ଅଲିମ୍ପିକ୍ସ ଯୋଗ୍ୟତା ହାସଲ ବର୍ତ୍ତମାନ ପାଇଁ ସସ୍ପେଣ୍ଡ
ଲଣ୍ଡନ, ୮ା୪ (ପି.ଟି.)-କୋଭିଡ୍-୧୯ ସଂକ୍ରମଣ ଆଶଙ୍କାରେ ଓ୍ବାଲର୍ଡ ଆଥଲେଟିକ୍ସ ମଙ୍ଗଳବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ସମୟସୀମାକୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ଆଥଲେଟିକ୍ସ କମିଶନ, ଏରିଆ ପ୍ରେସିଡେଣ୍ଟ୍ସ ଆଣ୍ଡ୍ କାଉନ୍ସିଲ ସହିତ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।…
ଶ୍ୱାସ ଉପକରଣ ପ୍ରସ୍ତୁତ କରିବ ମର୍ସିଡିଜ୍ ଟିମ୍
ଲଣ୍ଡନ, ୮ା୪ (ଏଏଫ୍ପି)- କରୋନା ଭାଇରସ୍ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛି ଫର୍ମୁଲାଓ୍ବାନ ଟିମ୍ ମର୍ସିଡିଜ୍। ଆସନ୍ତା ସପ୍ତାହରୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ପାଇଁ ଶ୍ୱାସ ଉପକରଣ ଯୋଗାଇ ଦେବ। ଏହି ଉପକରଣଟିକୁ ଦି କଣ୍ଟିନ୍ୟୁଅସ୍ ପଜିଟିଭ…
ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍ ଖେଳାଯାଇପାରିବ : ହରଭଜନ
ମୁମ୍ବାଇ, ୮।୪ (ପି.ଟି.): କୋଭିଡ୍-୧୯ ସଂକ୍ରମଣ କାରଣରୁ ଦେଶ ତଥା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ୍ କିମ୍ବା ସ୍ଥଗିତ ରଖାଯାଇଥିବା ବେଳେ ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଇଣ୍ଡିଆନ…
ୟୁଏନ୍- ଡବ୍ଲ୍ୟୁଏଚ୍ଓ ଅଭିଯାନରେ ଯୋଗଦେବେ ମୋହନ ବାଗାନ, ଇଷ୍ଟବେଙ୍ଗଲ
ନ୍ୟୁୟର୍କ, ୮।୪(ପି.ଟି.)- କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଲୋକମାନଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ ଆହ୍ବାନ ଦିଆଯାଉଛି। ୟୁନାଇଟେଡ ନେଶନ (ୟୁଏନ୍) ବା ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କରୋନା ଭାଇରସ ମୁକାବିଲା ପାଇଁ ଲୋକମାନଙ୍କୁ…
କୋହଲିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି: କ୍ଲାର୍କ
ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ କୋହଲିଙ୍କୁ ଡରୁଥିଲେ। କାରଣର ସେମାନଙ୍କର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଚୁକ୍ତି ନେଇ ଭୟ…
ଅଲିମ୍ପିକ୍ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ
ଟୋକିଓ, ୭।୪ (ପି.ଟି.)- କୋଭିଡ୍-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ ଅଲିମ୍ପିକ୍ସ ଜ୍ୟୋତି ପ୍ରଦର୍ଶନକୁ ଜାପାନ ବାତିଲ କରିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ…
ଟେବୁଲ ଟେନିସ ବିଶ୍ୱ ଚାମ୍ପିୟନଶିପ୍: ନୂଆ ତାରିଖ ଘୋଷଣା କଲା ଆଇଟିଟିଏଫ୍
