ଖେଳ

ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହେଲେ ଚହଲ

ନୂଆଦିଲ୍ଲୀ,୨୨।୧୨: ବିଦେଶୀ ହେଉ କି, ଦେଶୀ ବ୍ୟାଟ୍ସମ୍ୟାନଙ୍କୁ ଗୁଗଲିର ହଇରାଣ କରୁଥିବା ଭାରତୀୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରେମିକାଙ୍କ ଗୁଗ୍‌ଲିର ଶିକାର ହୋଇଛନ୍ତି। ଏହି ଲେଗ୍‌ ସ୍ପିନର ମଙ୍ଗଲବାର ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଦୀର୍ଘ ଦିନର...

ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍‌; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ

ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଟିମ୍‌ର ପୂର୍ବ ଓପନର୍‌...

୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍‌ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ

ସିଡ୍‌ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ ଟେଷ୍ଟ କ୍ୟାପକୁ କିଣିବା ଲାଗି ସ୍ଥାନୀୟ ବ୍ୟବସାୟୀ ପିଟର ଫ୍ରିଡମ୍ୟାନଙ୍କୁ ଖର୍ଚ୍ଚ କରିବାକୁ...

ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା

ନୂଆଦିଲ୍ଲୀ,୨୨।୧୨: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମୁମ୍ବାଇରେ କୋଭିଡ୍‌-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସ୍ଥାନୀୟ ନିୟମ ସମ୍ପର୍କରେ ଅବଗତ ନ ଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସିଏସ୍‌କେ ଷ୍ଟାରଙ୍କ ପକ୍ଷରୁ କୁହାଯାଇଛି। ଜେଡ୍‌ବ୍ଲ୍ୟୁ...

ପାକିସ୍ତାନକୁ ସାନ୍ତ୍ୱନାମୂଳକ ବିଜୟ

ନାପିଅର,୨୨।୧୨: ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ୩ୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ହାସଲ କରିଛି ସାନ୍ତ୍ୱନାମୂଳକ ବିଜୟ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଟି୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ପ୍ରଥମେ...

କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ ସମେତ ୪୩ ଜଣ ଏକ କ୍ଲବ୍‌ରେ ନାଚଗୀତରେ ମାତିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ ରିତିକା ୨୧ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଦମ୍ପତି...

ପ୍ରାଣୀଙ୍କ ସହ ସମୟ ବିତାଉଛନ୍ତି ଟିମ୍‌ ଇଣ୍ଡିଆର ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟଶ୍‌ ଆୟର ଆଇପିଏଲ୍‌ରେ ନିଜ ଦଳକୁ ଫାଉନାଲକୁ ନେଇ ପାରିଥିଲେ। ମାତ୍ର ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ୍‌ରେ ସେ ସେମିତି କିଛି କମାଲ କରିପାରିଲେ ନାହିଁ। ଏହି କାରଣ ପାଇଁ ତାଙ୍କୁ ଟେଷ୍ଟ ମ୍ୟାଚ୍‌ରେ ସ୍ଥାନ...

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌: ଭାରତୀୟ ପୁରୁଷ ୪, ମହିଳା ୯

ଲାଉସାନେ (ସୁଇଜରଲାଣ୍ଡ), ୨୨।୧୨(ପି.ଟି.)- କୋଭିଡ୍‌-୧୯ ମହାମାରୀ ପାଇଁ ବର୍ଷର ଅଧିକାଂଶଭାଗ ଖେଳ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏଫଆଇଏଚ୍‌ (ଅନ୍ତର୍ଜାତୀୟ ହକି ଫେଡେରେଶନ) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ୪ର୍ଥ ଓ ମହିଳା ଦଳ ୯ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି।...

ବକ୍ସିଂ ଡେ’ ଟେଷ୍ଟ: ବିହାରୀଙ୍କ ସ୍ଥାନରେ ଖେଳିପାରନ୍ତି ଜାଡେଜା

ଆଡିଲେଡ୍‌, ୨୨ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ରବୀନ୍ଦ୍ର ଜାଡେଜାଙ୍କ ଅଗ୍ରଗତି ଉପରେ ନଜର ରଖିଛି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ। ମ୍ୟାଚ ପୂର୍ବରୁ ଯଦି ଅବା ସେ ଫିଟ୍‌ ମନେ ହୁଅନ୍ତି ତେବେ ତାଙ୍କୁ ହନୁମା ବିହାରୀଙ୍କ...

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ। ସମ୍ମାନଜନକ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସ ସମେତ ବ୍ୟାଙ୍କକ୍‌ରେ ଖେଳାଯିବାକୁଥିବା ୩ଟିି ଟୁର୍ନାମେଣ୍ଟରେ...

କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ ଜ୍ୟାକ୍ସ କାଲିସଙ୍କୁ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଦଳ ଜାନୁୟାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri