ଖେଳ

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ...

ଆଇପିଏଲ୍‌: ଦିଲ୍ଲୀ ସାମ୍ନାରେ ୧୬୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ...

ଆଇପିଏଲ୍‌ରେ ସୁପର୍‌ ଓଭର ଟାଇ ହେଲେ କ’ଣ ହେବ

ନୂଆଦିଲ୍ଲୀ, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ପ୍ରାରମ୍ଭିକ ପର୍ଯ୍ୟାୟ ମୁକାବିଲାଗୁଡ଼ିକ ବେଶ୍‌ ରୋମାଞ୍ଚକ ରହିଛି। ଆଇପିଏଲ୍‌ର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରଶଂସକ ୨ଟି ସୁପର୍‌ ଓଭର ଦେଖିବାର ସୁଯୋଗ ପାଇଛନ୍ତି। ଆଇପିଏଲ୍‌-୧୩ର ପ୍ରଥମ ସୁପର୍‌ ଓଭର୍‌ ସେପ୍ଟେମ୍ବର ୨୦ରେ...

ଆଇପିଏଲ୍‌ ଇତିହାସରେ ବିରାଟଙ୍କ ସବୁଠାରୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ, ୨୯।୯: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲ୍‌ରେ ଚାମ୍ପିୟନ ଖେଳାଳିଭାବେ ବିବେଚନା କରାଯାଇଥାଏ। କିନ୍ତୁ ଆଇପିଏଲ୍‌ର ଚଳିତ ତ୍ରୟୋଦଶ ସଂସ୍କରଣର ପ୍ରଥମ ୩ଟି ମ୍ୟାଚ୍‌କୁ ନଜର ପକାଇଲେ ବିରାଟଙ୍କ ବ୍ୟାଟ୍‌ ଶାନ୍ତ ରହିଥିବା ଜଣାପଡ଼ିଛି। ସେହିଭଳି...

ଟସ୍‌ ଜିତି ପ୍ରଥମେ ହାଇଦ୍ରାବାଦ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ

ଆବୁଧାବି, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ...

ଲଙ୍କା ପ୍ରିମିୟର ଲିଗ୍‌ରେ ଭାଗ ନେବେ ନାହିଁ ଏହି ଦେଶର ଖେଳାଳି

କଲମ୍ବୋ, ୨୯।୯: ନଭେମ୍ବରରେ ଖେଳାଯିବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)କୁ ବଡ଼ ଝଟ୍‌କା ଲାଗିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏହାର ଖେଳାଳିଙ୍କୁ ଲଙ୍କା ପ୍ରିମିୟର ଲିଗ୍‌ରେ ଖେଳିବା ଲାଗି ଅନୁମତି ଦେବାକୁ ମନା କରିଦେଇଛି। ବାଂଲାଦେଶର ଖେଳାଳିମାନେ...

ଶତକ ହାସଲରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌, ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଇଶାନ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ କଠିନ ସମୟରେ ରକ୍ଷା କରିଥିଲେ। ୫୮...

ଆଶା ମଉଳିଲା: ରାଇନାଙ୍କ ନାଁ ହଟାଇଲା ସିଏସ୍‌କେ

ଚଳିତବର୍ଷ ମିଷ୍ଟର ଆଇପିଏଲଙ୍କୁ ମିସ୍‌ କରୁଛନ୍ତି ଦର୍ଶକ। ଆଇପିଏଲର କିଙ୍ଗ କୁହାଯାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଆରମ୍ଭ ପୂର୍ବରୁ ଭାରତ ଫେରିଥିଲେ। ରାଇନା ଫେରିବା ଦିନଠାରୁ ପୁଣି ସେ ଦଳକୁ ଫେରିବା ନେଇ ଏକ ଆଲୋଚନା...

ପେସାରେ କ’ଣ କରନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି। ଧୋନୀ-ସାକ୍ଷୀ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ...

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ...

ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା

ମୁମ୍ବାଇ, ୨୯ା୯ (ପି.ଟି.)-ଗତ ସିଜନରେ ବେଙ୍ଗଲ ଦ୍ୱାରା ଉପେକ୍ଷିତ ହୋଇଥିବା ସିମ୍‌ ବୋଲର ଅଶୋକ ଦିଣ୍ଡା ଆସନ୍ତା ଘରୋଇ ସିଜନରେ ଗୋଆ ରଣଜୀ ଦଳ ତରଫରୁ ଖେଳିବେ। ଦିଣ୍ଡା ଗତବର୍ଷ କହିଥିଲେ ସେ ରାଜନୀତିର ଶିକାର ହୋଇଛନ୍ତି। ସେ ଆଉ...

ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ

ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri