ଖେଳ

‘ଶୁଟର ଦିଦି’ ଚାନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-କରୋନା ସଂକ୍ରମିତ ବୟୋଜ୍ୟେଷ୍ଠ ଶୁଟର ଚାନ୍ଦ୍ରୋ ତୋମାରଙ୍କ ସ୍ଥାନୀୟ ଏକ ହସ୍ପିଟାଲରେ ପରଲୋକ ଘଟିଛି। ଉତ୍ତରପ୍ରଦେଶ ରାଜ୍ୟର ବାଗ୍‌ପାତ ବାସିନ୍ଦା ୮୯ ବର୍ଷୀୟା ଏହି ଶୁଟର ‘ଶୁଟର ଦିଦି’ ଭାବେ ପରିଚିତ ଥିଲେ। ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେବାରୁ…

ଆଇପିଏଲ୍‌ରେ କୋଭିଡ୍‌ର କଳାବାଦଲ: ବିଦେଶୀ ଖେଳାଳିଙ୍କୁ ପଠାଇବା ବ୍ୟବସ୍ଥା କରିବ ବିସିସିଆଇ

ନୂଆଦିଲ୍ଲୀ/ମେଲବୋର୍ନ,୨୮ା୪(ପି.ଟି.)-ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଦେଶୀ ଖେଳାଳିଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଛି। ସଂକ୍ରମିତଙ୍କ ଲାଗି ଦେଶରେ ଅକ୍ସିଜେନ…

ନଟରାଜନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ, ୨୮ା୪ (ପି.ଟି.)- ଭାରତର ୟର୍କର ସେନ୍‌ସେସନ ଟି. ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଚଳିତବର୍ଷ ପ୍ରଥମ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଚଳିତ ଆଇପିଏଲ-୧୪ ସିଜନରେ ନଟରାଜନ ତାଙ୍କ ଫ୍ରାଞ୍ଚାଇଜ୍‌ ସନରାଇଜର୍ସ…

କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ସ୍କଟ୍‌ କଗ୍‌ଲିିନ୍‌

ଅହମଦାବାଦ, ୨୮।୪(ପି.ଟି.)-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ର ଅବଶିଷ୍ଟ ଅଂଶ ପାଇଁ କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲର ସ୍କଟ କଗ୍‌ଲିନ୍‌ଙ୍କୁ ଦଳରେ ସାମିଲ କରିଛି। ଦେଶରେ ଦ୍ୱିତୀୟ କୋଭିଡ୍‌ ଲହର ପାଇଁ ଅଷ୍ଟ୍ରେଲିଆର ରିଚାର୍ଡସନ ଓ…

ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ: ମୋର୍ଗାନ

ଅହମଦାବାଦ, ୨୮ା୪ (ପି.ଟି.)- କୋଭିଡ୍‌ ପାଇଁ ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ ବୋଲି କହିଛନ୍ତି ଇଂଲଣ୍ଡ ଓ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ। ଅତୀତରେ ବୁନ୍ଦେସ ଲିଗା ଓ ପ୍ରିମିୟର ଲିଗ୍‌ ଖେଳାଯାଇଛି। ବର୍ତ୍ତମାନ ଆଇପିଏଲ୍‌ ସେହି ମାର୍ଗରେ…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ଗୋଆ- ଅଲ୍‌ ରାୟାନ ମ୍ୟାଚ ଡ୍ର

ଗୋଆ,୨୮।୪: ଚଳିତ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ ଏଫ୍‌ସି ଗୋଆ ଆଉ ଏକ ମ୍ୟାଚ୍‌ ଡ୍ର ରଖିଛି। ଫାଟୋର୍ଡାସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କାତାର କ୍ଲବ ଅଲ୍‌ ରାୟାନ ବିପକ୍ଷ ମ୍ୟାଚ୍‌କୁ ଗୋଆ ୧-୧ ଗୋଲ୍‌ ବ୍ୟବଧାନରେ ଡ୍ର ରଖିଛି।…

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେନି ଲିପେର

ମୋନାକୋ,୨୮।୪(ଏପି): ଆମେରିକୀୟ ପାରା ଅଲିମ୍ପିକ ଧାବକ ବ୍ଲାକ ଲିପେରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି। ଏ ନେଇ ସେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ପ୍ରତ୍ୟାଖ୍ୟାନ କରିଛି। ତାଙ୍କର ଦୁଇଟି ନକଲି ବା କୃତ୍ରିମ…

କୋଭିଡ୍‌-୧୯ ଲଢ଼େଇ: କୁମିନ୍ସଙ୍କ ପରେ ଲି’ଙ୍କ ବଦାନ୍ୟତା

ନୂଆଦିଲ୍ଲୀ,୨୮।୪(ପି.ଟି.): ଭାରତର କୋଭିଡ୍‌- ୧୯ ମହାମାରୀ ଲଢେଇରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ବିଶ୍ୱର ୧ ନମ୍ବର ବୋଲର ନିଜ ଦେଶର ପ୍ୟାଟ୍‌ କୁମିନ୍ସଙ୍କଠାରୁ ପ୍ରେରଣା ପାଇ ସେ କରୋନା ଲଢେଇରେ ଭାରତକୁ ସାହାଯ୍ୟ…

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ…

ଆରସିବିକୁ ବଞ୍ଚାଇ ଦେଲେ ସିରାଜ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ ବିଜୟ ଲକ୍ଷ୍ୟ ହାସଲ କରିବା ଆହୁରି କଷ୍ଟକର ହୋଇଥିଲା। କିନ୍ତୁ ଶେଷ ଭଲ ପର୍ଯ୍ୟନ୍ତ…

ଡି’ ଭିଲର୍ସଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ

ଅହମ୍ମଦାବାଦ,୨୭।୪ : ଏବି ଡି’ଭିଲର୍ସଙ୍କ କ୍ୟାରିୟରରେ ଯୋଡ଼ି ହୋଇଛି ନୂଆ ରେକର୍ଡ। ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୭୫ ରନ୍‌ର ଅପରାଜିତ ଇନିଂସ ଅବସରରେ ଏହି ରେକର୍ଡ କରିଛନ୍ତି…

ଅନ୍ତିମ ଓଭରରେ ସ୍ଥିତି ବଦଳି ଦେଲେ ଡି’ ଭିଲର୍ସ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚି ପାରିବ ଲାଗୁ ନ ଥିଲା। କିନ୍ତୁ ଅନ୍ତିମ ଓଭରରେ ସ୍ଥିତି ବଦଳି ରଖି ଦେଇଥିଲେ ଏବି ଡି’ ଭିଲର୍ସ। ମାର୍କସ ଷ୍ଟୋଇନିସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?