ଜେନିଫର୍ ବ୍ରାଡିଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ
ଲେକ୍ସିଙ୍ଗଟନ୍, ୧୮ା୮ (ଏପି)- ଆମେରିକାର ଜେନିଫର ବ୍ରାଡି ତାଙ୍କ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଟପ୍ସିଡ୍ ଓପନ୍ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ସେ ଜିଲ୍ ଟିଚ୍ମାନଙ୍କୁ ୬-୩, ୬-୪ ସେଟ୍ରେ ହରାଇ ଦେଇଛନ୍ତି। କରୋନା...
ସୁଲିଭାନ୍ଙ୍କୁ ୬ଷ୍ଠ ବିଶ୍ୱ ସ୍ନୁକର ଟାଇଟଲ
ଓ୍ବାଶିଂଟନ, ୧୮ା୮ (ଏପି)-ରୋନି ଓ’ ସୁଲିଭାନ୍ ୪୪ ବର୍ଷ ବୟସରେ ୬ଷ୍ଠ ଥର ପାଇଁ ବିଶ୍ୱ ସ୍ନୁକର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଇଂଲଣ୍ଡର କିରେନ୍ ଓ୍ବିଲସନଙ୍କୁ ୧୮-୮ରେ ପରାସ୍ତ କରିଛନ୍ତି। ଏହାଦ୍ୱାରା ସର୍ବକାଳୀନ ବିଶ୍ୱ ଟାଇଟଲ ଅଧିକାରୀ ଷ୍ଟିଫେନ୍ଙ୍କଠାରୁ...
ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା
ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା। ଅବସର ନେବା ପୂର୍ବରୁ ଖେଳାଳିମାନେ ବିସିସିଆଇକୁ ପ୍ରଥମେ ସୂଚନା ଦେବା ନିୟମ ରହିଛି,...
ଭର୍ଚୁଆଲ ପ୍ଲାଟଫର୍ମରେ ଉଚ୍ଚସ୍ତରୀୟ ବୈଠକ : ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ ଓ ବିକାଶ ଉପରେ ଫୋକସ
ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧୮ା୮- ରାଜ୍ୟରେ କ୍ରୀଡ଼ାର ବିକାଶ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୀଡ଼ା ସଚିବ ବିଶାଲ ଦେବ,...
ଧୋନୀଙ୍କ ଅବସର ସମୟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୧୭।୮- ଭାରତକୁ ସର୍ବାଧିକ ୩ଟି ଆଇସିସି ଟ୍ରଫି ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଅବସର ଘୋଷଣା କରିବାର ସମୟ ଥିଲା ରାତି ୭ଟା ୨୯। ”ସମର୍ଥନ...
କରୋନାରୁ ସୁସ୍ଥ ହେଲେ ୬ ଭାରତୀୟ ହକି ଖେଳାଳି
ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଭାରତୀୟ ପୁରୁଷ ହକି ଦଳର ୬ ଜଣ ହକି ଖେଳାଳି କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ହସ୍ପିଟାଲ ଛାଡ଼ ପାଇଛନ୍ତି। ମନପ୍ରୀତଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ହେଲେ...
‘ଦାରୁ ବଦ୍ନାମ’ ଗୀତରେ ନାଚିଲେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ
ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଲେଗ୍-ସ୍ପିନର ଯୁଜବେନ୍ଦ୍ର ଚହଲ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଲାଗି ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ବେଶି ସମୟ ଜଡ଼ିତ ହେଉନାହାନ୍ତି। ଅପରପକ୍ଷରେ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା କିନ୍ତୁ ଏକ...
ଅବସର ନେବାର ଗୋଟିଏ ଦିନ ପରେ ବିସିସିଆଇ ସହ ଯୋଗାଯୋଗ କଲେ ରାଇନା
ନୂଆଦିଲ୍ଲୀ, ୧୭।୮: ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା କରିବାର କିଛି ସମୟ ଅନ୍ତରରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଶନିବାର ଉଭୟ ଧୋନୀ ଓ ରାଇନା ସୋସିଆଲ...
ଧୋନୀଙ୍କ ଅବସର ପରେ କ’ଣ କଲେ ଏହି ପାକିସ୍ତାନୀ ପ୍ରଶଂସକ
ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୭୪ତମ ସ୍ବାଧିନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରି ନିଜର ଅଗଣିତ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। ଧୋନୀଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନରେ...
୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ କଲେ ଜୋଶୁଆ
ପ୍ୟାରିସ, ୧୭।୮: ବିଶ୍ୱ ଚାମ୍ପିୟନ ଧାବକ ଉଗାଣ୍ଡାର ଜୋଶୁଆ ଚେପ୍ଟେଗି ୫ ହଜାର ମିଟର ଦୌଡ଼ରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମୋନାକୋରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ ଅବସରରେ ଜୋଶୁଆ ଏହି ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହ...
ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ
ଭାରତକୁ ଦୁଇ ଦୁଇଥର ବିଶ୍ୱକପ୍ ବିଜୟୀ କରାଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ ଅବସର ନେଇଛନ୍ତି। ଅଗଷ୍ଟ ୧୫ ଦିନ ସନ୍ଧ୍ୟା ୭.୨୦ରେ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହାର...
କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍
ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଧୋନୀଙ୍କ ଅବସର ଘୋଷଣା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ...
Archives


