ଖେଳ

ବାପା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର, ଏଭଳି ହେଉଛି ଚର୍ଚ୍ଚା

ଗତ ଫେବୃୟାରୀ ୨୮ରେ ବଲିଉଡ୍‌ ଅଭିନେତ୍ରୀ ହେଜେଲ କିଚ ୩୪ ବର୍ଷର ହୋଇଥିଲେ। ଏହି ଜନ୍ମଦିନକୁ ପାଳନ କରିବା ପାଇଁ ହେଜେଲଙ୍କ ସ୍ବାମୀ ତଥା କ୍ରିକେଟର ଯୁବରାଜ ସିଂ ଏକ ପାର୍ଟି ରଖିଥିଲେ। ଉକ୍ତ ପାର୍ଟିରେ କେବଳ ପରିବାର ସଦସ୍ୟ...

ଆଇପିଏଲ୍‌ ଭେନ୍ୟୁକୁ ନେଇ ଅସନ୍ତୁଷ୍ଟ ପଞ୍ଜାବ କିଙ୍ଗ୍ସ: ବିସିସିଆଇକୁ ଫ୍ରାଞ୍ଚାଇଜ୍‌ ସିଇଓ ପଚାରିଲେ…

ନୂଆଦିଲ୍ଲୀ,୨।୩: ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଆଗାମୀ ଆଇପିଏଲ୍‌ ପାଇଁ ନିଜର ରଣନୀତି ଉପରେ ପୁନଃବିଚାର କରାଯାଉଛି। କିଛି ରିପୋର୍ଟରେ ଆଇପିଏଲ୍‌ର ଆୟୋଜନ ଦେଶର ୬ ସହର, ଚେନ୍ନାଇ,...

ଶାସ୍ତ୍ରୀ ନେଲେ ଟିକା, କହିଲେ ‘ଧନ୍ୟବାଦ…’

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଙ୍ଗଳବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ କରୋନା ଟିକା ନେଇଛନ୍ତି। ସେ ଟୁଇଟ୍‌ କରି ଏନେଇ ସୂଚନା ଦେଇ କହିଛନ୍ତି, କୋଭିଡ-୧୯ର ପ୍ରଥମ ଡୋଜ୍‌ ନେଇଛି। ମହାମାରୀ ବିରୋଧରେ ଭାରତୀୟମାନଙ୍କ...

ଯୁବରାଜଙ୍କ ବିବାଦୀୟ ଟୁଇଟ୍‌କୁ ନେଇ ଏଭଳି କହିଲେ ଗମ୍ଭୀର, ଡିଆର୍‌ଏସ୍‌କୁ ନେଇ ଦେଲେ…

ନୂଆଦିଲ୍ଲୀ,୨।୩: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା। ଏଥିରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇ ସିରିଜକୁ ୨-୧ ସ୍ଥିତିକୁ ଆଣିଥିଲା। ତେବେ ମ୍ୟାଚ୍‌ଟି ନିର୍ଦ୍ଧାରିତ...

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।...

ଦ୍ୱିତୀୟ ପାଳି ଆରମ୍ଭ କଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ...

ଜେଲ୍‌ ଗଲେ ଏହି କ୍ରିକେଟର୍‌

ସିଡନୀ,୨।୩: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଲୁକ ପୋମର୍ସବାକଙ୍କୁ ଅ ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୨୪ରୁ ଫେବୃୟାରୀ ୧୬ ମଧ୍ୟରେ ଦକ୍ଷିଣ ପର୍ଥ, ସ୍କାର୍ବୋରୋ ଏବଂ କାଠଯୋଡି ଅଞ୍ଚଳରୁ ଲୁକ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ବୋଲି ଜଣାପଡିଛି। ଫଲୋଅର୍ସ ସଂଖ୍ୟ ୧୦ କୋଟି...

ଭାରତୀୟ ପିଚ୍‌ର ସମାଲୋଚନାକୁ ରିଚାଡର୍‌ସଙ୍କ ବିରୋଧ

ନୂଆଦିଲ୍ଲୀ,୨।୩ (ପି.ଟି.): ଚଳିତ ଟେଷ୍ଟ ସିରିଜରେ ଇଂଲଣ୍ଡ କ୍ରମାଗତ ଦୁଇଟି ଟେଷ୍ଟରେ ପରାସ୍ତ ହେବା ପରେ ଭାରତୀୟ ପିଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଇଂଲଣ୍ଡର କେତେକ ପୂର୍ବତନ ଓ ଏବେକାର କ୍ରିକେଟ ଏ ନେଇ ବିଳାପ କରୁଛନ୍ତି। ତେବେ ଏହାକୁ...

ମାଳବିକାଙ୍କୁ ଇଣ୍ଟରନ୍ୟାଶନାଲ ଟାଇଟଲ

ନୂଆଦିଲ୍ଲୀ, ୨ା୩ (ପି.ଟି.)- ଭାରତର ବରୁଣ କପୁର ଓ ମାଳବିକା ବନ୍‌ସୋଡ୍‌ କାମ୍ପାଲାରେ ଚାଲିଥିବା ଉଗାଣ୍ଡା ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୧ରେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ବ୍ୟତୀତ ଜର୍ମାନୀ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ...

ଟ୍ରେସ୍କୋଥିକ୍‌ ଇଂଲଣ୍ଡର ନୂଆ ବ୍ୟାଟିଂ କୋଚ୍‌

ଲଣ୍ଡନ,୨ା୩(ପି.ଟି.)-ସୋମବାର ଇଂଲଣ୍ଡ ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍‌ଙ୍କୁ ଜାତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏହାଛଡ଼ା ଜନ୍‌ ଲିଓ୍ବିସ ଓ ନ୍ୟୁଜିଲାଣ୍ଡର ଜିତନ ପଟେଲଙ୍କୁ ଯଥାକ୍ରମେ ସ୍ଥାୟୀ ଭିତ୍ତିରେ ବୋଲିଂ ଓ ସ୍ପିନ ବୋଲିଂ...

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ୩୯ ବର୍ଷୀୟ ଶିବ କପୁର ୩ଥର ଏସିଆନ ଟୁର୍‌ ଚାମ୍ପିୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri