ଗ୍ୟାଲୋରୀରେ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇ ପ୍ରପୋଜ କରୁଥିଲେ ଭାରତୀୟ ଦର୍ଶକ, ଖେଳାଳି ମାରିଲେ ତାଳି
ସିଡନୀ,୨୯।୧୧: ଆୟୋଜକ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ପୁଣି ୫୧ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ କୋହଲି ୮୯ରନ୍ର ଇଂନିଶ ଖେଳିଥିଲେ। ଅର୍ଦ୍ଧଶତକ ପରେ କୋହଲିଙ୍କ ବ୍ୟାଟିଂ ଅଧିକ ଆକ୍ରମଣାତ୍ମକ ହୋଇଥିଲା। କୋହଲି ତାଙ୍କ ଅର୍ଦ୍ଧଶତକ ଆଡକୁ...
ପୁଣି ହାରିଲା ଭାରତ, ସିରିଜ ଜିତିବା ଆଶା ଧୂଳିସାତ୍
ସିଡନୀ,୨୯।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ ୫୧ ରନରେ ବିଜୟ ହାସଳ କରିଛି। ଅଷ୍ଟ୍ରେଲିଆ ତିନିମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୨-୦ରେ ଆଗୁଆ ଜିତି ନେଇଛି। ଅଷ୍ଟ୍ରେଲିଆ ଷ୍ଟିଭ...
୯୭୮ ମ୍ୟାଚ୍ ଇତିହାସରେ ଭାରତୀୟ ଦଳର ସବୁଠୁ ଲଜ୍ଜାଜନକ ପ୍ରଦର୍ଶନ: କେନିଆ, ଜିମ୍ବାଓ୍ବେଠାରୁ ଖରାପ ବୋଲିଂ
ସିଡନୀ,୨୯।୧୧: ଭାରତୀୟ ଦଳର ବୋଲିଂ ଆକ୍ରମଣ କ୍ରମାଗତ ଭାବରେ ବିରୋଧୀ ଦଳ ଉପରେ ଚାପ ପକାଇବାରେ ଏବଂ ସେମାନଙ୍କ ଖେଳାଳିଙ୍କୁ ଆଉଟ୍ କରିବାରେ ବିଫଳ ହେଉଛି। ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍ରା ମଧ୍ୟ ପ୍ରାରମ୍ଭିକ ଉଇକେଟ ନେବାରେ ବିଫଳ...
ମ୍ୟାଚ୍ ଚାଲିଥିବାବେଳେ ହସ୍ପିଟାଲ୍ ଗଲେ ଏହି ଖେଳାଳି
ସିଡନୀ,୨୯।୧୧: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓପନର୍ ଡେଭିଡ ଓ୍ବାର୍ନର ଆହତ ହୋଇଛନ୍ତି। ତାଙ୍କ ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ମ୍ୟାଚ୍ ଚାଲିଥିବା ବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଭାରତୀୟ ପାଳିର ୪ର୍ଥ ଓଭରର ଚତୁର୍ଥ ବଲ୍ରେ ଶିଖର...
ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଆଉ ଏକ ଉପଲବ୍ଧି
ସିଡନୀ,୨୯।୧୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଛି। ଡେଭିଡ ଓ୍ବାର୍ନର ଏବଂ ଆରୋନ...
ଭାରତ ବିପକ୍ଷ ମ୍ୟାଚ୍ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍ ସ୍ମିଥ୍
ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷ...
୧୦ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ ପାକିସ୍ତାନ ଅଧିନାୟକ ! ଖବରଦାତା ସମ୍ମିଳନୀରେ ମହିଳା କହିଲେ ଏଭଳି..
ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ୍ଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ବାବର ୧୦ ବର୍ଷ ଧରି ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ସେ ଏକ ଖବରଦାତା...
ସ୍ଲୋ ଓଭର ରେଟ୍ ପାଇଁ ଭାରତକୁ ଜରିମାନା
ଦୁବାଇ, ୨୯ା୧୧ (ପି.ଟି.)-ସିଡ୍ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ମ୍ୟାଚ ଫି’ର ୨୦ ପ୍ରତିଶତ ଜରିମାନା କରାଯାଇଛି। ୬୬ରନରେ ପରାଜିତ ଏହି ମ୍ୟାଚରେ ଭାରତ...
ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ
ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି...
ରେସ୍ଲର ନରସିଂହଙ୍କୁ କରୋନା
ସୋନେପତ, ୨୯ା୧୧ (ପି.ଟି.)-ଡୋପିଂ ପାଇଁ ୪ ବର୍ଷ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗନେବା ଲକ୍ଷ୍ୟରେ ଥିବା ରେସଲ୍ର ନରସିଂହ ଯାଦବ ଶନିବାର କୋଭିଡ୍୍ ଟେଷ୍ଟରେ ପଜିଟିଭ ହୋଇଛନ୍ତି। ଗ୍ରୀକୋ ରୋମାନ ରେସ୍ଲର ଗୁରପ୍ରୀତ୍...
ମହିଳା ବିଗ୍ ବାସ୍ ଲିଗ୍: ସିଡ୍ନୀ ଥଣ୍ଡରକୁ ଦ୍ୱିତୀୟ ଟାଇଟଲ୍
ସିଡନୀ,୨୯।୧୧: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ରେ ସିଡ୍ନୀ ଥଣ୍ଡର ଏଥର ଚାମ୍ପିୟନ ହୋଇଛି। ଶନିବାର ସ୍ଥାନୀୟ ନର୍ଥ ସିଡ୍ନୀ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ସିଡ୍ନୀ ଥଣ୍ଡର ୭ ଉଇକେଟରେ ମେଲବୋର୍ନ ଷ୍ଟାର୍ସକୁ...
ଆଇଏସ୍ଏଲ୍: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍ପୁର
ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍ ଓ ଜାମ୍ଶେଦପୁର ଏଫ୍ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ ଏହି ଦୁଇ ଦଳ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍ରେ ରବିବାର ପରସ୍ପରକୁ ଭେଟିବେ। ଏହି...
Archives


