ୟୁରୋକପ୍ ଫୁଟ୍ବଲ: ଇଂଲଣ୍ଡ- ଡେନ୍ମାର୍କ ସେମିଫାଇନାଲ
ରୋମ,୫।୭: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଦୀର୍ଘ ୨୫ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଛି। ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୪-୦ ଗୋଲ ବୃହତ୍ ବ୍ୟବଧାନରେ ୟୁକ୍ରେନ୍କୁ ପରାସ୍ତ କରି ସେମିକୁ ଉଠିଛି।…
‘ଦେଶକୁ ସର୍ବଦା ଆଗରେ ରଖନ୍ତି ଧୋନୀ’
ନୂଆଦିଲ୍ଲୀ,୪।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଦା ଦେଶକୁ ଆଗରେ ରଖନ୍ତି। ଦେଶ କଥା ଉଠିଲେ ସେ ଦ୍ୱିତୀୟ କିଛି ଚିନ୍ତା କରନ୍ତି ନାହିଁ, ଯାହାକି ଅବିଶ୍ୱସନୀୟ। ଧୋନୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ। ଫୋର୍ବସ…
୭ ବର୍ଷ ବଡ ସାକ୍ଷୀଙ୍କୁ ପ୍ରେମରେ ଏମିତି ବୋଲ୍ଡ କରିଥିଲେ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ବିବାହର ୧୧ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ ୭ ବର୍ଷ ସାନ ସାକ୍ଷୀ ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ…
ରାଗରେ ମୁଣ୍ଡରୁ ଟୋପି ଓହ୍ଲାଇ ଫୋପାଡି ଦେଇଥିଲେ ରାହୁଲ ଦ୍ରାଭିଡ: ଜାଣନ୍ତୁ କାହିଁକି
କଲମ୍ବୋ,୪।୭: ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଦ୍ରାଭିଡ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ ଭିତରେ ବହୁତ ଧୈର୍ଯ୍ୟ ଅଛି। ସେ ସର୍ବଦା ଯୁବ ଖେଳାଳିମାନଙ୍କୁ ଏହି ଶିକ୍ଷା ଦିଅନ୍ତି।…
ଆହତ ଗିଲଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବା ଚର୍ଚ୍ଚାକୁ ନେଇ ବର୍ଷିଲେ କପିଲ ଦେବ: ଚୟନକର୍ତ୍ତାଙ୍କୁ ନେଇ କହିଲେ…
ନୂଆଦିଲ୍ଲୀ,୪।୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଓପନର୍ ଶୁଭମନ ଗିଲ ଆହତ ହୋଇଛନ୍ତି। ଏଥିପାଇଁ ସେ ଅତିକମ୍ରେ ଦୁଇମାସ କ୍ରିକେଟଠାରୁ ଦୂରରେ ରହିବେ। ଯଦି ସେ ଫିଟ୍ ନ ହୁଅନ୍ତି ତେବେ ସିରିଜ୍ରୁ…
ଲଭ୍ ନା ଆରେଞ୍ଜ ମ୍ୟାରେଜ କରିବେ ସ୍ମୃତି ମନ୍ଧାନା, ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ…
ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ନିଜର ପ୍ରଶଂସକମାନଙ୍କୁ କେବେ ନିରାଶ କରନ୍ତି ନାହିଁ। ପ୍ରଶଂସକମାନେ ଯାହା ବି ପ୍ରଶ୍ନ ପଚାରନ୍ତି ସ୍ମୃତି ସୋସିଆଲ ମିଡିଆରେ ସଙ୍ଗେ ସଙ୍ଗେ ତା’ର ଉତ୍ତର ରଖନ୍ତି। ଏବେ ତାଙ୍କୁ ଜଣେ ୟୁଜର ପଚାରିଛନ୍ତି, ଆପଣ…
ମର୍ସିଡିଜ୍ ସହ ଆଉ ୨ ବର୍ଷ ରହିବେ ହାମିଲ୍ଟନ
ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍ ସହ ସେ ୨୦୨୩ ସିଜନ ପର୍ଯ୍ୟନ୍ତ ରହିବେ। ୭ଥର ଚାମ୍ପିୟନ ହାମିଲଟନଙ୍କ ମର୍ସିଡିଜ୍ ସହ ଏକ…
ଭାରତୀୟ ଆଥ୍ଲେଟ ଦଳର ଗସ୍ତ ୧୪ରେ
ମାଡ୍ରାସ, ୪ା୭(ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବା ଲାଗି ଭାରତର ପ୍ରଥମ ବ୍ୟାଚ୍ ଆଥ୍ଲେଟ ଦଳ ଜୁଲାଇ ୧୪ରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଟୋକିଓ ଗସ୍ତ କରିବ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା ଶନିବାର…
୮ମ ଷ୍ଟେଜ୍ ଜିତିଲେ ଡାଇଲାନ୍
ପ୍ୟାରିସ, ୪ା୭: ଟୁର୍ ଡି ଫ୍ରାନ୍ସ ସାଇକେଲ ରେସ୍ର ୮ମ ଷ୍ଟେଜ୍ ବିଜେତା ହୋଇଛନ୍ତି ବେଲଜିୟମର ଡାଇଲାନ ଟେଅନ୍ସ। ଗତଥରର ଚାମ୍ପିୟନ ଟାଡେଜ ପୋଗାକାର ୟେଲୋ ଜର୍ସି ହାସଲ କରିଛନ୍ତି। ଡାଇଲାନଙ୍କଠାରୁ ୪୪ ସେକେଣ୍ଡ ପଛରେ ଇଅନ୍ ଇଜିଗିରେ ଏବଂ ମାଇକେଲ…
ଅଲିମ୍ପିକ ଟେନିସ୍: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ ପ୍ରଥମଥର ପାଇଁ କୌଣସି ଭାରତୀୟ ପୁରୁଷ ଡବଲ୍ସ ଯୋଡି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ।…
ପୂଜାରାଙ୍କ ସ୍ଥାନ ନେବା ପାଇଁ ଏହି ବ୍ୟାଟ୍ସମ୍ୟାନ ଫିଟ୍
ନୂଆଦିଲ୍ଲୀ, ୩ା୭- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ଖେଳିବା ପାଇଁ ଯୁବ ପୃଥ୍ବୀ ଶ’ ପୂରା ଫିଟ୍। ଜଣେ ଫ୍ୟାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍ ହଗ୍। ଜଣେ ଫ୍ୟାନ ଟୁଇଟରରେ…
ବିସିସିଆଇର ଘୋଷଣା: ଏଥର ହେବ ରଣଜୀ ଟ୍ରଫି
ନୂଆଦିଲ୍ଲୀ, ୩ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଟ୍ରଫି ସମେତ ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବ। ୨୦୨୧-୨୨ ସିଜନରେ ମୋଟ ୨୧୨୭ ମ୍ୟାଚ ଖେଳାଯିବ। ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭ ହେବ। କୋଭିଡ୍ ମହାମାରୀ…

