Posted inଖେଳ

ଇଂଲଣ୍ଡକୁ ଲାଗିଲା ଶକ୍ତ ଧକ୍କା

ପୁଣେ, ୨୫ା୩: ପରାଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଥିବା ଇଂଲଣ୍ଡ ଦଳକୁ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଲାଗିଛି ଶକ୍ତ ଧକ୍କା। ସିରିଜ୍‌ର ଅନ୍ତିମ ଦୁଇ ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଭ୍ରମଣକାରୀ ଦଳର ଅଧିନାୟକ ଇଆନ ମୋର୍ଗାନ। ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ମ୍ୟାଚ୍‌ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। ଏମ୍‌ସିଏ ଷ୍ଟାଡିୟମରେ କିଛି ସମୟ ଡ୍ରିଲ କରିବା ପରେ ନିଜକୁ ଅନଫିଟ୍‌ ଘୋଷଣା କରିଛନ୍ତି ମୋର୍ଗାନ। ତାଙ୍କ ଭଳି ସାମ ବିଲିଙ୍ଗସ ମଧ୍ୟ ସିରିଜ୍‌ର ବଳକା ମ୍ୟାଚ୍‌ଗୁଡ଼ିକ ପାଇଁ ଉପଲବ୍ଧ ହେବେ ନାହିଁ।

ମୋର୍ଗାନଙ୍କ ଅନୁପସ୍ଥିତିରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦଳର ନେତୃତ୍ୱ ନେବେ ଓ ଲିଆମ ଲିଭିଙ୍ଗଷ୍ଟୋନ ଦିନିକିଆ ପଦାର୍ପଣ କରିବେ ବୋଲି ଇସିବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦ ଶତକ ଲଗାଇବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରରେ ସଫଳତାର ଆଉ ଏକ ଫଦ୍ଦର୍ଦ୍ଦ ଯୋଡ଼ିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ରୋହିତଙ୍କ ଆଣ୍ଠୁରେ ଲାଗିଛି ଆଘାତ? କେତେ ଗମ୍ଭୀର ସେ ନେଇ ହିଟ୍‌ମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍‌ ଇଣ୍ଡିଆ ଓପନର୍‌ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା...

ଟୋକିଓ ଅଲିମ୍ପିକ୍ସ: ଆୟୋଜକ କମିଟି ସଭାପତି ମୋରିିଙ୍କ ଇସ୍ତଫା

ଟୋକିଓ,୧୩ା୨(ଏପି)-ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ଲିଙ୍ଗବାଦୀ ମନ୍ତବ୍ୟ ଦେଇ...

ସେମିଫାଇନାଲରେ ରାମେଶ୍ୱର

ଭୁବନେଶ୍ୱର,୯ା୨(କ୍ରୀଡ଼ା ପ୍ରତିନିଧି): କେଶୁରା ପଡ଼ିଆରେ ଚାଲିଥିବା ତୃତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲରେ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ...

ଦୁର୍ଘଟଣା ମୋ’ ଜୀବନର ଦୃଷ୍ଟିକୋଣ ବଦଳାଇଦେଇଛି: ପନ୍ତ

ନୂଆଦିଲ୍ଲୀ,୧।୩: ଦୁର୍ଘଟଣା ବଦଳାଇଦେଇଛି ଜୀବନ ଜିଇଁବାକୁ ନେଇ ଚିନ୍ତାଧାରା। ଆମେ କହୁଛୁ ଭାରତୀୟ ଷ୍ଟାର ଉଇକେଟକିପର ରିଷଭ ପନ୍ତଙ୍କ କଥା। ଦୁଇ ମାସ ପୂର୍ବେ ଭୟଙ୍କର...

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର...

ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ: ଡିଏଲ୍‌ଏଫ୍‌ରୁ ଡ୍ରିମ୍‌ ୧୧

ନୂଆଦିଲ୍ଲୀ, ୧୯।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ଏହା ଆସନ୍ତା ସେପ୍ଟେମ୍ବର...

Advertisement
Archives

Model This Week