ଖେଳ

ଅର୍ଜୁନ ପୁରସ୍କାର ବିଜେତା ମାଇକେଲଙ୍କ କ୍ଷୋଭ

ରାଉରକେଲା ଅଫିସ,୧୫ା୩: ୧୯୭୫ ମାର୍ଚ୍ଚ ୧୫। ସେଦିନ ମାଲେସିଆର କ୍ୱାଲାଲମ୍ପୁରଠାରେ ଆୟୋଜିତ ବିଶ୍ୱ କପ୍‌ ହକିରେ ପାକିସ୍ଥାନକୁ ଭାରତ ୨-୧ ଗୋଲରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଥିଲା। ଏଥିରେ ରାଉରକେଲାର ମାଇକେଲ କିଣ୍ଡୋ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରି…

ଜର୍ମାନୀରେ ଫସିଲେ ବିଶ୍ୱ ଚାମ୍ପିୟନ ଚେସ ଖେଳାଳି ବିଶ୍ୱନାଥନ

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ପ୍ରକୋପ ଯୋଗୁ ବିଶ୍ୱର ସମସ୍ତ କ୍ରୀଡ଼ା ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଚେସ୍‌ କ୍ରୀଡ଼ା ମଧ୍ୟ ବର୍ତ୍ତି ପାରିନାହିଁ। ବୁଣ୍ଡେସଲିଗା ଚେସ ଲିଗ୍‌ ବାତିଲ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଜର୍ମାନୀ ଯାଇଥିବା ପାଞ୍ଚ…

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୧୬।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଠିକ୍‌ ୮ ବର୍ଷ ପୂର୍ବେ ଇତିହାସ ରଚିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ। ୧୬ ମାର୍ଚ୍ଚ ୨୦୧୨ରେ ଏସିଆ କପ୍‌ବେଳେ ସଚିନ ବାଂଲାଦେଶ ବିପକ୍ଷରେ ୧୧୪ ରନ୍‌ର…

ନିଜର ସମସ୍ତ ହୋଟେଲକୁ ମେଡିକାଲରେ ବଦଳିବେ ରୋନାଲ୍ଡୋ

ଲିସବନ,୧୬।୩- ବିଶ୍ୱକୁ ଘାରି ଥିବା କରୋନା ଭାଇରସ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିଜର ସମସ୍ତ ହୋଟେଲକୁ ମେଡିକାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋନାଲ୍ଡୋ। ସେଥିରେ କରୋନା ଅକ୍ରାନ୍ତଙ୍କ ଚିକିତ୍ସା କରାଯିବ। ମାଗଣାରେ…

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ ଅଧ୍ୟାୟ। ୧୯୭୫ରେ ବିଶ୍ୱକପ୍‌ ଚାମ୍ପିୟନ ହେବା ପୂର୍ବରୁ ଭାରତକୁ ୧୯୭୩ ସଂସ୍କରଣର ଫାଇନାଲରେ ହୃଦୟବିଦାରକ…

ଦଶନ୍ଧି ପରେ ଶରଥଙ୍କୁ ଟାଇଟଲ

ମସ୍କଟ, ୧୬ା୩ (ପି.ଟି.)-ଭାରତର ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରଥ କମଲ ଏକ ଦଶନ୍ଧି ପରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଠାରେ ଚାଲିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର ପ୍ଲସ୍‌ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ପର୍ତ୍ତୁଗାଲରେ…

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଭାରତରେ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ବନ୍ଦ ରହିଥିବାରୁ…

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଏକ୍ସେଲସେନ୍‌, ତାଇ ଜୁଙ୍କୁ ଟାଇଟଲ

ବର୍ମିଂହାମ୍‌,୧୬ା୩ (ପି.ଟି.)-ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍‌ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ ପୁଣିଥରେ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ପୂର୍ବତନ…

ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ

ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ ହୋଇଯାଇଛି। ୨୮ ବର୍ଷୀୟ ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ…

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ କରିଛନ୍ତି। ଇଟାଲୀରେ ଏବେ କରୋନା ଭାଇରସ୍‌ର ସ୍ଥିତି ଅତ୍ୟନ୍ତ ଭୟଙ୍କର। ଏକ ହଜାରରୁ ଊର୍ଦ୍ଧ୍ୱ…

ଭାରତୀୟ ପରମ୍ପରାରେ ନିର୍ବନ୍ଧ କଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୩- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ବଂଶଦ୍ଭୋବ ମହିଳା ବାନ୍ଧବୀ ବିନି ରମଣଙ୍କ ସହ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି। ଦୁହିଙ୍କ ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି। ଫଟୋରେ ଦୁହେଁ ଭାରତୀୟ ପାରମ୍ପରିକ ପୋଷାକ…

ପ୍ରଥମ ଥର ପିଏସ୍‌ଏଲ ଫାଇନାଲରେ ଲାହୋର

ଲାହୋର,୧୬।୩(ଏପି)- କ୍ରିସ୍‌ ଲିନ୍‌ଙ୍କ ୫୨ ବଲରେ ବିସ୍ଫୋରକ ଶତକ ଯୋଗୁ ଲାହୋର କ୍ୱାଲାଣ୍ଡର୍ସ ପ୍ରଥମ ଥର ପାଇଁ ପିଏସ୍‌ଏଲ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପଏଣ୍ଟ ଟେବୁଲ ଟପ୍ପର ମୁଲତାନ ସୁଲତାନକୁ ୯ ଉଇକେଟରେ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?