Posted inଖେଳ

ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, ମେଣ୍ଟର ଅଧିକ କିଛି କରିପାରିବ ନାହିଁ। ଏହି ଫର୍ମାଟରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ହୋଇଯାଏ। ଧୋନୀ ଡ୍ରେସିଂ ରୁମ୍‌ରେ ପ୍ରସ୍ତୁତି କରିବାରେ ସାହାର୍ଯ୍ୟ କରିପାରନ୍ତି। ଆବଶ୍ୟକସ୍ଥଳେ ରଣନୀତି ପରିବର୍ତ୍ତନ କରିବାରେ ଆପଣଙ୍କ ସହାୟତା କରିପାରନ୍ତି। ଟାଇମ୍‌-ଆଉଟ୍‌ ହେବା ସମୟରେ ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ସହ କଥା ହୋଇପାରନ୍ତି। ଏଥିପାଇଁ ଧୋନୀଙ୍କୁ ନିଯୁକ୍ତ କରିବା ପଦକ୍ଷେପ ଭଲ। ହେଲେ ଧୋନୀ ଡ୍ରେସିଂ ରୁମ୍‌ରେ ରହିବେ। ମଇଦାନରେ ବାସ୍ତବିକ କାମ ଖେଳାଳିମାନଙ୍କୁ କରିବାକୁ ହେବ। ସେମାନେ ଚାପକୁ କିଭଳି ସମ୍ଭାଳିବେ ତାହା ଉପରେ ମ୍ୟାଚ୍‌ର ପରିଣାମ ନିର୍ଦ୍ଧାରିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନକୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଆହତ...

ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ବିଜନେସରେ ଜଣେ ସଫଳ ମହିଳା

ନୂଆଦିଲ୍ଲୀ, ୨୦।୭: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ସ୍ତ୍ରୀ ଜିନ୍ନା ଅଲିଙ୍କ ମଧ୍ୟ କ୍ରୀଡ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ସ୍ବାମୀଙ୍କୁ ସମର୍ଥନ...

ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ...

ରାଜସ୍ଥାନ ଦଳରେ ବିଶ୍ୱର ଶ୍ରେଷ୍ଠ ବୋଲର

ନୂଆଦିଲ୍ଲୀ,୨୫।୮ : ଚଳିତ ଆଇପିଏଲ ସିଜନ୍‌ର ପରବର୍ତ୍ତୀ ଭାଗରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ତାବରିଜ ଶାମସି। ଏହି...

ହାଇଦ୍ରାବାଦରେ ଏସଆରଏଚ-କେକେଆର ଲଢ଼େଇ…

ହାଇଦ୍ରାବାଦ,୪।୫ : ଆଇପିଏଲ ସିଜିନ ୧୬ର ୪୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ଗୁରୁବାର ସନ୍ଧ୍ୟା ସାଢ଼େ ଟାରେ ମୁହାଁମୁହିଁ...

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ରାଞ୍ଚି,୧୯।୧୧: ଚଳିତ ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୨-୦ରେ ଜିତି ନେଇଛି। ସ୍ଥାନୀୟ...

ପ୍ରେମିକାଙ୍କ ସହ ସର୍ବସାଧାରଣରେ ଝଗଡ଼ା: ଜରିମାନା ଗଣିବେ କ୍ଲାର୍କ !

ନୂଆଦିଲ୍ଲୀ, ୨୨।୧: ସର୍ବସାଧାରଣରେ ପ୍ରେମିକାଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ...

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହି କ୍ରିକେଟର୍‌ଙ୍କ ପୁରୁଣା ଟୁଇଟ୍‌ ଭାଇରାଲ, ଜାଣନ୍ତୁ କ’ଣ ରହିଛି ସମ୍ପର୍କ

ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ବାଇଡେନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ସୁଅ...

Advertisement
Archives

Model This Week