ଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍‌ ଓ୍ବଙ୍କ ଚେତାବନୀ

ମୋଲବୋର୍ନ, ୭।୧୧(ପି.ଟି.)- ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍‌ ଯୁଦ୍ଧରେ ଲିପ୍ତ ରହିବାରୁ ନିବୃତ୍ତ ରହିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି।...

ବୁମ୍‌ରାଙ୍କୁ ବଣ୍ଡ୍‌ଙ୍କ ପ୍ରଶଂସା

ଦୁବାଇ, ୭ା୧୧ (ପି.ଟି.)-ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡ୍‌ ତାଙ୍କ ଦଳର ମୁଖ୍ୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱର ଶ୍ରେଷ୍ଠ ଟି୨୦ ବୋଲର ବୋଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌...

ଖେଲୋ ଇଣ୍ଡିଆ ନାମରେ ଠକେଇ ପାଇଁ ୩ ଗିରଫ

ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଆଥଲେଟ୍‌ମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ କବାଡ଼ି ଖେଳାଳି ଅଛନ୍ତି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ସେମାନେ ସୋସିଆଲ ମିଡିଆରେ ଜାଲ୍‌...

ସେଲ୍ଫ ଆଇସୋଲେଶନରେ ଗମ୍ଭୀର

ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ଘରେ ଜଣେ କେହି କରୋନା ସଂକ୍ରମିତ ହୋଇଛନ୍ତି। ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ସେ ନିଜର କୋଭିଡ୍‌ ଟେଷ୍ଟ କରିଥିବାବେଳେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହାକୁ ହାଲୁକା ଭାବେ ନ ନେଇ...

ପ୍ୟାରିସ ମାଷ୍ଟର୍ସ ଟେନିସ୍‌:ନାଡାଲ କ୍ୱାର୍ଟରଫାଇନାଲରେ

ପ୍ୟାରିସ, ୭ା୧୧ (ଏପି): ଜୋର୍ଡାନ ଥମ୍ପସନଙ୍କୁ ୬-୧, ୭-୬ (୩) ସେଟ୍‌ରେ ପରାସ୍ତ କରି ଟପ୍‌ ସିଡ୍‌ ରାଫାଲ ନାଡାଲ ପ୍ୟାରିସ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ନାଡାଲ ତାଙ୍କ କ୍ୟାରିୟରରେ ମୋଟ ୮୬ ଟାଇଟଲ ଜିତି...

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତରେ ବିଭିନ୍ନ ଗସ୍ତର...

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କର ବା ମର ସ୍ଥିତିରେ ସୁପରନୋଭାସ୍‌

ଶାରଜା,୭।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ମହିଳା ଟି୨୦ କ୍ରିକେଟ ଚ୍ୟାଲେଞ୍ଜ୍‌ରେ ଗତଥରର ଚାମ୍ପିୟନ ସୁପରନୋଭାସ୍‌ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ଶନିବାର ସୁପରନୋଭାସ ପ୍ରତିପକ୍ଷ ଟ୍ରେଲବ୍ଲେଜର୍ସକୁ ଭେଟିବ। ଗୁରୁବାର ଭେଲୋସିଟିକୁ ପରାସ୍ତ କରିଥିବା...

ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୭।୧୧(ପି.ଟି.): ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍‌ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯିବା ପରେ ଜ୍ଞାନେନ୍ଦ୍ର ଏହି ଗୁରୁଦାୟିତ୍ୱ ସମ୍ଭାଳିବେ। ନ୍ୟାଶନାଲ ସ୍ପୋଟର୍‌ସ କୋଡ୍ସ...

ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟ୍‌

ଆବୁଧାବି, ୭।୧୧- ଖରାପ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚରେ ବିରାଟ କୋହଲିଙ୍କ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ...

ଭାରତୀୟ କ୍ରିକେଟ ପାଇଁ ଏହି ଦିନଟି ବହୁତ ଖାସ୍‌: ୩ ପ୍ରମୁଖ ଖେଳାଳିଙ୍କ ସହ ରହିଛି ସମ୍ପର୍କ

୫ ନଭେମ୍ବର, ଭାରତୀୟ କ୍ରିକେଟ୍‌ ସହିତ ଏହି ତାରିଖର ବିଶେଷ ସମ୍ପର୍କ ରହିଛି। କାରଣ ଏହି ଦିନ ଭାରତୀୟ ଦଳର ଜଣେ ମହାନ ଖେଳାଳି ଶେଷ ମ୍ୟାଚ୍‌ ଖେଳିଥିବା ବେଳେ ଅନ୍ୟ ଜଣେ ଏହି ଦିନ ଭାରତୀୟ ଦଳ ପାଇଁ...

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ଖେଳାଳି ବାନ୍ଧିଥିଲେ କଳା ବ୍ୟାଣ୍ଡ: କାରଣ ଜାଣିଲେ ଆଖିରେ ଆସିବ ଲୁହ

ନୂଆଦିଲ୍ଲୀ,୬।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ କଳା ବ୍ୟାଣ୍ଡ ପିନ୍ଧିଥିବା ଦେଖାଯାଇଥିଲା। କ’ଣ ପାଇଁ ପୁରା ଟିମ୍‌...

କରଓ୍ବାଚୌଥ୍‌ର ଭିଡିଓ ଶେୟାରକରି ଟ୍ରୋଲ ହେଲେ ଏହି ଖେଳାଳି: ଜାଣନ୍ତୁ କାହିଁକି….

ସାରା ଦେଶରେ କରଓ୍ବାଚୌଥ୍‌ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହାକୁ ବହୁତ ଉତ୍ସାହର ସହ ପାଳନ କରିଛନ୍ତି। ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri