ଖେଳ

ଅଙ୍କିତାଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ମେଲେବୋର୍ନ, ୨୦ା୨ (ପି.ଟି.)- ରୁୁଷୀୟ ପାର୍ଟନର କାମିଲା ରାକ୍ଷିମୋଭାଙ୍କ ସହ ଫିଲିପ୍‌ ଆଇଲାଣ୍ଡ ଟ୍ରଫି ହାସଲ କରିବା ଦ୍ୱାରା ଭାରତର ଅଙ୍କିତା ରାଇନା ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ଏହା ଦ୍ୱାରା ତାଙ୍କର ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର…

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୦ା୨: ରୟ କ୍ରିଷ୍ଣାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଶୁକ୍ରବାର ମ୍ୟାଚରେ ଟେବୁଲ ଟପ୍ପର ଏଟିକେ ମୋହନବାଗାନ ୩-୧ ଗୋଲ୍‌ରେ ଏସ୍‌ସି ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। କ୍ରିଷ୍ଣା ୧୫ତମ ମିନିଟ୍‌ରେ ପ୍ରଥମ ଗୋଲ…

୨୨ରୁ ଚନ୍ଦ୍ରଭାଗା ବିଚ୍‌ରେ ସିଆଇଆଇ ବିଚ୍‌ ସକର

ଭୁବନେଶ୍ୱର,୨୦।୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ବିଚ୍‌ ସକର ୨୦୨୧’ ଆୟୋଜନ ହେବାକୁ ଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରୁ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି…

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା ପରେ ସେ ପ୍ରବଳ ଭାବେ ଡିପ୍ରେଶନକୁ ଚାଲିଯାଇଥିଲେ। ଏପରି କି ଭିଡ଼ ମଧ୍ୟରେ ମଧ୍ୟ…

ଅଷ୍ଟ୍ରେଲିଆନ୍‌ ଓପନ : ଜୋକୋଭିଚ୍‌ – ମେଡଭେଡେଭ ଫାଇନାଲ

ମେଲବୋର୍ନ,୨୦।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ସର୍ବିୟାର ଟପ୍‌ ସିଡ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ଚତୁର୍ଥ ସିଡ୍‌ ରୁଷିଆରେ ଡାନିଲି ମେଡଭେଡେଭ ପରସ୍ପରକୁ…

ଅଷ୍ଟ୍ରେଲିଆନ ଓପନ୍‌: ମେର୍ଟେନ୍ସ- ସାବାଲେଙ୍କା ମହିଳା ଡବଲ୍ସ ଚାମ୍ପିୟନ

ମେଲବୋର୍ନ,୨୦।୨(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଯୋଡି ଏଲିସ ମେର୍ଟେନ୍ସ ଓ ଅରିନା ସାବାଲେଙ୍କା ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ବେଲଜିୟମର ମେର୍ଟେନ୍ସ ଓ ବେଲାରୁଷର ସାବାଲେଙ୍କା ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ତୃତୀୟ…

୨୦୨୧ ଆଇପିଏଲ୍‌ : ଟାଇଟଲ ପ୍ରାୟୋଜକ ଭାବେ ଭିଭୋର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୨(ପି.ଟି.): ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଟାଇଟଲ ପ୍ରାୟୋଜକ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। ଏଥିସହିତ…

‘୧୫ କୋଟି ଟଙ୍କା ନ୍ୟୁଜିଲାଣ୍ଡ ଡଲାରରେ କେତେ ମୋତେ ଜଣା ନ ଥିଲା’

ଖ୍ରୀଷ୍ଟଚର୍ଚ୍ଚ, ୧୯।୨ : ଆଇପିଏଲ ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ ମୋତେ ୧୫ କୋଟି ଟଙ୍କାର ମୂଲ୍ୟ ନ୍ୟୁଜିଲାଣ୍ଡ ଡଲାରରେ କେତେ ଜଣା ନ ଥିଲା। ଆଇପିଏଲ ଇତିହାସରେ ନ୍ୟୁଜିଲାଣ୍ଡର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହେବା ପରେ ଏଭଳି…

ପଡ଼ିଆକୁ ଓହ୍ଲାଇଲେ ଧୋନୀ

କ୍ରିକେଟ ନୁହେଁ ଫୁଟ୍‌ବଲ ପଡ଼ିଆରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଅବସରପ୍ରାପ୍ତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ଜୁହୁ ସ୍ଥିତି ଫୁଟବଲ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିବା ପାଇଁ ଧୋନୀ ପହଞ୍ଚିଛନ୍ତି। ତାଙ୍କ ସହ ବଲିଉଡ୍‌ର ବହୁ ନାମୀ ଅଭିନେତା…

କାହିଁକି ଅଲୋଡ଼ା ରହିଲେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ

ଚେନ୍ନାଇ, ୧୯।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଶେଷ ହୋଇସାରିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ୫୭ ଖେଳାଳିଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଥିଲାବେଳେ ଅଲୋଡ଼ା ହୋଇଯାଇଥିଲେ ଭଳି ବହୁ ଅନ୍ତର୍ଜାତୀୟ ତାରକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ଏହାର କାରଣ ଜାଣିବା ପାଇଁ…

ଆଇପିଏଲ ପାଇଁ ଜାତୀୟ ଦଳରୁ ଖେଳିବାକୁ ମନା କଲେ ପ୍ରସିଦ୍ଧ ଖେଳାଳି

ଢାକା, ୧୯।୨ : ଆସନ୍ତା ଅପ୍ରିଲ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ। ସମାନ ସମୟରେ ଅନୁଷ୍ଠିତ ହେବ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତିର୍ଜାତୀୟ ଟେଷ୍ଟ ଓ ଦିନିକିଆ ସିରିଜ। ଏହି…

କୋହଲିଙ୍କ ଖୁଲାସା: ଡିପ୍ରେସନ୍‌କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…

ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ ଭାରତୀୟ କ୍ରିକେଟରମାନେ ଚାପରେ ରହିଥାନ୍ତି। ସେଭଳି ଏକ ସମୟରେ ଡିପ୍ରେସନ ଦେଇ ଗତି କରିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri