ଖେଳ

ଭାରତ କବ୍ଜାରେ ବକ୍ସିଂ ଡେ’ ଟେଷ୍ଟ

ମେଲବୋର୍ନ,୨୮।୧୨: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଭାରତ କବ୍ଜାରେ ରହିଛି। ଟେଷ୍ଟର ତୃତୀୟ ଦିନରେ ଭାରତ ୧୩୧ ରନର ଅଗ୍ରଣୀ ନେଇ ୩୨୬ ରନ୍‌ରେ ଆଉଟ ହୋଇଥିଲା। ତା’ପରେ ଦ୍ୱିତୀୟ ଇନିଂସରେ କଙ୍ଗାରୁ ଦଳ…

ପାକିସ୍ତାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଅଶ୍ୱିନ

ମେଲବୋର୍ନ,୨୮।୧୨: ମେଲବୋନର୍ର୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଭଲ ପ୍ରଦର୍ଶନ କରି ଭାରତ ମ୍ୟାଚରେ ମଜଭୁତ ସ୍ଥିତିରେ ଅଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଅନେକ ହାସଲ ରେକର୍ଡ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ…

ଭାରତୀୟ ଦଳ ପାଇଁ ଖରାପ ଖବର

ମେଲବୋର୍ନ,୨୮।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ସ୍ଥିତି ମଜଭୁତ ରହିଛି। ପ୍ରଥମ ଇନିଂଶରେ ୧୩୧ ରନ୍‌ର ଅଗ୍ରଣୀ ହାସଲ ପରେ ଦ୍ୱିତୀୟ ଇନିଂଶରେ ଭାରତୀୟ ବୋଲ୍‌ର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ଭାରୀ ପଡିଛନ୍ତି। ସେପଟେ ଭାରତୀୟ ପାଇଁ ଏକ ଖରାପ ଖବର…

ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡାଇ ଆଣିପାରନ୍ତି ଏହି ୨ ଖେଳାଳି

ମେଲବୋର୍ନ,୨୮।୧୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସିରିଜ୍‌କୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୧୦୪ ରନ୍‌ର ଭାଗିଦାରୀ ବଳରେ…

୧୯୮୫-୮୬ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଏମିତି କାରନାମା କଲା ଭାରତ

ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଛି। ବକ୍ସିଂ ଡେ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩୧ ରନ ଅଗ୍ରଣୀ ହାସଲ କରିଥିଲା।…

ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଅଜିଙ୍କେ ରାହାନେ

ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କେ ରାହାଣେ ୧୧୨ ରନ୍‌ରେ ଆଉଟ୍‌ ହୋଇଥିଲେ। ସାଥୀ ରବିନ୍ଦ୍ର ଜାଡେଜାଙ୍କ ଭୁଲ ଦ୍ୱାରା ରାହାନେ ଆଉଟ…

ବକ୍ସିଂ ଡେ’ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୩୨୬ ରନ କରି ଅଲଆଉଟ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍‌ରେ…

ଟେଷ୍ଟ କ୍ୟାରିୟର୍‌ ପ୍ରଥମଥର ପାଇଁ ଏମିତି ଅବସ୍ଥା ଭୋଗିଲେ ଅଜିଙ୍କେ ରାହାନେ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୧୨୨ ରନ୍‌ରେ ରନ୍‌ଆଉଟ୍‌ ହୋଇଛନ୍ତି। ଉଇକେଟ କିପର ଟିମ ପେନ୍‌ ଏବଂ ମାର୍ନସ ଲାବୁସାଗ୍ନେ ରାହାନେଙ୍କୁ…

ନମିତାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ମହିଳା ହକି ତାରକା ନମିତା ଟପ୍ପୋ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇଛନ୍ତି। ୨୦୧୮ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନମିତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଫେରୋ…

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କର୍ମକର୍ତ୍ତାମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିଯୁକ୍ତ ସିନିୟର ଚୟନ କମିଟି ସଦସ୍ୟ…

କେରଳ ବ୍ଳାଷ୍ଟର୍ସର ପ୍ରଥମ ବିଜୟ

ବାମ୍ବୋଲିମ (ଗୋଆ),୨୮ା୧୨: ସ୍ଥାନୀୟ ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚରେ କେରଳ ବ୍ଳାଷ୍ଟର୍ସ ୨-୦ ଗୋଲରେ ହାଇଦ୍ରାବାଦକୁ ପରାସ୍ତ କରିଛି। ଚଳିତ ସିଜନରେ ଦଳର ଏହା ହେଉଛି ପ୍ରଥମ ବିଜୟ। ପ୍ରଥମାର୍ଦ୍ଧରେ…

ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ, ସ୍ବପ୍ନିଳ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ, ଭୁବନେଶ୍ୱରର ସ୍ବପ୍ନିଳ ପ୍ରିୟଦର୍ଶୀ ରନର୍ସଅପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?