ଆଇପିଏଲ୍କୁ ଶ୍ରେୟ ଦେଲେ ତେନ୍ଦୁଲକର
ରାୟପୁର, ୨୦ା୩ (ପି.ଟି.)- ଭାରତର ବେଞ୍ଚ ଷ୍ଟ୍ରେନ୍ଥ୍ ବୃଦ୍ଧିରେ ସହାୟତା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଶ୍ରେୟ ଦେଇଛନ୍ତି ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର। ଏହି ବ୍ୟୟବହୁଳ କ୍ରିକେଟ ଲିଗ୍ରେ ବିଶ୍ୱର ଷ୍ଟାର ଖେଳାଳିଙ୍କ ସହ ବାରମ୍ବାର ଖେଳିବା...
କ୍ୱାର୍ଟର ଫାଇନାଲରେ ହାରିିଗଲେ ଲକ୍ଷ୍ୟ ସେନ୍
ବର୍ମିଂହାମ୍, ୨୦ା୩ (ପି.ଟି.)- ଭାରତ ଲକ୍ଷ୍ୟ ସେନ୍ ଅଲ୍ ଇଂଲଣ୍ଡ ଓପନ ଚାମ୍ପିୟନଶିପ୍ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଶୁକ୍ରବାର ସେ ନେଦରଲାଣ୍ଡ୍ସର ମାର୍କ କାଲ୍ଜୋଙ୍କଠାରୁ ୧୭-୨୧, ୨୧-୧୬, ୧୭-୨୧ରେ ହାରିଯାଇଛନ୍ତି। ଫଳରେ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗରେ ଭାରତର ଚ୍ୟାଲେଞ୍ଜ...
ଡିସ୍କସ୍ ଥ୍ରୋରେ କମଲପ୍ରୀତ୍ଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ପଟିଆଲା,୨୦ା୩ (ପି.ଟି.)-ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍ ଡିସ୍କସ୍ ଥ୍ରୋରେ କମଲପ୍ରୀତ୍ କୌର (୬୫.୦୬ ମିଟର) ଜାତୀୟ ରେକର୍ଡ ପ୍ରତିଷ୍ଠା ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ୪ ମିଟର ଆଗେଇ ପାରିଛନ୍ତି।...
ବୋସ୍ଫୋରସ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ଜରିନ, ସୋଲାଙ୍କି
ନୂଆଦିଲ୍ଲ,୨୦।୩(ପି.ଟି.): ଭାରତୀୟ ମହିଳା ବକ୍ସର ନିଖାତ ଜରିନ ଆଉ ଏକ ବିପର୍ଯ୍ୟୟ ଘଟାଇ ତୁର୍କୀର ଇସ୍ତାନବୁଲ୍ରେ ଚାଲିଥିବା ବୋସଫୋରସ ବକ୍ସିଂ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୧ କେ.ଜି. ବର୍ଗରେ ଜରିନ ଶୁକ୍ରବାର ଦୁଇଥର ବିଶ୍ୱ ଚାମ୍ପିୟନଶିପ୍ ହାସଲ...
ଭାରତ ବନାମ ଇଂଲଣ୍ଡ: ଦିନିକିଆ ଦଳରେ ସୂର୍ଯ୍ୟକୁମାର, କ୍ରୁନାଲ, କ୍ରିଷ୍ଣା
ନୂଆଦିଲ୍ଲୀ,୨୦।୩(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଘୋଷିତ ହୋଇଥିବା ଏହି ଦଳରେ କର୍ନାଟକ ଦ୍ରୁତ ବୋଲର ପ୍ରସିଦ୍ଧ...
ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ
ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍ରେ ବିଜୟୀ ହୋଇଥିବାରୁ ସିରିଜ ଏବେ ୨-୨ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର...
