ଖେଳ

ଡ୍ରାଭିଡ୍‌ଙ୍କ ପଦବୀ ପାଇଁ ବିଜ୍ଞାପନ ଦେଲା ବିସିସିଆଇ

ମୁମ୍ବାଇ, ୧୦।୮: ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ଏହି ପଦରେ ରହି ଗତଦୁଇ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଯଦି ଡ୍ରାଭିଡ୍‌…

ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ କେର୍ନସଙ୍କ ମୁଖ୍ୟ ଧମନୀର ଭିତର ପରସ୍ତ କଟିଯାଇଥିଲା। ଏହା ପରେ ତାଙ୍କୁ ଗତ ସପ୍ତାହରେ…

ଗୋଟିଏ ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ମେଡେନ୍‌ ଓଭର୍‌ ପକାଇଥିବା ବୋଲର୍‌ ହେଲେ ଏହି ଦଳର କୋଚ

ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍‌ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍‌କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି ସୂଚନା ଦେଇଛି। ସେ ଆସନ୍ତା ମାସରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଦାୟିତ୍ୱ ଗ୍ରହଣ…

୨୦୨୮ ଅଲିମ୍ପିକ୍ସ୍‌ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ…

୪୨ ବର୍ଷରେ ଚମତ୍କାର ରେକର୍ଡ କଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୮: ଏମଏସ ଧୋନୀଙ୍କ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଅଭିଜ୍ଞ ବୋଲର ଇମ୍ରାନ ତାହିର ଦି ହଣ୍ଡ୍ରେଣ୍ଡ ଲିଗରେ ଏକ ଚମତ୍କାର ବୋଲିଂ କରିଥିଲେ। ଏହି ଲିଗ୍‌ର ସବୁଠୁ ବୟସ୍କ ତାହିର ମଧ୍ୟ ୪୨ ବର୍ଷ ବୟସରେ ଲିଗ୍‌ର ପ୍ରଥମ…

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ହାତେଇଛି ଘଷରାଇ ଦଳ। ବାମହାତୀ ସ୍ପିନ ବୋଲର ଶାକିବ…

୨୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ଏହି ୧୭ ବର୍ଷୀୟା କ୍ରିକେଟର୍‌

ଲଣ୍ଡନ,୧୦।୮: ଭାରତର ଯୁବ ମହିଳା କ୍ରିକେଟର ଶେଫାଳି ବର୍ମା ଏବେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଭାଗ ନେଉଛନ୍ତି। ଲିଗ୍‌ର ଏକ ମ୍ୟାଚ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରି ନିଜ ଦଳ ବର୍ମିଂହାମ ଫିନିକ୍ସକୁ ବିଜୟ ପ୍ରଦାନ କରିଥିଲେ।ୱେଲ୍ସ ଫାୟାର ଏବଂ ବର୍ମିଂହାମ…

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଭାରତ ଫେରିଲେ ଖେଳାଳି: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୯।୮: ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ତଥା ସ୍ମରଣୀୟ ପ୍ରଦର୍ଶନ କରିବା ପରେ ଭାରତୀୟ ଆଥଲେଟ୍‌ମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଜୋରଦାର ସ୍ବାଗତ କରାଯାଇଥିଲା। ଟୋକିଓରୁ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ…

ଆଇପିଏଲ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୮: ଆଇପିଏଲର ୧୪ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ଟି -୨୦ ଲିଗର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ପୁଣି ଆରମ୍ଭ ହେଉଛି । ଏହାପୂର୍ବରୁ ମେ ମାସରେ ଏହାର ପ୍ରଥମ ପର୍ଯ୍ୟାୟ…

ଟେନ୍‌ସନ୍‌ରେ ଏହି ୨ କ୍ରିକେଟର୍‌

ଲଣ୍ଡନ,୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ବର୍ଷା ହେତୁ ପଞ୍ଚମ ଦିନରେ ଗୋଟିଏ ବଲ ବୋଲିଂ ହୋଇପାରି ନଥିଲା, ଯାହା ଫଳରେ ଟେଷ୍ଟ ଡ୍ର’ ହୋଇଥିଲା। ପ୍ରଥମ ଟେଷ୍ଟରେ ଭାରତ ଜିତିବାର…

ରାଗିଗଲେ କୋହଲି; କହିଦେଲେ ଏମିତି କଥା

ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି ନିକଟତର ଥିଲା। ପଞ୍ଚମ ଦିନରେ ଭାରତକୁ ମାତ୍ର ୧୫୭ ରନ ଆବଶ୍ୟକ ଏବଂ ତାଙ୍କ…

୯ ଉଇକେଟ୍‌ ନେବା ସତ୍ତ୍ୱେ ବୁମ୍‌ରାଙ୍କୁ କାହିଁକି ଦିଆଗଲାନି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର

ଲଣ୍ଡନ,୯।୮:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର ହୋଇଛି। ଚତୁର୍ଥ ଦିନ ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚ ଜିତିବାକୁ ଭାରତୀୟ ଆଗରେ ଥିଲା କିନ୍ତୁ ପଞ୍ଚମ ଦିନରେ ବର୍ଷା ହେତୁ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?