ସ୍ବିତୋଲିନାଙ୍କୁ ଚକ୍ମା ଦେଲେ ଆନିସିମୋଭା
ଦୋହା, ୨୫।୨ (ଏଏଫ୍ପି)- ଏଠାରେ ଚାଲିଥିବା ଦୋହା ଡବ୍ଲ୍ୟୁଟିଏ ଓପନ୍ ଟେନିସ ପ୍ରତିଯୋଗିତାର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ମହିଳା…
ଏକମାତ୍ର ଟେଷ୍ଟରେ ବାଂଲାଦେଶ ବିଜୟୀ
ଢାକା, ୨୫।୨ (ଏଏଫ୍ପି)- ଅଫ୍-ସ୍ପିନର ନଇମ୍ ହାସାନଙ୍କ ୫ ଉଇକେଟ୍ ସଫଳତା ବଳରେ ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଘରୋଇ ବାଂଲାଦେଶ ଏକ ଇନିଂସ ଓ ୧୦୬ ରନର ବୃହତ୍ ବ୍ୟବଧାନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ସ୍ଥାନୀୟ ଶେର୍ ବାଂଲା…
ମୁସଫିକରଙ୍କ ଅପରାଜିତ ଦ୍ୱିଶତକ
ଢାକା, ୨୫ା୨ (ଏଏଫ୍ପି)-ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ମୁସ୍ଫିକର ରହିମ୍ ତାଙ୍କ ତୃତୀୟ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ବାଂଲାଦେଶ ଏହାର ପ୍ରଥମ ଇନିଂସ ୫୬୦/୬ରେ ଘୋଷଣା କରିବା ସହ ୨୯୫ରନ ପ୍ରଥମ…
ଆଇସିସି ମହିଳା ଟି୨୦ ବିଶ୍ୱକପ : ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ପର୍ଥ, ୨୫।୨- ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଛି। ଦ୍ରୁତ ହାରରେ ରନ ସଂଗ୍ରହ…
କୋମାଳିକାଙ୍କୁ ହରାଇଲେ ପ୍ରିୟଙ୍କା
ଭୁବନେଶ୍ୱର, ୨୫।୨ (ସ୍ପୋଟର୍ସ ବ୍ୟୁରୋ)- ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍ ଚାମ୍ପିୟନଶିପ୍ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ନିରାଶ ହେବାକୁ ପଡ଼ିଛି। ସୋମବାର ଏଠାରେ ଅନୁଷ୍ଠିତ ବାଳିକା ରିକର୍ଭ ତୀରନ୍ଦାଜୀ ଇଭେଣ୍ଟରେ ଝାଡ଼ଖଣ୍ଡର…
ସନ୍ତରଣରେ ଚମକିଲେ ଯମଜ ଭଗିନୀ
ଭୁବନେଶ୍ୱର, ୨୫।୨ (ସ୍ପୋଟର୍ସ ବ୍ୟୁରୋ)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦ୍ଘାଟନୀ ସଂସ୍କରଣ ଟୁଇନ୍ ସିଟିରେ ଚାଲିଥିବାବେଳେ ସନ୍ତରଣ ଇଭେଣ୍ଟର ପ୍ରଥମ ଦିବସରେ ଯମଜ ଭଗିନୀ ଜ୍ୟୋତି ଓ ଆରତି ପଟେଲଙ୍କ ଚମକ ଦେଖିବାକୁ ମିଳିଛି। ମୁମ୍ବାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ…
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା :ଚର୍ଚ୍ଚାରେ ୬ ଫୁଟ୍ ୯ ଇଞ୍ଚ ଉଚ୍ଚତାର ସହଜ୍
ଭୁବନେଶ୍ୱର, ୨୫।୨(ସ୍ପୋଟର୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ସୋମବାର ୪ର୍ଥ ଦିନରେ ପହଞ୍ଚତ୍ଛି। ପ୍ରତିଯାଗିତାରେ ଜୈନ ବିଶ୍ୱବିଦ୍ୟାଳୟ (କର୍ନାଟକ)ର ଉନ୍ନତ ପ୍ରଦର୍ଶନ ଧାରା ଜାରି ରହିଛି। ତେବେ ସେମାନଙ୍କ ସଫଳତା ଯେତିକି ଚର୍ଚ୍ଚାରେ ନାହିଁ…
ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ
କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି। ଘରୋଇ ପରିବେଶରେ ଓଡ଼ିଶା ସେମିରେ…
ରାଜ୍ୟଗୋଷ୍ଠୀ ଶୁଟିଂ, ଆର୍ଚେରୀ ଇଭେଣ୍ଟ ଭାରତରେ
ଲଣ୍ଡନ, ୨୪ା୨ (ପି.ଟି.)-୨୦୨୨ ଜାନୁୟାରୀରେ ଭାରତ ରାଜ୍ୟଗୋଷ୍ଠୀ ଶୁଟିଂ ଓ ଆର୍ଚେରୀ ଚାମ୍ପିୟନଶିପ୍ ଆୟୋଜନ କରିବ। ଏହି ଦୁଇଟି ଇଭେଣ୍ଟର ପଦକଗୁଡ଼ିକ ବର୍ମିଂହାମ ଗେମ୍ସର ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍) ଏହି ପ୍ରସ୍ତାବ ଗୃହୀତ ହୋଇଯାଇଛି।…
ହ୍ବାଟସଆପ ଗ୍ରୁପ୍ରେ ଜୋକୋଭିଚ୍, ନାଡାଲ, ଫେଡରର
ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ କୋର୍ଟ ବାହାରେ ଭଲ ବନ୍ଧୁ। ତିନି ଜଣଙ୍କ ଏକ ହ୍ବାଟସଆପ ଗ୍ରୁପ ମଧ୍ୟ ରହିଛି…
ଓଲଟା ବ୍ୟାଟ ଧରି ରନ୍ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ
କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ ବ୍ୟାଟ୍ସମ୍ୟାନ ରନଆଉଟ୍ରୁ ବଞ୍ଚତ୍ବା ଲାଗି ଦ୍ରୁତ ଗତିରେ ଦୌଡ଼ିବା ସହ ଆଉ ଏକ କାର୍ଯ୍ୟ…
ଆଇପିଏଲ ପୂର୍ବରୁ ଚମକିଲେ ଯଶସ୍ବୀ
ମୁମ୍ବାଇ,୨୪ା୨- ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଯଶସ୍ବୀ ଜୈସ୍ବାଲ ଭଲ ଫର୍ମ ଜାରି ରଖିଛନ୍ତି। ୨.୪ କୋଟି ଟଙ୍କାରେ ବିକ୍ରି ହୋଇଥିବା ଜସଶ୍ୱୀ ୧୯ ବର୍ଷରୁ କମ୍ ସି.କେ.ନାଇଡୁ ଟ୍ରଫିର କ୍ୱାର୍ଟର ଫାଇନାଲରେ ମାରାଥନ ଶତକୀୟ…

