ଖେଳ

ଲକ୍‌ଡାଉନ୍‌ରେ ନିଜକୁ କେମିତି ରଖିବେ ଫିଟ୍‌: ସଚିନ୍‌ ଦେଲେ ମନ୍ତ୍ର

ଲକ୍‌ଡାଉନ୍‌ ଯୋଗୁ ଏବେ ପ୍ରାୟ ଲୋକ ଘରେ ରହୁଛନ୍ତି। ମର୍ନିଂ ଓ୍ବାର୍କ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏସବୁ ଭିତରେ ମାମଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଶରୀରକୁ ଫିଟ୍‌ ରଖିବାର ମନ୍ତ୍ର ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି...

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି...

ଧୋନୀଙ୍କ ଟ୍ରାକ୍ଟର କିଣାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଆଠ ଲକ୍ଷ ଟଙ୍କା ଦେଇ ଟ୍ରାକ୍ଟର କିଣିଛନ୍ତି। ଏହାକୁ ନେଇ ଏକ ଟୁଇଟ୍‌ କରିଛନ୍ତି ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା। ସେ କହିଛନ୍ତି, ମୁଁ ସବୁବେଳେ ଭାବିଥିଲି ଯେ...

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ...

ଭାଇରସ୍‌ କର୍ଫ୍ୟୁ ଉଲ୍ଲଂଘନ: ଖେଳାଳିଙ୍କୁ ୬ମାସ ସସ୍‌ପେଣ୍ଡ

ବେଜିଂ, ୮ା୬ (ଏପି.): କରୋନାଭାଇରସ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ (ସିଏଫ୍‌ଏ) ୧୯ବର୍ଷରୁ କମ୍‌ ଜାତୀୟ ଦଳର ୬ ଜଣ ଖେଳାଳିଙ୍କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଛି। ଅଭିଯୁକ୍ତ ଖେଳାଳିମାନେ ମଧ୍ୟରାତ୍ରରେ ମଦ୍ୟପାନ...

ମହାନ କ୍ରିକେଟର ହେବାକୁ ଚାହାଁନ୍ତି ଥୋମାସ୍‌

କିଙ୍ଗଷ୍ଟନ, ୮ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜର ସ୍ବଳ୍ପ ବୟସ୍କ ପେସ୍‌ ବୋଲର ଓଶାନେ ଥୋମାସ୍‌ ଉଚ୍ଚ ଅଭିଳାଷ ରଖିଛନ୍ତି। ସେ ଜଣେ ମହାନ କ୍ରିକେଟର ହେବାକୁ ଚାହାଁନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ୨୫ ଜଣିଆ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳରେ ଜଣେ...

ଖାଲି ଷ୍ଟାଡିୟମ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ

ଲଣ୍ଡନ, ୮ା୬ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଅନ୍ତର୍ଜାତୀୟ କ୍ରିକେଟ ଖାଲି ଷ୍ଟାଡିୟମରେ ଖେଳାଯାଏ ତେବେ ଏହା ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ ଫାଷ୍ଟ ବୋଲର ଡାରେନ...

ମୁମ୍ବାଇ ବିମାନବନ୍ଦରରେ ୭୪ ଦିନ ରହିଲେ ଘାନା ଫୁଟବଲର

ମୁମ୍ବାଇ, ୮।୬ : ଘାନାର ଜାତୀୟ ଫୁଟବଲ ଖେଳାଳି ର଼୍ୟାଣ୍ଡି ଜୁଆନ ମୁଲେର ଲକ୍‌ଡାଉନ୍‌ କାରଣରୁ ୭୪ ଦିନ ମୁମ୍ବାଇ ବିମାନବନ୍ଦରରେ ଫସି ରହିଥିବା ଘଟଣା ପଦାକୁ ଆସିଛି। ତାଙ୍କୁ ଏବେ ଏକ ହୋଲେଟକୁ ନିଆଯାଇଛି। କେରଳର ଏକ କ୍ଲବରୁ...

ଫିଦରଓ୍ବେଟ୍‌ ବେଲ୍ଟ ବଜାୟ ରଖିଲେ ଆମଣ୍ଡା ନନ୍ସ

ଲାସ ଭେଗାସ, ୮।୬: ବ୍ରାଜିଲର ମହିଳା ମିକ୍ସଡ ମାର୍ଶାଲ ଆଟର୍‌ସ ଫାଇଟର ଆମଣ୍ଡା ନନ୍ସ ପ୍ରଥମ ୟୁଏଫସି(ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌) ଫାଇଟର ଭାବେ ଫିଦରଓ୍ବେଟ୍‌ ଚାମ୍ପିୟନଶିପ୍‌ ବେଲ୍ଟ ବଜାୟ ରଖିଛନ୍ତି। ଶନିବାର ରାତିରେ ଅନୁଷ୍ଠିତ ୟୁଏଫ୍‌ସି ୨୫୦ ଲଢ଼େଇରେ ପ୍ରତିଦ୍ୱନ୍ଦ୍ୱୀ...

୨୦ ହଜାରୁ ଅଧିକ ରନ୍‌, ୧୦୦୦ରୁ ଅଧିକ ଉଇକେଟ୍‌, ଏବେ ଚଲାଉଛନ୍ତି ଟ୍ରକ୍‌

ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ନ୍ୟୁଜିଲାଣ୍ଡକ ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତାଇଥିବା ପୂର୍ବତନ ଖେଳାଳି କ୍ରିସ୍‌ କ୍ରେନ୍ସ ଏବେ ଟ୍ରକ୍‌ ଚଲାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅବସର ପରେ କ୍ରିସ କେନର୍‌ସ ମ୍ୟାଚ ଫିକ୍ସିଂ ଭଳି ଗୁରୁତର ଅଭିଯୋଗର...

ପଡିଆରେ କାହିଁକି କାନ୍ଦିଥିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଲକ୍‌ଡାଉନରେ ରୋହିତ୍‌ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କ୍ରିକେଟ ପଡିଆରେ ପୁରୁଣା ଦିନର ସ୍ମୁତିକୁ ସେ ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରୁଛନ୍ତି। ରୋହିତଙ୍କ ବ୍ୟାଟିଂ ଦେଖିବାକୁ ସ୍ତ୍ରୀ ରିତିକା ପ୍ରାୟ ସବୁମ୍ୟାଚରେ ଉପସ୍ଥିତ ଥାନ୍ତି। ମୋହାଲିଠାରେ ରୋହିତ...

ଟ୍ରେନିଂ ଆରମ୍ଭ କଲେ ଆଫଗାନ୍‌ କ୍ରିକେଟର

କାବୁଲ,୭।୬(ପି.ଟି.): ଆଫ୍‌ଗାନିସ୍ତାନର କେତେଜଣ ତାରକା କ୍ରିକେଟର ଟ୍ରେନିଂ ତଥା ଅଭ୍ୟାସ ଆରମ୍ଭ କରିଛନ୍ତି। ସ୍ଥାନୀୟ କାବୁଲ କ୍ରିକେଟ ଷ୍ଟାଡିୟମରେ ରସିଦ ଖାନ୍‌, ମହମ୍ମଦ ନବିଙ୍କ ସମେତ ଆଉ କେତେଜଣ କ୍ରିକେଟର ଅଭ୍ୟାସ କରିଛନ୍ତି ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri