ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି
ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ପୁଣିଥରେ...
ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍ଲେଟ୍ ଗିରଫ
ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍ଲେଟ୍ ଇକ୍ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ,...
ବୋଲରଙ୍କୁ ବ୍ୟାଟ୍ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍, ଦେଖନ୍ତୁ ଭିଡିଓ…
ତ୍ରିନିଦାଦ୍, ୨୬।୮: ପାକିସ୍ତାନ କ୍ରିକେଟ୍ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା କାରବୀୟାନ ପ୍ରିମିୟର ଲିଗ୍...
ଟିମ୍ରୁ ବାଦ୍ ପଡ଼ିଥିଲେ ଏହି ଖେଳାଳି; ଏବେ ହାସଲ କଲେ ତ୍ରିଶତକ
କଲମ୍ବୋ, ୨୬।୮: ଦୀନେଶ ଚାଣ୍ଡିମଲ। ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଉଇକେଟ୍କିପର। ଗତବର୍ଷ ଚୟନକର୍ତ୍ତମାନେ ଚାଣ୍ଡିମଲଙ୍କୁ ଅଧିନାୟକ ପଦରୁ ହଟାଇ ଦେବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଲାଗି ଶ୍ରୀଲଙ୍କା ଦଳରୁ ମଧ୍ୟ ବାଦ୍ ଦେଇଥିଲେ।...
ଅନ୍ତର୍ଜାତୀୟ ମ୍ୟାଚ୍ ଚାଲୁଥିବା ସମୟରେ ଗାଧୋଇବାକୁ ଯାଇଥିଲେ ଏହି କ୍ରିକେଟର, ପରେ ଘଟିଲା ଏମିତି
୨୦୦୭ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ ଟେଷ୍ଟରେ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି ଭାରତର ପୂର୍ବତନ ଓପନର୍ ଆକାଶ ଚୋପ୍ରା। ଏହି ମ୍ୟାଚ୍ରେ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଗାଧୋଇବାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ସୌରଭ...
ଧୋନୀଙ୍କୁ ପଶଂସା କରିବା ପାକିସ୍ତାନ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ପିସିବି ଦେଲା ଏମିତି ଦଣ୍ଡ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶ୍ୱର କିଛି କ୍ରିକେଟର। ପାକିସ୍ତାନର ପୂର୍ବତନ ସ୍ପିନର୍ ସାକଲିନ୍ ମୁସ୍ତାକ ଧୋନୀଙ୍କୁ ପ୍ରଶଂସା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି।...
ହାରିସ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍
ଦୁବାଇ, ୨୬।୮(ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ପେସ୍ ବୋଲର ର଼୍ୟାନ ହାରିସ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ଦିଲ୍ଲୀ କ୍ୟାପିଟାଲ ଦଳର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ଗତ ୨ ବର୍ଷ ଧରି ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ଜେମ୍ସ...
ରୟାଲ ଚ୍ୟାଲେଞ୍ଜର୍ସ ଜର୍ସି ଉନ୍ମୋଚିତ
ଦୁବାଇ, ୨୬।୮- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ-୨୦୨୦) ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ୮ଟି ଯାକ ଫ୍ରାଞ୍ଚାଇଜ୍ ଟିମ୍ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ ସାରିଥିବାବେଳେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଦଳର ଜର୍ସି...
ଜୁଡୋକା ଦୀପାଂଶୁ ୨୨ମାସ ସସ୍ପେଣ୍ଡ
ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଡିସିପ୍ଲିନାରୀ ପ୍ୟାନେଲ ଭାରତୀୟ ଜୁଡୋକା ଦୀପାଂଶୁ ବାଲାୟନଙ୍କୁ ୨୨ ମାସ ପାଇଁ ସସ୍ପେଣ୍ଡ କରିଛି। ସେ ନିଷିଦ୍ଧ ଦ୍ରବ୍ୟ ଫୁରୋସେମାଇଡ୍ ବ୍ୟବହାର କରିଥିଲେ, ଯାହାକି ଏକ ଡ୍ୟୁରେଟିକ୍ ମେଡିସିନ୍। ଏସିଆନ...
ଆଇପିଏଲ୍ରେ ହେବ ଡୋପ୍ ଟେଷ୍ଟ
ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ବେଳେ ଖେଳାଳିଙ୍କଠାରୁ ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ହେବ। ଏଥିପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ୩ଜଣ...
ଓଲି ପୋପ୍ଙ୍କ କାନ୍ଧର ସ୍କାନ୍ ହେବ
ସାଉଥାମ୍ପଟନ, ୨୬ା୮ (ପି.ଟି.)-ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍ଙ୍କ ବାମ କାନ୍ଧର ସ୍କାନ ହେବ। ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିବସରେ ଫିଲ୍ଡିଂ ବେଳେ ସେ ଆଘାତପ୍ରାପ୍ତ ହୋଇଛନ୍ତି। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କର...
ଗୃହବନ୍ଦୀରୁ ମୁକ୍ତ ହେଲେ ରୋନାଲ୍ଡିିନୋ
ଆସନସିଅନ (ପାରାଗୁଏ), ୨୬ା୮(ଏପି)-ଅବସରପ୍ରାପ୍ତ ବ୍ରାଜିଲିଆନ ଫୁଟ୍ବଲ ଷ୍ଟାର ରୋନାଲ୍ଡିିନୋ ଗୃହବନ୍ଦୀରୁ ଖଲାସ ହୋଇଛନ୍ତି। ଜାଲ୍ ପାସ୍ପୋର୍ଟ ଜରିଆରେ ସେ ପାରାଗୁଏ ଯାଇଥିଲେ। ସେଠାରେ ଧରାପଡ଼ିବା ପରେ ଦେଶରେ ୫ମାସ ଧରି ତାଙ୍କୁ ଅଟକ ରହିବାକୁ ପଡ଼ିଥିଲା। ରୋନାଲ୍ଡିନୋ ଓ ତାଙ୍କ...
Archives


