ବିରାଟ କୋହଲିଙ୍କ ମା’ ରାଜି ହୋଇଥିଲେ ଏହି ସୁନ୍ଦରୀ ଅନୁଷ୍କାଙ୍କ ବଦଳରେ ହୋଇଥାନ୍ତେ ତାଙ୍କ ସ୍ତ୍ରୀ
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସୁଖୀ ଦାମ୍ପତ୍ତ୍ୟ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା, ଯଦି ବିରାଟଙ୍କ ମା’ ରାଜି ହୋଇ ଯାଇଥାନ୍ତେ, ତେବେ ଅନୁଷ୍କାଙ୍କଠାରୁ ସୁନ୍ଦରୀ ଝିଅ...
ଏହି ଫିଲ୍ମରେ ଅଭିନୟ କରିଥିଲେ ମହେନ୍ଦ୍ର ସିଂ ଧୋନୀ
ଅନେକ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଉପରେ ଏମ୍ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ...
ନିଜସ୍ବ ଓ୍ବେବ୍ସାଇଟ୍ ଲଞ୍ଚ୍ କଲେ ଲିଆଣ୍ଡର ପେସ୍
ନୂଆଦିଲ୍ଲୀ, ୧୭ା୮ (ପି.ଟି.)- ଭାରତୀୟ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍ ଶନିବାର ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ନିଜସ୍ବ ଓ୍ବେବ୍ ସାଇଟ୍ ଲଞ୍ଚ୍ କରିଛନ୍ତି। ଟେନିସ୍ରେ ଅଲିମ୍ପିକ ପଦକ ହାସଲ କରିବାରେ ପେସ୍ ହେଉଛନ୍ତି ଦେଶର ଏକମାତ୍ର ଖେଳାଳି।...
ହାମିଲଟନଙ୍କୁ ସ୍ପାନିଶ ଗ୍ରାଁ ପ୍ରି ଟାଇଟଲ
ମଣ୍ଟ୍ମେଲୋ (ସ୍ପେନ୍), ୧୭ା୮-ମର୍ସିଡିଜ୍ର ଲୁଇସ୍ ହାମିଲଟନ ସ୍ପାନିଶ୍ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଚଳିତ ବର୍ଷ ସେ ଭାଗ ନେଇଥିବା ୬ଟି ରେସ୍ ମଧ୍ୟରୁ ଏହା ହେଉଛି ତାଙ୍କର ଚତୁର୍ଥ ବିଜୟ। ରବିବାର ସେ ରେଡ୍ବୁଲ୍ର...
ଗୋଆରେ ହେବ ଆଇଏସ୍ଏଲ୍-୭
ନୂଆଦିଲ୍ଲୀ, ୧୭।୮(ପି.ଟି.)- ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣ ଗୋଆର ୩ଟି ଭେନ୍ୟୁରେ ଅନୁଷ୍ଠିତ ହେବ। କରୋନା ଭାଇରସ ଜନିତ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏହା ଆସନ୍ତା ନଭେମ୍ବରରେ ଆୟୋଜିତ ହେବା ସମ୍ଭାବନା ରହିଛି ବୋଲି ରବିବାର ଆୟୋଜକଙ୍କ...
ସେପ୍ଟେମ୍ବର ୧ରୁ ଜାତୀୟ ରେସ୍ଲିଂ କ୍ୟାମ୍ପ୍
ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି ଯୋଦ୍ଧାଙ୍କ କ୍ୟାମ୍ପ୍ ସାଇ ସୋନେପତଠାରେ ହେବାକୁଥିବା ବେଳେ ମହିଳାମାନଙ୍କର ଲକ୍ଷ୍ନୌଠାରେ ହେବ। ଏହା...
୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ
ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି। ମହିଳା ଜଣକ ଫେରାର ହେବାପରେ ଡାକ୍ତରଖାନା ପ୍ରଶାସନ ଓ ପୋଲିସ ଉତ୍ତେଜନା ପ୍ରକାଶ...
କାହିଁକି ରାଇନାଙ୍କ ଅବସରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନି ବିସିସିଆଇ
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୀମିତ ଓଭର କ୍ରିକେଟ୍ର ଅଭିଜ୍ଞ ଖେଳାଳି ସୁରେଶ ରାଇନା ଭାରତର ୭୪ତମ ସ୍ବାଧୀନତା ଦିବସର ଅବସରରେ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।...
ଟେଷ୍ଟରେ ଚେତନ ଚୌହାନଙ୍କ ନାମରେ ଥିଲା ଏହି ବିରଳ ରେକର୍ଡ
ନୂଆଦିଲ୍ଲୀ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଗତ ମାସରେ କରୋନା ଆକ୍ରାନ୍ତ ହୋଇ ଚେତନ ଚିକିତ୍ସାଧୀନ ରହିଥିଲେ।...
ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ଧୋନୀଙ୍କ ନାମରେ ରହିଛି ଏହି କୀର୍ତ୍ତିମାନ
ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ଧୋନୀ ଅବସର ନେବା ସହିତ ଭାରତୀୟ କ୍ରିକେଟ୍ର ଏହି ସର୍ବୋତ୍ତମ ଯୁଗର ଅବସାନ ଘଟିଛି।...
ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନଙ୍କ ପରଲୋକ
ଲକ୍ଷ୍ନୌ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ ଚୌହାନ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ...
ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍ ଡେଲିସା-ଲୌରା
ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର କିଛି ଫଟୋକୁ କିମିନ୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି।...
Archives


