ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ
କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ କରିଥିଲେ ଆଲାମ। ବିଦେଶରେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରି ଆସିଥିଲେ ଚର୍ଚ୍ଚାକୁ।…
ରୁମ୍ରେ ଓ୍ବାର୍କ ଆଉଟ୍ କରୁଛନ୍ତି ଏହି କ୍ରିକେଟର
ଚେନ୍ନାଇ,୨୯ା୧- ଆସନ୍ତା ୫ ତାରିଖରୁ ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। କୋଭିଡ୍-୧୯ ପାଣ୍ଡେମିକ୍ ପରିସ୍ଥିତି ଯୋଗୁ ଉଭୟ ଦଳର ଖେଳାଳିମାନେ ଚେନ୍ନାଇରେ ପହଞ୍ଚି ସାରିଥିଲେ ମଧ୍ୟ…
ଅଷ୍ଟ୍ରେଲିଆ ଦଳରେ ଭାରତୀୟ କ୍ୟାବ ଚାଳକଙ୍କ ପୁଅ
ମେଲବୋର୍ନ,୨୯ା୧- ଅଷ୍ଟ୍ରେଲିଆରେ ବାସ କରୁଥିବା ପଞ୍ଜାବୀ ଡ୍ରାଇଭରଙ୍କ ୧୯ ବର୍ଷୀୟ ପୁଅ ତାନଭୀର ସାଙ୍ଘା ଅଷ୍ଟ୍ରେଲିଆର ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ଲାଗି ଘୋଷିତ ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ମିଳିଛି…
ଆଇପିଏଲ୍ ଖେଳିବେନି କେକେଆର୍ର ଏହି ଖେଳାଳି !
ଲଣ୍ଡନ, ୨୯।୧: ଇଂଲଣ୍ଡର ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ଟମ ବେଣ୍ଟନ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଖେଳି ନ ପାରନ୍ତି। ଦେଶର ଟେଷ୍ଟ ଟିମ୍ରେ ସ୍ଥାନ ପାଇବାକୁ ନେଇ ସୁଯୋଗ ହାତଛଡ଼ା କରିବାକୁ ସେ ଚାହୁଁ ନାହାନ୍ତି। ଏଣୁ ସେ…
ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା
କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର…
ଏବେଠୁ ବୁମ୍ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍: ଓପନର୍ ରୁରି କହିଲେ ଏଭଳି
ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍ ଭାରତରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍ ଫ୍ରେଣ୍ଡଲି ପିଚ୍ରେ କିଭଳି ଖେଳିବେ ସେ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ଇଂଲଣ୍ଡ ଓପନର୍ ରୋରି ବର୍ନସ୍ ଭାରତ ବିପକ୍ଷ ଟେଷ୍ଟ ସିରିଜ୍…
ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସାରେ ଶତମୁଖ ପୂଜାରା: କହିଲେ ସେମାନଙ୍କପାଇଁ ଖେଳିପାରିଲି ସ୍ବାଭାବିକ ଖେଳ
ନୂଆଦିଲ୍ଲୀ, ୨୯।୧: ଭାରତୀୟ କ୍ରିକେଟ ଟିମ୍ର ନୂଆ ‘ଓ୍ବାଲ୍’ କୁହାଯାଉଥିବା ଚେତେଶ୍ୱର ପୂଜାରା ଦୁଇ ପ୍ରମୁଖ ସାଥୀ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ସ୍ବାଭାବିକ…
ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍: ବିସିସିଆଇ ଦେଲା ଏହି ବଡ଼ ଉପହାର
ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପୂର୍ବରୁ ଖେଳାଳିମାନେ ଚେନ୍ନାଇରେ ପହଞ୍ଚିଛନ୍ତି। ଏବେ ଖେଳାଳିମାନେ କୋଭିଡ କଟକଣାକୁ ନେଇ ହୋଟେଲରେ…
ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…
ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ସ୍ପିନ୍ ବୋଲରଙ୍କ ପାଇଁ ସହାୟକ ରହିଥାଏ। ଏଣୁ ଆସନ୍ତା ସିରିଜ୍ରେ ସହଜ ଉଇକେଟ ମିଳିବ ବୋଲି ଆଶା ରଖିଥିବା…
ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ବେଳେ ଚଉକା ହେଲେ ରାଗରେ ଚିତ୍କାର କରୁଥିଲେ ଶାସ୍ତ୍ରୀ: ଭରତ ଅରୁଣ
ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ଟିମ୍ର ବୋଲିଂ କୋଚ୍ ଭରତ ଅରୁଣ ନିକଟରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଯେତେବେଳେ କୌଣସି ଭାରତୀୟ ବୋଲରଙ୍କ ବଲ୍ରେ ବିପକ୍ଷ ବ୍ୟାଟ୍ସମ୍ୟାନ୍ ଚଉକା ମାରିଥାଏ, ସେତେବେଳେ ସେ ରାଗରେ ଚିତ୍କାର…
ସିଏସ୍ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା
ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର ଏକ ବଚସା ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜର୍ନାଲିଷ୍ଟ ଜଣକ ୟାକୁବଙ୍କ…
ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି
ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍ଡୋ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କୁ ଦେଖା କରିବା…

