ଏଆଇବିଏ ଚାମ୍ପିୟନ୍ସ ଆଣ୍ଡ ଭେଟେରାନ୍ସ କମିଟି: ମେରିକମ୍ ଅଧ୍ୟକ୍ଷ
ନୂଆଦିଲ୍ଲୀ,୪।୩(ପି.ଟି.): ୬ଥର ବିଶ୍ୱ ଚାମ୍ପିୟନଶିପ୍ ହାସଲ କରିଥିବା ଅଭିଜ୍ଞ ଭାରତୀୟ ବକ୍ସର ଏମ୍ସି ମେରିକମ୍ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଚାମ୍ପିୟନ୍ସ ଓ ଭେଟେରାନ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବକ୍ସିଂରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଗତବର୍ଷ ଡିସେମ୍ବରରେ...
ପେଲେ, କପିଳଦେବ ନେଲେ କରୋନା ଟିକା
ନୂଆଦିଲ୍ଲୀ,୪।୩(ପି.ଟି.): ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେ ଓ ଭାରତୀୟ କ୍ରିକେଟ ଲିଜେଣ୍ଡ କପିଳଦେବ କୋଭିଡ୍-୧୯ ଟିକା ନେଇଛନ୍ତି। ଭାରତର ପ୍ରଥମ ବିଶ୍ୱକପ୍ ବିଜେତା ଅଧିନାୟକ ୬୨ ବର୍ଷୀୟ କପିଳଦେବ ବୁଧବାର ସ୍ଥାନୀୟ ଫର୍ଟିଜ ହସ୍ପିଟାଲରେ ଭ୍ୟାକ୍ସିନ ନେଇଛନ୍ତି। ପୂର୍ବରୁ ଟିମ୍...
ପ୍ରଥମ ଟେଷ୍ଟ: ଦୁଇ ଦିନରେ ଜିମ୍ବାଓ୍ବେ ଜିତିଲା
ଆବୁଧାବି,୪।୩: ସ୍ଥାନୀୟ ଶେଖ ଜାଏଦ୍ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଜିମ୍ବାଓ୍ବେ ମାତ୍ର ୨ ଦିନ ମଧ୍ୟରେ ୧୦ ଉଇକେଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୧୦୫ ରନର ଶତକୀୟ ପାଳି ଖେଳିଥିବା ଜିମ୍ବାଓ୍ବେ ବ୍ୟାଟ୍ସମାନ ସିନ୍...
ତୃତୀୟ ଟି୨୦: ଅଗରଙ୍କୁ ୬ ଉଇକେଟ, ଅଷ୍ଟ୍ରେଲିଆ ବିଜୟୀ
ଓ୍ବେଲିଂଟନ,୪।୩(ଏପି): ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ, ଅଧିନାୟକ ଆରୋନ ଫିଞ୍ଚ୍ଙ୍କ ଦମ୍ଦାର ବ୍ୟାଟିଂ ଓ ପରେ ଆଷ୍ଟନ ଅଗରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ବୃହତ୍ ୬୪ ରନରେ ପରାସ୍ତ କରିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ...
ଟିମ୍ ଇଣ୍ଡିଆର ସଫଳତା ପଛର କାରଣ କହିଲେ କୋହଲି
ଅହମ୍ମଦାବାଦ,୩।୩ : ଭାରତୀୟ ଦଳର ସଫଳତା ପଛର କାରଣ ବୁଧବାର ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି। ଆମେ କଦାପି ପିଚ୍କୁ ସମାଲୋଚନା କରୁନାହିଁ। ପିଚ୍ରେ କେତେ ଘାସ ଅଛି କିମ୍ବା ବଲ କେଉଁଭଳି ଗତି କରୁଛି, ତାହା ପ୍ରତି...
ରେକର୍ଡ ସହ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଲେ ଆଗର
ଓ୍ବେଲିଂଟନ,୩।୩ : ସ୍ପିନର ଆଷ୍ଟୋନ ଆଗରଙ୍କ ଯାଦୁଗରି ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡକୁ ୩ୟ ଟି୨୦ ମ୍ୟାଚ୍ରେ ୬୪ ରନ୍ର ବଡ଼ ବ୍ୟବଧାନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ପ୍ରଥମ ଦୁଇ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ...
ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା
ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ ମାଥୁର୍ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ଫୋର୍ଟିସ ହସ୍ପିଟାଲ ହାର୍ଟ ଇନ୍ଷ୍ଟିଚ୍ୟୁଟରେ ଟିକା ନେଇଥିଲେ। ଗତ...
ପାକିସ୍ତାନ ସୁପର ଲିଗ୍ ସହ ଆଇପିଏଲ୍କୁ କରିଥିଲେ ତୁଳନା: ଏବେ କ୍ଷମା ମାଗି ଏପରି କହିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍
ନୂଆଦିଲ୍ଲୀ,୩।୩: ନିକଟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍ ଡେଲ୍ ଷ୍ଟେଇନ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଏବଂ ପାକିସ୍ତାନ ସୁପର ଲିଗ୍(ପିଏସ୍ଏଲ୍) ମଧ୍ୟରେ ତୁଳନା କରି ବିବାଦୀୟ ବୟାନ ଦେଇଥିଲେ। ଉକ୍ତ ବୟାନକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଇପିଏଲ୍ର ପ୍ରଶଂସକ...
ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…
ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ ନେଇ ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଉଛନ୍ତି। ଏଯାବତ ସେ ୨ ଟେଷ୍ଟ,...
ରୋହିତଙ୍କ ପାଇଁ ରେକର୍ଡ ବ୍ରେକିଂ ହୋଇପାରେ ଚତୁର୍ଥ ଟେଷ୍ଟ: ନିଜ ନାମରେ କରିପାରନ୍ତି ଏହି ୨ ରେକର୍ଡ
ଅହମ୍ମଦାବାଦ,୩।୩: ଭାରତୀୟ ଓପନର୍ ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଖରାପ ଉଇକେଟ ସତ୍ତ୍ୱେ ରୋହିତ ୬୬ ଏବଂ ଅପରାଜିତ ୨୫ ରନ୍ କରିଥିଲେ। ଉଭୟ ପାଳିରେ ସେ ଦଳରୁ ସର୍ବାଧିକ...
ଯାହା କରିପାରିନାହାନ୍ତି ମହାନ୍ ତେନ୍ଦୁଲକର, ଆଉ ୪୫ରନ୍ରେ ତାହା କରି ଦେଖାଇବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍
ଅହମ୍ମଦାବାଦ,୩।୩: ଭାରତୀୟ ଟେଷ୍ଟ ଟିମ୍ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରେକର୍ଡ କରିପାରନ୍ତି। ଏଥିପାଇଁ ମାତ୍ର ୪୫ରନ୍ର ଆବଶ୍ୟକତା ରହିଛି। ଯଦି ସେ ଚତୁର୍ଥ ଟେଷ୍ଟରେ ରନ୍ କରିନିଅନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ୧୦୦୦...
ମାର୍ଚ୍ଚ ୩: କ୍ରିକେଟ ଇତିହାସର ସବୁଠାରୁ କଳା ଦିନ; ଘଟିଥିଲା ଏଭଳି କିଛି ଯେ ଭୁଲିବା ଆଜି ବି ମୁସ୍କିଲ
ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି ଘଟିଥିଲା ଯାହା ସାରା ବିଶ୍ୱକୁ ଚମକାଇଦେଇଥିଲା। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଟିମ୍ ପାକିସ୍ତାନ...
Archives