ଲାଉସାନେ, ୭।୪(ପି.ଟି.): ଟେବୁଲ ଟେନିସ (ଟିଟି) ବିଶ୍ୱ ଚାମ୍ପିୟନଶିପ୍ର ନୂଆ ତାରିଖ ଘୋଷଣା ହୋଇଛି। ବିଶ୍ୱ ଟିଟିର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍) ମଙ୍ଗଳବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ପ୍ରଥମେ ଏହି…
କରୋନା ଭାଇରସ ଲଢେଇ: ଗାଭାସ୍କର ଦେଲେ ୫୯ ଲକ୍ଷ ଟଙ୍କା, ପୂଜାରା, କାଶ୍ୟପ୍ ମଧ୍ୟ ଦାନ କଲେ
ନୂଆଦିଲ୍ଲୀ,୭।୪(ପି.ଟି.)- କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ ୫୯ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଦାତା ତାଲିକାରେ ସାମିଲ ହୋଇଛନ୍ତି। ତେବେ ପୂଜାରା କେତେ ପରିମାଣ…
ଫୁଟ୍ବଲ ଟିମ୍ ଡାକ୍ତରଙ୍କ ଆତ୍ମହତ୍ୟା
ପ୍ୟାରିସ, ୭ା୪ (ଏପି)-କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବାପରେ ଫ୍ରେଞ୍ଚ୍ ଫୁଟ୍ବଲ କ୍ଲବ ରିମ୍ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ମେୟର ଆର୍ନଡ ରୋବିନେଟ୍ ଲି’ ପ୍ୟାରିସିନ୍ ଏହି ସୂଚନା ଦେଇଛନ୍ତି। ଡାକ୍ତର ବର୍ନାଡୋ ଗୋଞ୍ଜାଲେଜ୍ ୧୪ ଦିନିିଆ ଆଇସୋଲେଶନରେ…
ଜୁଲାଇ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ସସ୍ପେଣ୍ଡ କଲା ବିଡବ୍ଲ୍ୟୁଏଫ୍
ନୂଆଦିଲ୍ଲୀ, ୭ା୪ (ପି.ଟି.)-କୋଭିଡ୍-୧୯ ମହାମାରୀ ପାଇଁ ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ଆସନ୍ତା ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଏହାର ସମସ୍ତ ଟୁର୍ନାମେଣ୍ଟକୁ ସସ୍ପେଣ୍ଡ କରିଛି। ଏଥିରେ ଏଚ୍ଏସ୍ବିସି ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍, ବିଡବ୍ଲ୍ୟୁଏଫ୍ ଟୁର୍ ଏବଂ ଅନ୍ୟ ବିଡବ୍ଲ୍ୟୁଏଫ୍ ସ୍ବୀକୃତିପ୍ରାପ୍ତ…
ବେୟର୍ନ ମ୍ୟୁନିକ୍ର ଟ୍ରେନିଂ ଆରମ୍ଭ
ବର୍ଲିନ, ୭ା୪ (ଏଏଫ୍ପି)- ବୁଣ୍ଡେସ୍ଲିଗାର ଅନ୍ୟତମ ଅଗ୍ରଣୀ ଫୁଟ୍ବଲ ଟିମ୍ ବେୟର୍ନ ମ୍ୟୁନିକ୍ ସୋମବାରଠାରୁ ଏହାର ଟ୍ରେନିଂ କାର୍ଯ୍ୟ ଆରମ୍ଭ କରିଛି। କରୋନା ଭାଇରସ୍ ପାଇଁ ଜର୍ମାନ ଲିଗ୍ ସସ୍ପେଣ୍ଡ ହେବା ପରେ ଖେଳାଳିମାନଙ୍କ ଟ୍ରେନିଂ ବନ୍ଦ ରଖାଯାଇଲା। ଫୁଟ୍ବଲରମାନେ ଛୋଟ…
ହାଇଜମ୍ପର ଝାଙ୍ଗ୍ଙ୍କ ଆକସ୍ମିକ ଅବସର ଘୋଷଣା
ସାଂଘାଇ, ୭ା୪ (ଏ.ଏଫ୍.ପି)- ବିଶ୍ୱର ବିଶିଷ୍ଟ ହାଇଜମ୍ପର ଚାଇନାର ଝାଙ୍ଗ୍ ଗୁଓଇଙ୍କୁ ଆକସ୍ମିକ ଅବସର ନିଷ୍ପତ୍ତି ତାଙ୍କ ସମର୍ଥକମାନଙ୍କୁ ବିସ୍ମିତ କରିଛି। ୨୦୧୫ରେ ବେଜିଂରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ରେ ରୌପ୍ୟ ବିଜୟୀ ଝାଙ୍ଗ୍ଙ୍କ ବୟସ ହେଉଛି ମାତ୍ର ୨୮ବର୍ଷ। ସେ ୨୦୧୨…

