ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ହ୍ରାସ ହେବ
ମୁମ୍ବାଇ,୧୫।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ନେଇ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ୮ଟି ଦଳ ତଥା ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଛି।…
ଇଣ୍ଡିଆନ ସୁପର ଲିଗ୍: ଏଟିକେକୁ ତୃତୀୟ ଟାଇଟଲ
ମାରଗାଓ, ୧୨।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଏଥର ଏଟିକେ ଏଫ୍ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଦେଶର ଏହି ସର୍ବବୃହତ ଫୁଟବଲ୍ ଲିଗ୍ର ଷଷ୍ଠ ସଂସ୍କରଣରେ ଏଟିକେ ପ୍ରତିପକ୍ଷ ଚେନ୍ନାଇନ ଏଫ୍ସିକୁ ପରାସ୍ତ କରି ବାଜି ମାରିଛି।…
ଟୋକିଓ ଅଲିମ୍ପିକ୍ସ ଯଥା ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ
ଟୋକିଓ,୧୪ା୩ (ଏଏଫ୍ପି): ସମଗ୍ର ବିଶ୍ୱରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଥିବାରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଶନିବାର ଏହା ଦୃଢତାର ସହିତ କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ। କରୋନା ଭାଇରସ ଦ୍ୱାରା ଇତିମଧ୍ୟରେ…
ଲୁକା କିଲିଆନ କରୋନା ଭାଇରସ୍ରେ ଆକ୍ରାନ୍ତ
ବର୍ଲିନ,୧୪ା୩ (ଏଏଫ୍ପି): ବୁଣ୍ଡେସଲିଗା ଟିମ୍ ପ୍ୟାଡରବର୍ନର ଲୁକା କିଲିଆନ ନାମକ ୨୦ ବର୍ଷୀୟ ଖେଳାଳି କରୋନା ଭାଇରସ୍ ଦ୍ୱାରା ଫୀଡ଼ିତ ହୋଇଛନ୍ତି। ଫଳରେ ତାଙ୍କ ଫୁଟ୍ବଲ ଦଳର ସମସ୍ତଙ୍କ ସମେତ ୪୫ଜଣଙ୍କୁ ଏବେ ପୃଥକ୍ ସ୍ଥାନରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ୨୦ବର୍ଷୀୟ କିଲିଆନ…
ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା
ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟଙ୍କୁ ସେଠାରେ ପୋଲିସ ଗିରଫ କରି ଜେଲକୁ ପଠାଇଛି। ତାଙ୍କୁ ସାହାଯ୍ୟ…
ଘରୋଇ ମ୍ୟାଚ୍କୁ ସ୍ଥଗିତ କଲା ବିସିସିଆଇ
ମୁମ୍ବାଇ,୧୪।୩(ପି.ଟି.)- ଚଳିତ ଘରୋଇ ସିଜିନର ବଳକା ମ୍ୟାଚ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସ୍ଥଗିତ ରଖିଛି। ଏଥିରେ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ହେବାକୁ ଥିବା ଇରାନୀ କପ୍ ମଧ୍ୟ ରହିଛି।…
ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା
ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍ ପରେ ସେ ତଣ୍ଟି ଦରଜ ହେଉଥିବା ମେଡିକାଲ ଟିମ୍କୁ ଜଣାଇଥିଲେ। ଏଥିଯୋଗୁ ତାଙ୍କୁ ୨୪ ଘଣ୍ଟା ପାଇଁ ଦଳୀୟ ହୋଟେଲରେ ଅଲଗା…
ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ହକି ପ୍ରୋ ଲିଗ୍ ସ୍ଥଗିତ
ଲୌସାନେ,୧୪।୩(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ଶନିବାର ଚଳିତ ପ୍ରୋ ଲିଗ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ (ଡବ୍ଲଏଚ୍ଓ), ବିଭିନ୍ନ ଦେଶର ସରକାର ଓ ସ୍ଥାନୀୟ ଆୟୋଜକ କମିଟିର…
ଜେଲ୍ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ
କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍ ପାସ୍ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ ପ୍ରଶଂସକଙ୍କୁ ଜଣା ଥିବ। ତାଙ୍କ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ଟ୍ରଫି ସାମିଲ ହୋଇପାରେ।…
ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍ ପଡ଼ିଲେ ମଞ୍ଜରେକର
ମୁମ୍ବାଇ,୧୪।୩- କରୋନା ଭାଇରସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ଓ ଭାରତ- ଦକ୍ଷିଣ ଆଫ୍ରିକା ସିରିଜ୍ ବାତିଲ ହୋଇଥିବା ବେଳେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରତି କାହାରି ଧ୍ୟାନ ଆକର୍ଷିତ କରିନାହିଁ। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କୁ…
ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ ଇରାନି କପ୍
ମୁମ୍ବାଇ,୧୪।୩- କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍କୁ ବାତିଲ କରି ଦେଇଛି ବିସିସିଆଇ। ହେଲେ ରଣଜୀ ଚାମ୍ପିୟନ ଓ ଅବଶିଷ୍ଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରାନୀ କପ୍ ଖେଳାଯିବ…
କରୋନାର ମଜାକ ଉଡ଼ାଇଥିବା ଏନ୍ବିଏ ଖେଳାଳିଙ୍କ ରିପୋର୍ଟ ପଜେଟିଭ
କରୋନା ଭାଇରସ କେତେ ସାଙ୍ଘାତିକ, ତାହା ପୂରା ବିଶ୍ୱ ଦେଖିସାରିଲାଣି। ୧୪୫ ଦେଶରେ ରୋଗୀ ଚିହ୍ନଟ ହୋଇଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଲାଣି। ଏଭଳି ପରିସ୍ଥିତି ସତ୍ତ୍ୱେ ଜଣେ ଏନ୍ବିଏ (ବାସ୍କେଟବଲ) ଖେଳାଳି ରୁଡି ଗବର୍ଟ କରୋନା…

