ସିନ୍ଧୁ ସୁଇସ୍ ଓପନ ଫାଇନାଲରେ
ବାସେଲ, ୭ା୩ (ପି.ଟି.)-ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ସୁଇସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ଏକ ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ସିନ୍ଧୁ ୨୨-୨୦, ୨୧-୧୦ରେ ଚତୁର୍ଥ ସିଡ୍ ତଥା…
ଟେଷ୍ଟ ଚାମ୍ପିୟନଶିପ୍ ତାଲିକା ଶୀର୍ଷରେ ଭାରତ
ଦୁବାଇ,୭।୩(ପି.ଟି.): ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍ର ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି।…
ୟୁରୋପ ଗସ୍ତ: ଭାରତ- ବ୍ରିଟେନ ହକି ମ୍ୟାଚ୍ ଡ୍ର
ଆଣ୍ଟରେପ,୭।୩(ପି.ଟି.): ୟୁରୋପ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ତା’ର ତୃତୀୟ ମ୍ୟାଚ୍ରେ ଗ୍ରେଟ୍ ବ୍ରିଟେନକୁ ଭେଟିଥିଲା। ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ବ୍ରିଟେନ ତରଫରୁ ଆଲାନ ଫୋରସିଥ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେଇ ଦଳକୁ…
ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍: ପୁରୁଷରେ ଓଡ଼ିଶା, ୟୁପି, ଏମ୍ପି, ଗୁଜରାଟ, ଆନ୍ଧ୍ର, ପଶ୍ଚିମବଙ୍ଗ ବିଜୟୀ
ଭୁବନେଶ୍ୱର,୭।୩(ସ୍ପୋର୍ଟ୍ସ ବ୍ୟୁରୋ): କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍ରେ ଶନିବାର ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍ଗୁଡିକରେ ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଞ୍ଚଳ, ଗୁଜରାଟ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବିଜୟୀ…
ଟେଷ୍ଟ ଚାମ୍ପିୟଶିପ୍: ଲଡର୍ସରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ
ନୂଆଦିଲ୍ଲୀ,୬।୩: ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍ର ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ସହ ଫାଇନାଲରେ ପ୍ରବେଶ କରିଛି। ଭାରତ ମୋଟ ଉପରେ…
ଏପ୍ରିଲ ୯ରୁ ଆଇପିଏଲ୍
ନୂଆଦିଲ୍ଲୀ, ୬ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ ଶେଷ ହେବାର ୧୨ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୧ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ପକ୍ଷରୁ ସୂଚନା…
ବିଜୟ ସହ ରେକର୍ଡ କଲେ କୋହଲି, ଏହି ଅଷ୍ଟ୍ରେଲିୟ ଅଧିନାୟକଙ୍କୁ…
ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଚମକିଛି ଭାରତୀୟ ଟିମ୍। ଦଳ ଇଂଲଣ୍ଡକୁ ଗୋଟିଏ ପାଳି ଏବଂ ୨୫ ରନ୍ ବ୍ୟବଧାନରେ ପରାଜିତ କରି ୩-୧ରେ ସିରିଜ ବିଜେତା ହୋଇଛି। ଏଥିସହ ଅଧିନାୟକ ବିରାଟ କୋହଲି ନିଜ ନାମରେ ଏକ ରେକର୍ଡ…
ଭାରତ ନଂ-୧
ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଗୋଟିଏ ପାଳି ଏବଂ ୨୫ରନ୍ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛି ଭାରତ। ଏହି ଜିତ୍ ପରେ ଦଳ ଆଇସିସି ଟେଷ୍ଟ ଟିମ୍ ର଼୍ୟାକିଂର ଶୀର୍ଷସ୍ଥାନରେ ସ୍ଥିତି…
ପନ୍ତଙ୍କୁ ନେଇ ଏହି ବଡ଼ ବୟାନ ଦେଲେ ରୋହିତ ଶର୍ମା, କହିଲେ…
ଅହମ୍ମଦାବାଦ,୬।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୧୮ ବଲ୍ରେ ୧୦୧ରନ୍ କରି ଭାରତକୁ ମଜଭୂତ ସ୍ଥିତିକୁ ଆଣିଥିଲେ କ୍ରିକେଟର ରିଷଭ ପନ୍ତ। ଏହାକୁ ନେଇ ତାଙ୍କର ପ୍ରଶଂସା କରାଯାଉଥିବାବେଳେ ଭାରତୀୟ କ୍ରିକେଟର ରୋହିତ ଶର୍ମା ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।…
ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି, ରହିଛି ଏଭଳି ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୬।୩: ଜଣେ କ୍ରିକେଟରଙ୍କ ପାଇଁ ଶୂନରେ ଆଉଟ୍ ହେବା ଲଜ୍ଜାଜନକ ହୋଇଥାଏ। ଯଦି କେହି ଲଗାତାର ନିରାଶ କରନ୍ତି ତେବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡେ। ଏପରିସ୍ଥଳେ ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ବିରାଟ କୋହଲି…
ଧୋନିଙ୍କୁ ମିଳିଲା ନୂଆ ସମ୍ମାନ
ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋ-ପାଳକ ସମ୍ମାନ ମିଳିଛି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ…
ଏହି ସୁନ୍ଦରୀଙ୍କ ହାତ ଧରିବେ ବୁମ୍ରା! ଜାଣନ୍ତୁ କିଏ ସେ, କ’ଣ ହେଉଛି ଚର୍ଚ୍ଚା
ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍ରାଙ୍କ ବିବାହ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଅଧିନାୟକ ବିରାଟ କୋହଲିଙ୍କ ଭଳି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ବିବାହ କରିବା ବିଷୟରେ ଚିନ୍ତା କରୁଛନ୍ତି। ଏସବୁ ମଧ୍ୟରେ ଯୁବତୀଜଣଙ୍କ କିଏ ତାହା ସ୍ପଷ୍ଟ ହୋଇ…
Archives


