ଇତିହାସ ରଚିଲା ପାକିସ୍ତାନ
ଜୋହାନ୍ସବର୍ଗ,୧୧।୪: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପାକିସ୍ତାନୀ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଜିତିଛି। ଚାରି ମ୍ୟାଚ ବିଶିଷ୍ଟ ଟି…
ସେତେବେଳେ ୮ ବର୍ଷର ଥିଲେ ପୃଥ୍ବୀ; ଏବେ ଧଓ୍ବନଙ୍କ ସହ ମିଶି…
ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ରନ୍ର ବର୍ଷା ହୋଇଥିଲା। ମୁମ୍ବାଇର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ଟିମ୍ ବାଜିମାତ କରିଥିଲା। ମୁକାବିଲାରେ ଡିସିର ଯୁବ ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଧୋନୀ ‘ଶୂନ’ରେ ଆଉଟ ହେବା ପରେ ଟ୍ରୋଲ ହେଲେ ରୋହିତ ଶର୍ମା: ଜାଣନ୍ତୁ ଭିତିରି କଥା
ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ‘ଶୂନ’ରେ ଆଉଟ୍ ହୋଇଥିଲେ। ଧୋନୀ ମାତ୍ର ଦ୍ୱିତୀୟ ବଲ…
ଶୂନରେ ଆଉଟ୍, ମ୍ୟାଚ୍ ବି ହାରିଲେ; ଏବେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା
ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ସ୍ଲୋ ଓଭରକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଦଳ ଏହି ମ୍ୟାଚ୍ ଜିତିପାରି ନ ଥିବା ବେଳେ ଆଇପିଏଲ୍ର ନିୟମ…
ହର୍ଶଲଙ୍କୁ କୋହଲିଙ୍କ ପ୍ରଶଂସା
ଚେନ୍ନାଇ,୧୧।୪(ପି.ଟି.): ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ ଯୁବ ଦ୍ରୁତ ବୋଲର ହର୍ଶଲ ପଟେଲଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ବଲ୍ରେ ପରାସ୍ତ କରିଥିଲା। ହର୍ଶଲ ପଟେଲଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନକୁ ଅଧିନାୟକ ବିରାଟ କୋହଲି ପ୍ରଶଂସା…
ଆଇପିଏଲ୍- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି
ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା…
ହାଇଦ୍ରାବାଦରୁ କୋଲାକୋଙ୍କୁ ଆଣିଲା ଏଟିକେ
ହାଇଦ୍ରାବାଦ, ୧୦ା୪(ପି.ଟି.)-ହାଇଦ୍ରାବାଦ ଏଫ୍ସିରୁ ରେକର୍ଡ ଟ୍ରାନ୍ସଫର ଫି’ ବିନିମୟରେ ଲିଷ୍ଟନ କୋଲାକୋଙ୍କ ସହ ଚୁକ୍ତି କରିଛି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଏଟିକେ ମୋହନବାଗାନ। ହାଇଦ୍ରାବାଦ ଏଫ୍ସି ଓ ଏଟିକେ ମୋହନବାଗାନ ଦଳର ସହମତିରେ ଏହି ଟ୍ରାନ୍ସଫର ହୋଇଛି। ଏ…
ଆଇପିଏଲ: ଓ୍ବାଙ୍ଖଡେରେ ମ୍ୟାଚ୍ ଦେଖିବା ପାଇଁ ନେଗେଟିଭ୍ ରିପୋର୍ଟ ଆବଶ୍ୟକ
ମୁମ୍ବାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଏଥର ୧୦ଟି ମ୍ୟାଚ୍ ଆୟୋଜନ ହେବ। ଏହି ମ୍ୟାଚ୍ଗୁଡିକ ଦେଖିବାକୁ ଏବେ ସୁଯୋଗ ସୃଷ୍ଟି ହୋଇଛି। କୋଭିଡ୍-୧୯ ନେଭେଟିଭ ରିପୋର୍ଟ ଦେଖାଇପାରିଲେ ଦର୍ଶକ ଓ୍ବାଙ୍ଖଡେରେ ଏହି ମ୍ୟାଚ୍ଗୁଡିକ…
ଅଂଶୁ, ସୋନମଙ୍କୁ ଅଲିମ୍ପିକ ଯୋଗ୍ୟତା
ଅଲ୍ମାଟି (କାଜାଖସ୍ତାନ),୧୧ା୪(ପି.ଟି.)-ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତର ଯୁବ ରେସ୍ଲର ଅଂଶୁ ମଲିକ ଓ ସୋନମ ମଲିକ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯ ବର୍ଷୀୟା ଅଂଶୁ ଓ ୧୮ ବର୍ଷୀୟା ସୋନମ…
୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍: ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପଦବୀରୁ ରୋମାଙ୍କ ଇସ୍ତଫା
ନୂଆଦିଲ୍ଲୀ, ୧୧ା୪ (ପି.ଟି.)-୨୦୨୨ରେ ଭାରତରେ ହେବାକୁ ଥିବା ୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଏବଂ ଏଏଫ୍ସି ମହିଳା ଏସିଆନ କପ୍ ପାଇଁ ନିଯୁକ୍ତ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ବ୍ୟକ୍ତିଗତ କାରଣ ଦର୍ଶାଇ ଶନିବାର ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ…
ବିଜୟରୁ ଦିଲ୍ଲୀର ଆରମ୍ଭ
ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍)ର ଗତ ସଂସ୍କରଣ ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ରେ ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ…
ଦିଲ୍ଲୀ ସମ୍ମୁଖରେ ୧୮୯ ରନ୍ର ଟାଗେଟ୍
ମୁମ୍ବାଇ,୧୦ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ। ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିଦ୍ଧାରିତ…
Archives


