (ପି.ଟି.)-ଭାରତର ପୂର୍ବତନ ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ବିଦେଶରେ ଟି୨୦ ଲିଗ୍ ଖେଳିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅନୁମତି ନେବେ ବୋଲି କହିଛନ୍ତି। ଓଝା ଗତ…
ଡେଭିସ୍ କପ୍ ଦଳରେ ସ୍ଥାନ ବଜାୟ ରଖିଲେ ପେସ୍
ନୂଆଦିଲ୍ଲୀ, ୨୫ା୨ (ପି.ଟି.)-କ୍ରୋଏସିଆ ବିପକ୍ଷ ଡେଭିସ୍ କପ୍ ମ୍ୟାଚ ପାଇଁ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ (ଆଇଟା) ସିଲେକ୍ସନ କମିଟି ୫ଜଣିଆ ପ୍ଲେଇଂ ସ୍କ୍ବାର୍ଡରେ ଭେଟେରାନ ଲିଆଣ୍ଡର ପେସ୍ଙ୍କୁ ସ୍ଥାନ ଦେଇଛି। ଡିଭିଜ ଶରନ…
ରଣ୍ଜୀ ଟ୍ରଫିରେ ପ୍ରଥମଥର ବ୍ୟବହାର ହେବ ଡିଆର୍ଏସ୍
ରାଜକୋଟ୍, ୨୫।୨ (ପି.ଟି.)- ଭାରତୀୟ ଘରୋଇ କ୍ରିକେଟ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତା ରଣ୍ଜୀ ଟ୍ରଫିରେ ପ୍ରଥମ ଥର ଲାଗି ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍ଏସ୍) ବ୍ୟବହାର କରାଯିବ। ଶନିବାରଠାରୁ ରଣ୍ଜୀ ଟ୍ରଫିର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେବ। ଘରୋଇ ସୌରାଷ୍ଟ୍ର…
ମାର୍ଚ୍ଚ ୨ରୁ ଟ୍ରେନିଂ ଆରମ୍ଭ କରିବେ ଧୋନୀ
ଚେନ୍ନାଇ, ୨୫।୨ (ପି.ଟି.)- ଦୀର୍ଘ ଦିନର ବ୍ୟବଧାନରେ ପଡ଼ିଆକୁ ଫେରିବେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ତ୍ରୟୋଦଶ ସଂସ୍କରଣ ଲାଗି ଧୋନୀ ତାଙ୍କ ଟ୍ରେନିଂ ଆରମ୍ଭ କରିବେ…

