ଟେନିସକୁ ଶାରାପୋଭାଙ୍କ ଗୁଡ୍ବାଏ
ପ୍ୟାରିସ, ୨୭।୨ (ଏଏଫ୍ପି)- ରୁଷୀୟ ଲଳନା ତଥା ବିଶ୍ୱ ଟେନିସ ଜଗତର ଗ୍ଲାମରର୍ସ ଗର୍ଲ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମାରିଆ ଶାରାପୋଭା ବୁଧବାର ଅବସର ଘୋଷଣା କରିଛନ୍ତି। ପାଞ୍ଚଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଶାରାପୋଭା ‘ଓ୍ବଗ୍ ଆଣ୍ଡ୍ ଭାନିଟୀ’ ମାଗାଜିନର…
ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ଖୁସି
ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- “ମୁଁ ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ ବ୍ୟଗ୍ର ଥିଲି। ମୁଁ ଏହା ପୂର୍ବରୁ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲି। ମୁଁ ପୂର୍ବରୁ ଏତେ ଓଜନ କେବେ ଟେକି ନ ଥିଲି।…
ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ଚାମ୍ପିୟନ
କଟକ ଅଫିସ,୨୭ା୨- ସ୍ଥାନୀୟ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ବୁଧବାର ଶେଷ ହୋଇଛି। ଏହି ଇଭେଣ୍ଟର ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ମହିଳା ବର୍ଗରେ ଜୈନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି।…
ପ୍ରମିଳାଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଛନ୍ତି ପ୍ରମିଳା କିର୍ସାନୀ। ସିନିୟର ମହିଳା ୫୫ କେଜି ଇଭେଣ୍ଟରେ ପ୍ରମିଳା ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ରେ ୭୧ ଓ…
ପଦକ ଖାତା ଖୋଲିଲା ଓଡ଼ିଶା: କିଟ୍କୁ ୩ ପଦକ, ବ୍ରହ୍ମପୁରକୁ ୧
ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍ ପ୍ରତିଯୋଗୀ। ଏଥିସହିତ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଞ୍ଜିତ ନାୟକ…
ଅଲିମ୍ପିକରେ ପଦକ ଜିତିବା ଲକ୍ଷ୍ୟ: ପାର୍ଥନା
ଭୁବନେଶ୍ୱର, ୨୭।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ବୁଧବାର ପଞ୍ଜାବର ତୀରନ୍ଦାଜ ପାର୍ଥନା ସୋଲାଙ୍କି ରୌପ୍ୟ ପଦକ ଜିତିଛନ୍ତି। ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ପାର୍ଥନା ଫାଇନାଲରେ ଅଳ୍ପକେ ପରାଜୟବରଣ କରିଥିଲେ। ଫାଇନାଲରେ ପାର୍ଥନାଙ୍କ ମୁକାବିଲା…
ରଣଜୀତଙ୍କୁ ୧ ସ୍ବର୍ଣ୍ଣ, ୧ ରୌପ୍ୟ: କିଟ୍କୁ ୩ ପଦକ
ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି): ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍ ପ୍ରତିଯୋଗୀ। ଏଥିସହିତ କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଣଜୀତ ନାୟକ…
ଆଇସିସି ମହିଳା ଟି୨୦ ବିଶ୍ୱକପ୍: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ
ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ…
ଅଷ୍ଟ୍ରେଲିଆ ଦିନିକିଆ ଦଳରେ ରିଚାର୍ଡଶନ ସାମିଲ
ସିଡ୍ନୀ, ୨୬।୨ (ଏଏଫ୍ପି)- ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ଲାଗି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳରେ ଦ୍ରୁତ ବୋଲର ଝେ ରିଚାର୍ଡଶନଙ୍କୁ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜ ଶନିବାରଠାରୁ କେପ୍…
ମେକ୍ସିକୋ ଓପନ୍: ନାଡାଲଙ୍କ ସହଜ ବିଜୟ
ଆକାପୁଲକୋ (ମେକ୍ସିକୋ), ୨୬।୨ (ଏଏଫ୍ପି)- ସ୍ପାନିଶ ତାରକା ରାଫାଲ ନାଡାଲ ଏଠାରେ ଅନୁଷ୍ଠିତ ମେକ୍ସିକୋ ଓପନ୍ରେ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୩୩ ବର୍ଷୀୟ ନାଡାଲ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍ରେ ୬-୩, ୬-୨ ସିଧାସଳଖ ସେଟ୍ରେ ପାବଲୋ ଆଣ୍ଡୁଜାରଙ୍କୁ…
ଶୀର୍ଷ ସ୍ଥାନ ହରାଇଲେ କୋହଲି
ଦୁବାଇ, ୨୬।୨ (ପି.ଟି.)- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଗାତର ଖରାପ ବ୍ୟାଟିଂର ପ୍ରଭାବ ଆଇସିସି ର଼୍ୟାଙ୍କିଙ୍ଗ୍ରେ ପଡ଼ିଛି। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ର ବ୍ୟାଟିଂ ତାଲିକାରେ କୋହଲି ଶୀର୍ଷ ସ୍ଥାନ ହରାଇଛନ୍ତି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ…
ଆଇସିସି ମହିଳା ଟି୨୦ ବିଶ୍ୱକପ୍: ଇଂଲଣ୍ଡକୁ ବୃହତ୍ ବିଜୟ ଦେଲେ ନାଇଟ୍
କାନ୍ବେରା, ୨୬।୨ (ପି.ଟି.)- ଅଧିନାୟିକା ହେଥର୍ ନାଇଟ୍ଙ୍କ ପ୍ରଥମ ଟି୨୦ ଶତକ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଆଇସିସି ମହିଳା ଟି୨୦ କ୍ରିକେଟ୍ର ଏକ ମ୍ୟାଚ୍ରେ ୯୮ ରନରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ…

