Posted inଖେଳ

ମାତ୍ର ୪ ବଲ୍‌ରେ ମ୍ୟାଚ୍‌ ଶେଷ, ମ୍ୟାଚ୍‌ର ସ୍କୋର ବୋର୍ଡ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୭।୩: କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ। ଏଠାରେ କିଛି ଅସମ୍ଭବ ନୁହେଁ। ପ୍ରତିଦିନ ରେକର୍ଡ ତିଆରି କରାଯାଏ ଏବଂ ଭାଙ୍ଗିଯାଏ, ଏମିତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ମ୍ୟାଚ ମାତ୍ର ଚାରିଟି ବଲରେ ଶେଷ ହୋଇଥିଲା। ବୁଧବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ଘରୋଇ ମହିଳା କ୍ରିକେଟ ଦଳ ମୁମ୍ବାଇ ନାଗାଲାଣ୍ଡକୁ ଭେଟିଥିଲା। ୫୦ ଓଭର ବିଶିଷ୍ଟ ମ୍ୟାଚରେ ଟସ ଜିତି ନାଗାଲାଣ୍ଡ ଦଳ ୧୭.୪ ଓଭରରେ ୧୭ ରନ ସଂଗ୍ରହ କରିଥିଲା। ମୁମ୍ବାଇ ଅଧିନାୟକ ତଥା ଦ୍ରୁତ ବୋଲର ସାୟାଲି ସତଘରେ ପାଞ୍ଚ ରନ ପାଇଁ ୭ଟି ଉଇକେଟ ନେଇଥିଲେ। ନାଗାଲାଣ୍ଡର ଶ୍ରେଷ୍ଠ ଚାରିଜଣ ଖେଳାଳି ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ। ୭ ନମ୍ବରରେ ବ୍ୟାଟିଂ କରିଥିବା ସରିବା ୯ ରନ ସହ ଦଳର ଶ୍ରେଷ୍ଠ ସ୍କୋରର ହୋଇଥିଲେ। ମୁମ୍ବାଇ ପାଇଁ ସାୟାଲି ବ୍ୟତୀତ ଏସ ଠାକୁର ଗୋଟିଏ ଉଇକେଟ ନେଇଥିବା ବେଳେ ଏମ ଡାକସିନ ଦୁଇଟି ଉଇକେଟ ନେଇଥିଲେ। ମୁମ୍ବାଇ ମାତ୍ର ଚାରିଟି ବଲରେ ୧୮ ରନ ଲକ୍ଷ୍ୟ ହାସଲ କରିଥିଲା। ମୁମ୍ବାଇର ଓପନର୍‌ ଇଶା ଓଝା ଏବଂ ରୁଶାଲି ଭଗତ ତିନିଟି ଚୌକା ଓ ଗୋଟିଏ ଛକା ସହାୟତାରେ ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନକ୍‌ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ଗମ୍ଭାରୀଗୁଡ଼ା, କର୍ଲାକୋଟ ବିଜୟୀ

କୋକସରା,୬।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମରେ ବୁଧବାର ମା’ ଆଦିଶକ୍ତି ନକ୍‌ଆଉଟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ...

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ...

ହାଇଦ୍ରାବାଦ୍‌ ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଦୁବାଇ, ୨୨।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ...

ଆଇପିଏଲ୍‌: ମୁମ୍ବାଇ- ଦିଲ୍ଲୀ ଟାଇଟଲ ମୁକାବିଲା

ଦୁବାଇ,୧୦।୧୧(ପି.ଟି.): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୩ତମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ।...

ନଟରାଜନଙ୍କ ସ୍ଥାନରେ ନୂଆ ପେସର

ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ...

ଟି୨୦ କ୍ରିକେଟ୍‌ରୁ ମିଥାଲିଙ୍କ ଅବସର

ନୂଆଦିଲ୍ଲୀ, ୩।୯ (ପି.ଟି.)- ଭାରତର ସିନିୟର ମହିଳା କ୍ରିକେଟର୍‌ ମିଥାଲି ରାଜ ମଙ୍ଗଳବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୨୧ ଆଇସିସି ବିଶ୍ୱକପ୍‌କୁ...

କୋଭିଡ- ୧୯: ଆଉ ୫ ଟୁର୍ନାମେଣ୍ଟକୁ ବାତିଲ କାଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୧।୩ (ପି.ଟି.)-କୋଭିଡ- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ...

Advertisement
Ten Cric Info


Archives

Model This Week