ଖେଳ

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ ବିଳମ୍ବିତ ହେବାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବା ୨୦୦...

ସ୍କାନ ପାଇଁ ହସ୍ପିଟାଲରେ ଆହତ ଓ୍ବାର୍ନର

ସିଡ୍‌ନୀ,୩୦।୧୧(ପି.ଟି.): ଅଷ୍ଟ୍ରେଲିଆ ବିସ୍ଫୋରକ ଓପନର ଡେଭିଡ୍‌ ଓ୍ବାର୍ନର ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ଖେଳିବା ଅବସରରେ ଆହତ ହୋଇଛନ୍ତି। ରବିବାର ସେ ଗ୍ରୋନ୍‌ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ସେ ସୀମିତ ଓଭର ସିରିଜର ବାକି ମ୍ୟାଚ୍‌ଗୁଡିକରୁ ବାଦ୍‌ ପଡିବା...

ଘରୋଇ ସିଜନ ପାଇଁ ବିସିସିଆଇର ବ୍ଲୁ ପ୍ରିଣ୍ଟ: ଡିସେମ୍ବର ୨୦ରୁ ମୁସ୍ତାକ ଅଲି , ଜାନୁୟାରୀ ୧୧ରୁ ରଣଜୀ ଟ୍ରଫି

ମୁମ୍ବାଇ,୩୦।୧୧(ପି.ଟି.): କୋଭିଡ୍‌-୧୯ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ବିସିସିଆଇ ଘରୋଇ ସେସନ ଆରମ୍ଭ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଡିସେମ୍ବର...

ଟପ୍ସ କୋର୍‌ ଗ୍ରୁପ୍‌ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)- ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ସମେତ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି ଇର୍ଫାନ ଓ ଜାଭେଲିନ୍‌ ଥ୍ରୋୟର ଶିବପାଲ୍‌ ସିଂ...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହେବା...

ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)-କୋଭିଡ୍‌ ଯୋଗୁ ଜୈବସୁରକ୍ଷିତ ପରିବେଶ ମଧ୍ୟରେ ରବିବାର ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଥିଓପିଆର ଆମେଡଓ୍ବର୍କ ଓ୍ବାଲେନ୍‌ ଏବଂ ୟାଲେନ୍‌ଜର୍ଫ ୟେହୁଲା ଯଥାକ୍ରମେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ଓ୍ବାଲର୍‌ଡ...

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ ଏବଂ ୫୧ବର୍ଷୀୟ ରୟ ଜୋନ୍ସ ଜୁନିୟରଙ୍କ ମଧ୍ୟରେ ଶନିବାର ଏକ ପ୍ରଦର୍ଶନୀ ବାଉଟ୍‌...

ମୌରିସିଓଙ୍କ ଡବଲ ଗୋଲ ସମ୍ମାନ ରଖିଲା: ଓଡ଼ିଶା ଏଫସି-ଜାମସେଦପୁର ଏଫସି ମ୍ୟାଚ ଡ୍ର

ଭାସ୍କୋ, ୩୦।୧୧-  ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ ରହିବାସତ୍ତ୍ୱେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚକୁ ଓଡ଼ିଶା ଏଫସି ୨-୨ରେ ଡ୍ର ରଖିବାରେ...

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୫୯ତମ ଟାଇଟଲ

ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ବାଙ୍କି ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ଜନିତ ଦୀର୍ଘ ୯ ମାସର...

ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ

ସାଖିର (ବାହାରିନ୍‌), ୩୦ା୧୧ (ଏପି)-ରବିବାର ଅନୁଷ୍ଠିତ ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟରରେସିଂ ଆରମ୍ଭରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହାସ୍‌ ଟିମ୍‌ର ରୋମେନ ଗ୍ରସ୍‌ଜେଁ। ପ୍ରଥମ ଲ୍ୟାପ୍‌ରେ ୩୪ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭରଙ୍କ ହାତମୁଠା ଖସିଯାଇଥିଲା। ତାଙ୍କ କାର୍‌ଟି...

ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡ୍‌ନୀ, ୩୦।୧୧-  ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ୫୧ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ୨-୦ରେ ଅଗ୍ରଣୀ ଲାଭ କରି ୩ ମ୍ୟାଚ ବିଶିଷ୍ଟ ସିରିଜକୁ...

ଗ୍ୟାଲୋରୀରେ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇ ପ୍ରପୋଜ କରୁଥିଲେ ଭାରତୀୟ ଦର୍ଶକ, ଖେଳାଳି ମାରିଲେ ତାଳି

ସିଡନୀ,୨୯।୧୧: ଆୟୋଜକ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ପୁଣି ୫୧ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କୋହଲି ୮୯ରନ୍‌ର ଇଂନିଶ ଖେଳିଥିଲେ। ଅର୍ଦ୍ଧଶତକ ପରେ କୋହଲିଙ୍କ ବ୍ୟାଟିଂ ଅଧିକ ଆକ୍ରମଣାତ୍ମକ ହୋଇଥିଲା। କୋହଲି ତାଙ୍କ ଅର୍ଦ୍ଧଶତକ ଆଡକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri