ଓଡ଼ିଶା ଏଫସିର ଚତୁର୍ଥ ପରାଜୟ
ବାମ୍ବୋଲିମ୍, ୧୨।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସିର ପରାଜୟ ଧାରା ଜାରି ରହିଛି। ଭୁବନେଶ୍ୱର ଭିତ୍ତିକ ଏହି ଦଳ ଖେଳିଥିବା ୫ ମ୍ୟାଚରୁ ଶନିବାର ୪ର୍ଥ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଇଗର ଆଙ୍ଗୁଲାଙ୍କ ଗୋଲ ବଳରେ ଏଫସି...
ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର
ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ ବର୍ଷ ମାର୍କେଟରେ ଲଞ୍ଚ ହେଉଥିବା କାରକୁ କିଣନ୍ତି କୋହଲି। ତେବେ ତାଙ୍କର ପ୍ରଥମ...
ବାପାଙ୍କ ମନ୍ତବ୍ୟରେ ଏକମତ ନୁହନ୍ତି ଯୁବରାଜ
ନୂଆଦିଲ୍ଲୀ, ୧୨।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ବାପା ଯୋଗରାଜ ସିଂ ଦେଇଥିବା ମନ୍ତବ୍ୟ ସହ ଏକମତ ନ ଥିବା ସ୍ପଷ୍ଟ କରିଛନ୍ତି। କୃଷକଙ୍କ ପାଇଁ...
ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ଅନୁଯାୟୀ ପରିବାର ଏବଂ ବନ୍ଧୁଙ୍କ ଗହଣରେ...
ଖାତିର କରୁ ନ ଥିବା ସତ୍ତ୍ୱେ ହେଜଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବରାଜ: ବନ୍ଧୁଙ୍କୁ ଦେଇଥିଲେ ଏହି ଧମକ
ନୂଆଦିଲ୍ଲୀ,୧୨।୧୨: କ୍ରିକେଟର-ବଲିଉଡ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ କିଛି ନୂଆ କଥା ନୁହେଁ। ଅତିତରେ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ଡେଟ୍ କରିଥିଲେ ହେଁ କିଛି ବିବାହ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଏବଂ ହେଜଲ କିଚଙ୍କ ଯୋଡ଼ି...
ବୁମରାହ, କ୍ୟୁମିନ୍ସ କିମ୍ବା ଷ୍ଟାର୍କ ନୁହନ୍ତି; ଆଫଗାନିସ୍ତାନର ଏହି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୨।୧୨: କ୍ରିକେଟର ଭଗବାନ କୁହାଯାଉଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ନିଜ କ୍ୟାରିୟରରେ ଅନେକ ବୋଲରଙ୍କ ବଲ୍କୁ ଖେଳିଛନ୍ତି। ସେନ ଓ୍ବାର୍ନ, ମୁଥୟା ମୁରଲୀଧରନ୍, ଗ୍ଲୋନ୍ ମୈକ୍ସୋ, ଓ୍ବକାର ୟୁନିସ, ଓ୍ବାସିମ୍ ଅକ୍ରମ ଏବଂ ଏଲନ୍ ଡୋନାଲ୍ଡଙ୍କ ଭଳି ଦିଗ୍ଗଜଙ୍କ ବଲ୍ରେ ଚଉକା-ଛକା...
ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ପେସ୍
କୋଲକାତା, ୧୨ା୧୨ (ପି.ଟି.)- ଭାରତୀୟ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି। ଜଣେ ପ୍ରଫେସନାଲ ଖେଳାଳି ହିସାବରେ ୨୦୨୦ ତାଙ୍କର ଶେଷବର୍ଷ ହେବ ବୋଲି ୨୦୧୯ ଖ୍ରଷ୍ଟମାସ୍ ଡେ’ରେ ସେ...
ଡି’କକ୍ ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ
ଜୋହାନ୍ସବର୍ଗ, ୧୨ା୧୨ (ପି.ଟି.)- ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍ଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ୧୬ ଜଣିଆ ଦଳରେ ୩ଜଣ ନୂଆ ଖେଳାଳି...
ନିକୋଲ୍ସଙ୍କ ଅପରାଜିତ ଶତକ
ଓ୍ବେଲିଂଟନ, ୧୨ା୧୨ (ଏପି)-ସ୍ଥାନୀୟ ବେସିନ ରିଜର୍ଭଠାରେ ଶୁକ୍ରବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ଉଇକେଟ ବିନିମୟରେ ୨୯୪ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ...
୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି
ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨- ୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପକ୍ଷରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ଏହି ମେଗା ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ଗତବର୍ଷ ଘୋଷଣା କରାଯାଇଥିଲା।...
ଯୁବରାଜଙ୍କୁ ୩୯ : ୬ ବଲରେ ୬ଟି ଛକ୍କା ମାରି ରଚିଥିଲେ ଇତିହାସ
ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ ପ୍ରଶଂସକ ସ୍ନେହରେ ଯୁବି ବୋଲି ଡାକିଥାନ୍ତି। ୨୦୦୭ରେ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ରେ ଯୁବରାଜ...
କ୍ୟାନସର୍ ଆଶଙ୍କା କମ କରେ ଏହି ପରିବା
ବ୍ରୋକଲି ଏକ ଲୋକପ୍ରିୟ ପରିବା ହୋଇ ନ ଥିଲେ ମଧ୍ୟ ଶୀତଦିନେ ଏହା ବହୁଳ ମାତ୍ରାରେ ମିଳିଥାଏ। ବ୍ରୋକଲି ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିଫରେ ପ୍ରୋଟିନ୍, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍, ଆଇରନ୍, ଭିଟାମିନ-ମ, ସି ଏବଂ ଅନେକ...
Archives


