ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା
ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ ଇଂଲଣ୍ଡ ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରଜରେ ବାଜି...
କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ
ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ଭବନରେ ରହି ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ...
ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା କରୋନା ପଜିଟିଭ୍: ଭର୍ଚୁଆଲ ସେରିମନିରେ ଯୋଗ ଦେବେନି
ନୂଆଦିଲ୍ଲୀ,୨୮।୮(ପି.ଟି.): ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କ ସମେତ ଜାତୀୟ କ୍ରୀଡ଼ା ପୁରସ୍କାର ପାଇବାକୁ ଥିବା ୩ଜଣ କ୍ରୀଡ଼ାବିତ୍ କୋଭିଡ୍-୧୯ ପଜିଟିଭ୍ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ତରଫରୁ କୁହାଯାଇଛି। ଶନିବାର ଅଗଷ୍ଟ ୨୯ରେ ଆୟୋଜନ ହେବାକୁଥିବା ଭର୍ଚୁଆଲ...
କୋଭିଡ୍-୧୯: ଇଣ୍ଡିଆ ଓପନ୍, ସୟଦ ମୋଦି ଟୁର୍ନାମେଣ୍ଟ ବାତିଲ
ନୂଆଦିଲ୍ଲୀ,୨୮।୮ (ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆଉ ଦୁଇଟି ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଇଣ୍ଡିଆ ଓପନ ସୁପର ୫୦୦ ଓ ସୟଦ ମୋଦି ଅନ୍ତର୍ଜାତୀୟ ସୁପର ୩୦୦ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍)...
ଗ୍ୟାରେଥ୍ ବ୍ୟାରିଙ୍କ ଅବସର
ଓ୍ବେଷ୍ଟ ବ୍ରୋମ୍ଓ୍ବିଚ୍, ୨୮ା୮ (ଏପି)- ପ୍ରିମିୟର ଲିଗ୍ରେ ସର୍ବାଧିକ ମ୍ୟାଚ ଖେଳି ରେକର୍ଡ କରିଥିବା ଗାରେଥ୍ ବ୍ୟାରି ୩୯ବର୍ଷ ବୟସରେ ଫୁଟ୍ବଲରୁ ଅବସର ନେଇଛନ୍ତି। ପ୍ରିମିୟର ଲିଗ୍ରେ ସେ ୬୫୩ ମ୍ୟାଚ୍ ଖେଳିଛନ୍ତି। ଗତ ୩ ବର୍ଷ ଧରି ସେ...
କରୋନା ଆକ୍ରାନ୍ତ ହୋଇ ବାଦ୍ ପଡ଼ିଲେ ଏହି ଷ୍ଟାର୍ ଫୁଟ୍ବଲ ଖେଳାଳି
ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍ଫିଲ୍ଡର ପଲ୍ ପୋଗ୍ବା କୋଭିଡ୍-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍ବଲ ଦଳରୁ ବାଦ୍ ଦିଆଯାଇଥିବା କୋଚ୍ ଡିଡିଏର୍ ଡେସ୍ଚାମ୍ପ ପ୍ରକାଶ କରିଛନ୍ତି। ପୋଗ୍ବା ଦଳରେ ସ୍ଥାନ ପାଇବା ପକ୍କା ଥିଲା। ମାତ୍ର ସକାଳେ...
ଆଇପିଏଲ୍ ପୂର୍ବରୁ ଦିଲ୍ଲୀକୁ ଝଟ୍କା; ଖେଳିବେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
ଦୁବାଇ, ୨୭।୮: ବିଶ୍ୱର ଶ୍ରେଷ୍ଠ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ତେବେ ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଝଟ୍କା ଲାଗିଛି। ଦଳର...
କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍ ଶର୍ମା
ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍କୁ ୟୁଏଇରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍...
ବିଶ୍ୱର ପ୍ରଥମ ବୋଲର ଭାବେ ଟି୨୦ରେ ୫୦୦ ଉଇକେଟ୍ ନେଲେ ଏହି କ୍ରିକେଟର୍
ତ୍ରିନିଦାଦ୍, ୨୭।୮: ଓ୍ବେଷ୍ଟଇଣ୍ଡିଜ ଅଲ୍ରାଉଣ୍ଡର ତଥା ଟି୨୦ କ୍ରିକେଟ୍ରେ ଜଣେ ସ୍ପେଶାଲିଷ୍ଟ ଖେଳାଳି ଭାବେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଡ୍ବେନ ବ୍ରାଭୋ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱରରେ ପ୍ରଥମ ବୋଲର ଭାବେ ବ୍ରାଭୋ ଟି୨୦ କ୍ରିକେଟ୍ରେ...
ସିପିଏଲ୍ ଖେଳିବାରେ ୪୮ ବର୍ଷୀୟ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍
ତ୍ରିନିଦାଦ, ୨୭।୮: କୁହାଯାଏ ଟି୨୦ କ୍ରିକେଟ୍ ଯୁବ ଖେଳାଳିଙ୍କ ଖେଳ ଅଟେ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଭେଟେରାନ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ। ମୁମ୍ବାଇର ୪୮ ବର୍ଷୀୟ ଲେଗ୍ ସ୍ପିନର ପ୍ରବୀଣ ତାମ୍ବେ ଇତିହାସ ରଚିଛନ୍ତି। ପ୍ରଥମ...
ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି। ସେ କହିଛନ୍ତି, ୨୦୨୧ରେ ଆମେ ୨ରୁ...
ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି
କ୍ରିକେଟର୍ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୮ରେ କୋହଲି ଏକ ସାକ୍ଷାତକାରରେ...
Archives