୨୦୧୧ ବିଶ୍ୱକପ୍ ଫାଇନାଲ ସ୍ମୃତି ଉଜ୍ଜୀବିତ: ପୁଣି ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମ୍ୟାଚ୍
ରାୟପୁର,୧୯।୩- ପ୍ରାୟ ୧୦ ବର୍ଷ ତଳେ ଖେଳାଯାଇଥିଲା ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚ୍, ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ। ପୁଣି ଥରେ ଏଭଳି ଏକ ମ୍ୟାଚ୍ ଆସନ୍ତା ୨୧ ତାରିଖରେ ଦେଖିବାକୁ ମିଳିବ। ରୋଡ୍ ସେଫ୍ଟି...
ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର
କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି ହିଲଟନ। ଜାମାଇକାରେ ଜନ୍ମିତ ଏହି ପେସର ଅନ୍ତର୍ଜାତୀୟ ସ୍ତରରେ ମାତ୍ର ୬ଟି ଟେଷ୍ଟ...
ଦଣ୍ଡାଦେଶ ସ୍ବୀକାର କଲେ ମୋର୍ଗାନ
ଅହମ୍ମଦାବାଦ,୧୯।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍ରେ ଧିମା ବୋଲିଂ ପାଇଁ ଇଂଲଣ୍ଡ ଦଳକୁ ଦଣ୍ଡିତ କରାଯାଇଛି। ଜରିମାନା ବାବଦକୁ ଭ୍ରମଣକାରୀ ଦଳର ଖେଳାଳିଙ୍କ ମ୍ୟାଚ୍ ଫି’ରୁ ୨୦ ପ୍ରତିଶତ କାଟ୍ କରାଯାଇଛି। ନିର୍ଦ୍ଧାରିତ...
ଆବଶ୍ୟକତାରୁ ଜନ୍ମ ନିଏ ନୂତନତ୍ୱ – ପ୍ରମାଣ କଲେ ଭଦ୍ରକ ଚାଷୀ
ଭଦ୍ରକ ଅଫିସ, ୧୯।୩ – କଥାରେ ଅଛି ଆବଶ୍ୟକତାରୁ ଜନ୍ମ ନିଏ ନୂଆ ନୂତନତ୍ୱ। ଏହାକୁ ପ୍ରମାଣ କରି ଦେଖାଇନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଆରସା ଗ୍ରାମର ବିପ୍ଳବ ରଞ୍ଜନ ଦାସ(୩୨)। ବୁଲା ଗୋରୁ ଓ ମାଙ୍କଡ଼ଙ୍କ...
ଏଥର ବିଶ୍ୱକପ୍ ଟିମ୍ରେ ସ୍ଥାନ ପକ୍କା! ୬ ଫୁଟ ୨ ଇଞ୍ଚର ଏହି ଭାରତୀୟ ପେସର୍ଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨୫ ବର୍ଷୀୟ ତଥା ୬ ଫୁଟ ୨ ଇଞ୍ଚ ଉଚ୍ଚତାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା। କର୍ନାଟକ ପ୍ରିମିୟର ଲିଗ୍ରେ...
କ’ଣ ଏହି ‘ସଫ୍ଟ ସିଗ୍ନାଲ’? ଯାହାକୁ ନେଇ ଏବେ କ୍ରିକେଟଜଗତରେ ଦେଖାଦେଇଛି ନୂଆ ବିବାଦ
ନୂଆଦିଲ୍ଲୀ,୧୯।୩: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମୁକାବିଲା ପରଠାରୁ ଚର୍ଚ୍ଚାରେ ‘ସଫ୍ଟ ସିଗ୍ନାଲ’। ଏହା କ’ଣ ଏବଂ ଏପରି କ’ଣ ଘଟିଲା ଯେ ପଡ଼ିଆରେ ଅଧିନାୟକ କୋହଲି ରାଗି ଯାଇ କଟୁ ମନ୍ତବ୍ୟ ଦେଇଥିଲେ ସେ ନେଇ ବିତର୍କ...
Archives


