ଆଇପିଏଲ୍ରେ ଦୁର୍ନୀତି: ଏସିୟୁର ତଦନ୍ତ
ନୂଆଦିଲ୍ଲୀ, ୪ା୧୦ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳୁଥିବା ଜଣେ କ୍ରିକେଟରଙ୍କୁ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ହେବା ଲାଗି ପ୍ରଲୋଭିତ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି...
ପୋଲାର୍ଡ ଓ ହାର୍ଦ୍ଦିକଙ୍କଠାରୁ କୌଶଳ ଶିଖିଛନ୍ତି କିଶନ
ଶାରଜା, ୪ା୧୦ (ପି.ଟି.)-କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କୌଶଳ ସେ ହାସଲ କରିପାରିଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବିସ୍ଫୋରକ ୯୯ ରନ ସଂଗ୍ରହ କରି ଦୃଷ୍ଟିଆକର୍ଷଣ...
ଉରୁଗୁଏ ଦଳରୁ କାଭାନି ଆଉଟ୍
ମଣ୍ଟେଭିଡିଓ (ଉରୁଗୁଏ), ୪ା୧୦ (ଏପି)-ଚିଲି ଓ ଇକ୍ୱେଡର ବିପକ୍ଷ ଦୁଇ ଓପନିଂ ରାଉଣ୍ଡ ମ୍ୟାଚ ପାଇଁ ଉରୁଗୁଏ ଦଳ ଘୋଷଣା କରାଯାଇଛି। ଦଳରେ ଅନୁପସ୍ଥିତ ରହିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଷ୍ଟ୍ରାଇକର ଏଡିନ୍ସନ କାଭାନି। ପ୍ୟାରିସ ସେଣ୍ଟ ଜର୍ମେନଙ୍କ...
୬ଦିନ କ୍ୱାରାଣ୍ଟାଇନ୍ରେ ରହିବେ ଷ୍ଟୋକ୍ସ
ଦୁବାଇ, ୪ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ବିଶ୍ୱର ଟପ୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ରବିବାର ୟୁଏଇରେ ପହଞ୍ଚତ୍ବେ। ସେ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପୂର୍ବରୁ ୬ ଦିନ କ୍ୱାରାଣ୍ଟାଇନ୍ରେ ରହିବେ। ଷ୍ଟୋକ୍ସ ତାଙ୍କ...
ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ
ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର...
କୋହଲି, ପଡିକ୍କଲଙ୍କ ଅର୍ଦ୍ଧଶତକ; ବାଙ୍ଗାଲୋରର ଦମ୍ଦାର ବିଜୟ
ଆବୁଧାବି, ୩।୧୦: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମ୍ଦାର ବିଜୟ ହାସଲ କରିଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ବାଙ୍ଗାଲୋର ୮ ଉଇକେଟ୍ରେ ରାଜସ୍ଥାନ ରୟାଲ୍ସକୁ...
ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍
କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ ଗତ ୨୨ ଘଣ୍ଟା ଧରି ନାଜିବ କୋମାରେ ଥିବା ଆଫଗାନିସ୍ତାନ କ୍ରିକେଟ୍ ଦଳର...
ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ପାଇଲେ ଜାଡେଜା
ଦୁବାଇ, ୩।୧୦: ଚଳିତ ଆଇପିଏଲ୍ରେ ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୭ ରନରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ ପକ୍ଷରୁ ଧାର୍ଯ୍ୟ ୧୬୫ ରନର ଟାର୍ଗେଟ୍କୁ ପିଛା କରି ମହେନ୍ଦ୍ର...
ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର; ଯୋଗଦେବେ ଏହି ଷ୍ଟାର୍ ଅଲ୍ରାଉଣ୍ଡର
ଆବୁଧାବି, ୩।୧୦: ଇଂଲଣ୍ଡର ଷ୍ଟାର୍ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଚଳିତ ଆଇପିଏଲ୍ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ଅଂଶଗ୍ରହଣ କରିପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋକ୍ସଙ୍କ ବାପା ମସ୍ତିଷ୍କ କ୍ୟାନସରରେ ପୀଡ଼ିତ ରହିଛନ୍ତି। ଯେଉଁଥି ପାଇଁ...
ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ
ଆବୁଧାବି, ୩।୧୦: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍ରେ ସେ ଯଥାକ୍ରମେ ୩, ୧ ଓ ୧୪ ରନ୍ ସଂଗ୍ରହ କରିଛନ୍ତି। ତେବେ ଶନିବାର ବିରାଟଙ୍କ...
ବାଙ୍ଗାଲୋର ସାମ୍ନାରେ ୧୫୫ ରନ୍ ଟାର୍ଗେଟ୍ ରଖିଲା ରାଜସ୍ଥାନ
ଆବୁଧାବି, ୩।୧୦: ଆଇପିଏଲ୍-୧୩ତମ ସିଜନର ଶନିବାର ଅନୁଷ୍ଠିତ ୧୫ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍...
ଚେନ୍ନାଇର ହ୍ୟାଟ୍ରିକ ପରାଜୟ
ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍ ଏବଂ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ୭ ରନରେ ପରାଜିତ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟର...
Archives


