Posted inଖେଳ

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ ସପ୍ତାହରେ ଉଭୟ ବିବାହ କରିଥିଲେ ଏବଂ ଏବେ ବିବାହ ଫଟୋ ଭାଇରାଲ ହୋଇଛି। ହାଟୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ଶେୟାର କରିଛନ୍ତି। ଆଦାମ ଜାମ୍ପା ଏବଂ ହାଟୀଙ୍କ ବିବାହ ଦୁଇଥର ସ୍ଥଗିତ ରହିଥିଲା। ଏହାର କାରଣ ଥିଲା କରୋନା। କିନ୍ତୁ ଶେଷରେ ଉଭୟଙ୍କ ହାତ ଗଣ୍ଠି ପଡିଛି।
ଜାମ୍ପା ଏବଂ ହାଟୀ ପାଲମେର୍‌ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ଉଭୟ ପ୍ରାୟତଃ ଭ୍ରମଣରେ ଯାଆନ୍ତି। ୨୦୧୭ରେ ଜାମ୍ପା ପୁଣେ ସୁପରଜିଆଣ୍ଟ ଦଳର ଅଂଶ ଥିବାବେଳେ ହାଟୀ ତାଙ୍କ ସହ ଭାରତ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାକାର ରାଲି ମୋଟରସାଇକ୍ଲିଷ୍ଟଙ୍କ ମୃତ୍ୟୁ

ଜେଦାହ (ସୌଦି ଆରବ), ୧୬ା୧ (ଏପି)- ଡାକାର ରାଲିର ଜଣେ ରେସର ପିଏରେ ଚେର୍ପିନଙ୍କର ମୃତ୍ୟୁ ଘଟିଛି। ୪ଦିନ ପୂର୍ବେ ହା’ଇଲ୍‌୍‌ଠାରୁ ସାକାକା ମଧ୍ୟରେ ୭ମ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଫାଇନାଲରେ ଶିବ, ପୂଜା

ଟୋକିଓ,୩୦।୧୦(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକଧାରୀ ଶିବ ଥପ୍ପା (୬୩ କେଜି) ଓ ପୂଜାରାଣୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ବକ୍ସିଂ...

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ...

ଲଗାତର ୭ମ ମ୍ୟାଚ୍‌ ଜିତିଲା ଶାହରୁଖଙ୍କ ନାଇଟ୍‌ ରାଇଡର୍ସ ଦଳ

ତ୍ରିନିଦାଦ୍‌, ୨।୯: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୨୧ତମ ମ୍ୟାଚ୍‌ରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ବିଜୟ ଲାଭ କରିଛି। ଏହି ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ ୧୯...

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ...

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ...

ଚେନ୍ନାଇରେ ଧୋନି-ନୀତୀଶ ମୁହାଁମୁହିଁ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ଏହି ମ୍ୟାଚ ଚେନ୍ନାଇର ଏମଏ...

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

Advertisement
Archives

Model This Week