କୋହଲି-ରୋହିତ କରୁଥିଲେ ମସ୍ତି, ସେମାନଙ୍କ ପିଲାଙ୍କୁ ସମ୍ଭାଳିଥିଲେ ଏହି କ୍ରିକେଟର୍
କୋହଲି-ରୋହିତ କରୁଥିଲେ ମସ୍ତି, ସେମାନଙ୍କ ପିଲାଙ୍କୁ ସମ୍ଭାଳିଥିଲେ ଏହି କ୍ରିକେଟର୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ମାର୍ଚ୍ଚ ୨୬ରେ ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ଜିତି ଭାରତ ସିରିଜ୍ରେ ଦୃଢ ସ୍ଥିତିରେ ଅଛି। ଏହି ସମୟରେ...
ଇଂଲଣ୍ଡକୁ ଲାଗିଲା ଶକ୍ତ ଧକ୍କା
ପୁଣେ, ୨୫ା୩: ପରାଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିଥିବା ଇଂଲଣ୍ଡ ଦଳକୁ ଗୁରୁବାର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଲାଗିଛି ଶକ୍ତ ଧକ୍କା। ସିରିଜ୍ର ଅନ୍ତିମ ଦୁଇ ଦିନିକିଆ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ।...
ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ
ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ। କାରଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଆହତ ଜନିତ ସମସ୍ୟା ଯୋଗୁ ସିରିଜ୍ରୁ...
ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍ ଇଣ୍ଡିଆ...
କିଏ ସେହି ୨୦ ବର୍ଷୀୟ ଫାରୁକି, ଯାହାଙ୍କୁ ଏହି ଖାସ୍ କାମ ପାଇଁ ଭାରତ ଆସିବାକୁ ଧୋନୀଙ୍କ ଟିମ୍ରୁ ମିଳିଛି ଡାକରା
ନୂଆଦିଲ୍ଲୀ,୨୫।୩: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୧। ଏଥିଲାଗି ସମସ୍ତ ଫ୍ରାଞ୍ଜାଇଜ୍ ପ୍ରସ୍ତୁତି ଜୋରଦାର କରିଛନ୍ତି। ଧିରେ ଧିରେ ଖେଳାଳିମାନେ ନିଜ ନିଜ ଟିମ୍ର କ୍ୟାମ୍ପରେ ସାମିଲ ହେଉଛନ୍ତି। ସେଭଳି ଚେନ୍ନାଇ ସୁପରକିଙ୍ଗ୍ସ...
ସୂର୍ଯ୍ୟକୁମାର-ଈଶାନ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଲେ ଏହି ଲୋକପ୍ରିୟ କ୍ରିକେଟର
ନୂଆଦିଲ୍ଲୀ,୨୫।୩: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଖେଳାଳି ଚୟନକୁ ନେଇ ଆଲୋଚନା ଜାରି ରହିଛି। ଏପରି ସମୟରେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଦୁଇଜଣ କ୍ରିକେଟର ବିଶ୍ୱକପ୍ ଦଳରେ ସାମିଲ ହେବାର ଯୋଗ୍ୟତା...
ବିରାଟ ବ୍ରିଗେଡ୍ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍…
ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍। ନିକଟରେ ଏହାର ଟେଷ୍ଟ ଏବଂ ଟି୨୦ ମୁକାବିଲା ଶେଷ ହୋଇଥିବା ବେଳେ ପ୍ରତିଟିରେ...
ଡେବ୍ୟୁ ମ୍ୟାଚ୍ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା
ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ମ୍ୟାଚ୍ ପରେ ତାଙ୍କ ପିତାଙ୍କ...
ଭାରତ-ପାକିସ୍ତାନ ଖେଳିବେ କ୍ରିକେଟ !
ଇସଲାମାବାଦ୍,୨୫।୩: ଭାରତ ପାକିସ୍ତାନ ମଧ୍ୟରେ ପୁଣି କ୍ରିକେଟ ଖେଳ ହେବ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ସିରିଜ୍ ଆରମ୍ଭ ହେବ। ଏସମ୍ପର୍କରେ ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ୍(ଆଇସିସି)ର ବୈଠକରେ...
ଦିନିକିଆ ସିରିଜ, ଆଇପିଏଲ୍ରୁ ଆୟାର ଆଉଟ୍
ପୁଣେ,୨୫।୩(ପି.ଟି.): ଭାରତୀୟ ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ବାଦ୍ ପଡିଛନ୍ତି। ମଙ୍ଗଳବାର ପ୍ରଥମ ଦିନିକିଆରେ ଫିଲ୍ଡିଂ କରିବା ଅବସରରେ ସେ ବାମ କାନ୍ଧରେ ଆଘାତ...
ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର୍ ଆଦାମ ଜାମ୍ପା। ସେ ଖୁବ୍ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି। ଏହି କାରଣରୁ ଆଇପିଏଲ...
ବାହା ହେବେ ଜାମ୍ପା: ଆଇପିଏଲ୍ ଉଦ୍ଘାଟନୀ ମ୍ୟାଚ୍ ଖେଳିବେନି
ବେଙ୍ଗାଲୁରୁ, ୨୫।୩(ପି.ଟି.): ଅଷ୍ଟ୍ରେଲିଆ ଲେଗ୍- ସ୍ପିନର ଆଡାମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି। ଫଳରେ ସେ ଏପ୍ରିଲ ୯ ତାରିଖରୁ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଉଦ୍ଘାଟନୀ ମ୍ୟାଚ୍ ଖେଳିପାରିବେ ନାହିଁ। ଉଦ୍ଘାଟନୀ ମ୍ୟାଚ୍ରେ ଗତଥରର...
Archives


