ଫ୍ରେଞ୍ଚ୍ ଓପନ୍ ଟେନିସ୍ : ଗଫିନ୍ଙ୍କ ବିପର୍ଯ୍ୟୟ, ନିଶିକୋରୀ, ଇସ୍ନରଙ୍କ ବିଜୟ ଅଭିଯାନ
ପ୍ୟାରିସ୍,୨୮ା୯ (ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କୁହାଯାଉଥିବା ଫ୍ରେଞ୍ଚ୍ ଓପନ୍ର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ କେତେଜଣ ସିଡେଡ୍ ଖେଳାଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ୧୧ତମ ସିଡ୍ ଖେଳାଳି...
ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଓ୍ବାର୍ନରଙ୍କ ସମାଲୋଚନା
ଆବୁଧାବି,୨୮।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ପରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ଦଳର ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାସ୍ କରି ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ସେ କଡ଼ା ସମାଲୋଚନା...
ରାଜସ୍ଥାନର ଜବରଦସ୍ତ ବିଜୟ
ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏକ ହାଇସ୍କୋରିଂ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଦମ୍ଦାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪ରନରେ ଜବରଦସ୍ତ ବିଜୟ ହାସଲ କରିଛି। ଶାରଜାର...
କୋହଲି ଜଣେ ମଣିଷ, ମେଶିନ ନୁହେଁ
ନୂଆଦିଲ୍ଲୀ, ୨୭।୯:କିଙ୍ଗସ ଏକାଦଶ ପଞ୍ଜାବଙ୍କ ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରାଯାଇଛି। କୋହଲି କେବଳ ପଞ୍ଜାବ ବିପକ୍ଷରେ ଦୁଇଟି କ୍ୟାଚ ହାତଛଡା କରିବାରୁ ଦଳ ହାରିଥିଲା। ସେବେଠାରୁ ପ୍ରଶଂସକମାନେ ବିରାଟଙ୍କୁ ସମାଲୋଚନା...
ସିଏସ୍କେକୁ ଅନଫଲୋ କଲେ ରାଇନା
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି ପରାଜୟ ପରେ ରାଇନାଙ୍କୁ ଦଳକୁ ଫେରାଇ ଆଣିବାକୁ କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି।...
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ
ମହେନ୍ଦ୍ର ସିଂ ଧୋନୀଙ୍କୁ ଟି-୨୦ ଏବଂ ଏକଦିବସୀୟ କ୍ରିକେଟର୍ ବାଦ୍ଶାହ ବୋଲି କୁହାଯାଏ। ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବାରୁ ତାଙ୍କ ନାଁରେ ଥିବା ରେକର୍ଡ ଧୀରେ ଧୀରେ ଭାଙ୍ଗିବା...
ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ
ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର ଲଗାତର ପରାଜୟକୁ ନେଇ ପ୍ରଶ୍ନ ଉଠିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ...
ଆଇଏସ୍ଏଲ୍ରେ ଭାଗନେବେ ୮ ବ୍ରାଜିଲ ଖେଳାଳି
ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା ଲାଗି ଅନୁମତି ମିଳିଛି। ସେମାନଙ୍କ ମଧ୍ୟରେ ବ୍ରାଜିଲର ୮ଜଣ ଫୁଟ୍ବଲର ଥିବା ବେଳେ...
କରୋନା ମୁକ୍ତ ହକି ଖେଳାଳିଙ୍କ ଫିଟ୍ନେସ୍ ସ୍ତରରେ ଉନ୍ନତି
ନୂଆଦିଲ୍ଲୀ, ୨୭ା୯ (ପି.ଟି.)- ଗତ ମାସରେ କୋଭିଡ୍-୧୯ରେ ସଂକ୍ରମିତ ଭାରତର ୬ ଜଣ ପୁରୁଷ ହକି ଖେଳାଳି ଆରୋଗ୍ୟ ଲାଭ କରିବା ପରେ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଟ୍ରେନିଂର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମୁଖ୍ୟ କୋଚ୍ ଗ୍ରାହମ...
ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍ରୁ ଆଉଟ୍
ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍ ଟେଷ୍ଟରେ ପଜିଟିଭ୍ ପାଇଁ ପୂର୍ବତନ ଟପ୍ ଟେନ୍ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ତାଙ୍କ ମତରେ ଏହି ଫଳାଫଳରେ ତ୍ରୁଟି ରହିଛି। ଚଳିତବର୍ଷ ୟୁ.ଏସ୍. ଓପନ୍...
ସିତିସପାସ୍-ଗାରିନ୍ ସେମିଫାଇନାଲ ମୁକାବିଲା
ହାମବର୍ଗ, ୨୭ା୯ (ଏପି)-ଗ୍ରୀସ୍ର ଷ୍ଟିଫାନସ ସିତିସପାସ୍ ୧୬ ମାସରେ ପ୍ରଥମ ଥର ଏକ କ୍ଲେକୋର୍ଟ ଟେନିସ୍ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହାମବର୍ଗ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ ସେ ଡୁସାନ୍ ଲାଜୋଭିଚ୍ଙ୍କୁ ୭-୬ (୫), ୬-୨ ସେଟ୍ରେ ହରାଇ ଦେଇଛନ୍ତି।...
ହାମିଲଟନଙ୍କୁ ପୋଲ୍ ପୋଜିଶନ
ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍ର ଲୁଇସ୍ ହାମିଲଟନ ପୋଲ୍ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧ ମିନିଟ୍, ୩୧.୩୦୪ ସେକେଣ୍ଡ ରହିଥିଲା। ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ଙ୍କୁ .୫୬୩ରେ ପଛରେ ପକାଇ...
Archives


