ଖେଳ

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ନର୍ଥଇଷ୍ଟ ୧-୦ ଗୋଲରେ ଶକ୍ତିଶାଳୀ ମୁମ୍ବାଇ ସିଟି ଏଫ୍‌ସିକୁ...

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ।...

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ଗରିବ ପରିବାରରୁ ଆସିଥିବା...

ଭାରତୀୟ ଟିମ୍‌ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ର ଗତ ତିନି ସିଜନ୍‌ରେ ୪୦୦ରୁ ଅଧିକା ରନ୍‌ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ହେଲେ ଭାରତୀୟ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିପାରୁନାହିଁ। ଅଷ୍ଟ୍ରେଲିୟା...

ପାକିସ୍ତାନର ଏହି ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅଶ୍ୱିନ; ଭାଇରାଲ ହେଉଛି ବୟାନ

ନୂଆଦିଲ୍ଲୀ,୨୧।୧୧: ଭାରତର ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପାକିସ୍ତାନର ଜଣେ ଖେଳାଳିଙ୍କ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ବୟାନ ଏବେ ଭାଇରାଲ ହେଉଛି। ପାକିସ୍ତାନ ଟିମ୍‌ର ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କ ପ୍ରଶଂସା କରି ଅଶ୍ୱିନ କହିଛନ୍ତି,...

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ ପ୍ରଦର୍ଶନର ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଏଚପିସିରେ ନିକଟରେ ଅନୁଷ୍ଠିତ ସ୍ପ୍ରିଣ୍ଟ ଏବଂ...

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧- କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଏଟିକେ ମୋହନବାଗାନ ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୧-୦ ଗୋଲରେ ପରାସ୍ତ...

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍‌ ଟେଷ୍ଟରେ ପଜିଟିଭ୍‌ ହୋଇଛନ୍ତି। ଟି୨୦ ଇଭେଣ୍ଟ ଖେଳିବା...

ହାଇତି ଫୁଟ୍‌ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ୍‌, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍‌ବଲ ମହାସଂଘ ସଭାପତି ଓ୍ବାଇଭେସ୍‌ ଜିନ୍‌ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ ଖେଳରୁ ଆଜୀବନ ବାସନ୍ଦ କରିଛି। ଜିନ୍‌ ବାର୍ଟ ନିଜ ପଦବୀର ଅପବ୍ୟହାର କରି...

ସାଉଥ ଅଷ୍ଟ୍ରେଲିଆରେ ଲକ୍‌ଡାଉନ୍‌ : ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ସମ୍ଭାବନା ବୃଦ୍ଧି

ଆଡିଲେଡ୍‌, ୨୧ା୧୨ (ପି.ଟି.)-କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ୬ ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଫଳରେ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଆକସ୍ମିକ କୋଭିଡ୍‌...

ଭାରତ-ଅଷ୍ଟ୍ରେଲିଆ ସିରିଜ: ‘ବୋଲରମାନେ ନିର୍ଣ୍ଣାୟକ ଭୂମିକା ନେବେ’

ମୁମ୍ବାଇ, ୨୧ା୧୧ (ପି.ଟି.): ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ। ଉଭୟ ଦଳରେ ବିଶ୍ୱର କେତେଜଣ ଶ୍ରେଷ୍ଠ ବୋଲର ରହିଛନ୍ତି। ସିରିଜରେ ସେମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ପୂର୍ବତନ ବାମହାତୀ ପେସ୍‌...

ଆଇପିଏଲ୍‌ର ଟିଭି ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି

ମୁମ୍ବାଇ, ୨୧ା୧୧ (ପି.ଟି.)-ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଟେଲିଭିଜନ ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ତରଫରୁ ଦାବି କରାଯାଇଛି। ଏହା ହାରାହାରି ୩୧.୫୭ ନିୟୁତରେ ପହଞ୍ଚତ୍ଛି। ବ୍ରଡକାଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri